Browsing Category

ମନୋରଞ୍ଜନ

ବିବାଦୀୟ ସୋ’‘ବିଗବସ୍’ ଘରୁ ବିଦାୟ ନେଲେ ସବ୍ୟସାଚୀ ! ପ୍ରଥମ ଓଡ଼ିଆ ପ୍ରତଯୋଗୀ ଭାବେ ନେଇଥିଲେ ଭାଗ

ବିବାଦୀୟ ସୋ’ ‘ବିଗବସ୍’ରେ ଚଳିତ ବର୍ଷ ସବୁଠାରୁ ଅଧିକ ହଙ୍ଗାମା ଦେଖିବା ପାଇଁ ମିଳୁଛି । ବିନା କାରଣରେ ବିଗବସ୍ ଗୃହର ଝଗଡ଼ା ଏକ ସାଧାରଣ କଥା । ଆଉ ସବୁଠାରୁ ଗରୁତ୍ୱପୂର୍ଣ୍ଣ କଥା ହେଲା ଯିଏ ବିବାଦରେ ରହିଲା ସେ ହିଁ ଅଧିକ ଦିନ ପର୍ଯ୍ୟନ୍ତ ସୋ’ରେ ରହିପାରିବ । ତେବେ ଏନେଇ ପ୍ରଥମରୁ ହିଁ…
Read More...

ପଦ୍ମାବତୀ ବିବାଦରେ ମୁହଁ ଖୋଲିଲେ ପୁରୀ ଶଙ୍କରାଚାର୍ଯ୍ୟ, କହିଲେ, ବିକୃତ କରାଯାଇଛି ଭାରତର ସଂସ୍କୃତି, କ୍ଷମା…

କନକ ବ୍ୟୁରୋ : ବଲିଉଡ୍ ଫିଲ୍ମ ପଦ୍ମାବତୀକୁ ନେଇ ବିବାଦ ଥମିବାର ନାଁ ନେଉନି । ଦେଶବ୍ୟାପୀ ବ୍ୟାପକ ବିବାଦ ମଧ୍ୟରେ ଆଜି ଫିଲ୍ମକୁ ବିରୋଧ କରିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ । ସେ କହିଛନ୍ତି, ଏଭଳି ଫିଲ୍ମ ନିର୍ମାଣ କରି ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ବିକୃତ କରାଯାଉଛି । ରାଣୀ…
Read More...

ସୋସିଆଲ ମିଡିଆରେ ଧମାଲ କରୁଛି ‘ତାଜଦାର-ଏ-ହରମ’

ପାକିସ୍ତାନୀ ସିଂଗର ଆତିଫ୍ ଅସଲମ ଗାଇଥିବା ‘ତାଜଦାର-ଏ-ହରମ’ ଗୀତ ଏବେ ସୋସିଆଲ ମିଡିଆରେ ଧମାଲ ମଚାଇଛି । ୟୁଟ୍ୟୁବରେ ଏହି ଗୀତର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହି ଗୀତଟି ହେଉଛି ପାକିସ୍ତାନର ପ୍ରଥମ ଗୀତ ଯାହାକୁ ଲୋକେ ଏତେ ମାତ୍ରାରେ ପସନ୍ଦ କରିଛନ୍ତି । ସୂଚନା ମୁତାବକ,…
Read More...

‘ଦୁଲହା ହମ୍ ଲେ ଜାୟେଙ୍ଗେ’ । ଭାରତୀଙ୍କ ମଜାଦାର ବିବାହ କାର୍ଡ ହେଲା ଭାଇରାଲ

ଲୋକମାନଙ୍କୁ ହସାଇ ହସାଇ ମତୁଆଲା କରାଉଥିବା ପ୍ରସିଦ୍ଧ କଳାକାର ତଥା ଭାରତୀ ସିଂଙ୍କୁ  କିଏ ବା ନଜାଣେ । ପଞ୍ଜାବର ଅମ୍ରିତସରଠାରେ ୧୯୮୪ମସିହା ଜୁଲାଇ ମାସରେ ଏହି କଳାକାରଙ୍କ  ଜନ୍ମ । ସେ ୨୦୦୮ରେ ‘ଦ ଗ୍ରେଟ ଇଣ୍ଡିଆନ ଲାଫଟର ଚ୍ୟାଲେଞ୍ଜ’ରେ ଭାଗ ନେଇ ନିଜର ଖ୍ୟାତି ବିସ୍ତାର କରିବାରେ ସଫଳ…
Read More...

ଋଷି କପୁରଙ୍କ ପାକିସ୍ତାନ ପ୍ରେମ ! ମରିବା ପୂର୍ବରୁ ଶତ୍ରୁ ଦେଶ ଦେଖିବାକୁ ଇଚ୍ଛା

ବଲିଉଡର ଭେଟରାନ ଅଭିନେତା ଋଷି କପୁରଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର । ଋଷି କହିଛନ୍ତି, ନ୍ୟାସନାଲ କନଫରେନ୍ସର ଅଧ୍ୟକ୍ଷଙ୍କ ଫାରୁକ ଅବଦୁଲ୍ଲାଙ୍କ ମନ୍ତବ୍ୟ ସହ ଏକମତ । ଫାରୁକ କହିଥିଲେ କି ପାକ ଅଧିକୃତ କାଶ୍ମୀର ହେଉଛି ପାକିସ୍ତାନର ।  ଭାରତ -ପାକିସ୍ତାନ ମଧ୍ୟରେ ଯେତେ ଯୁଦ୍ଧ ହେଲେବି…
Read More...

ରୋମାଣ୍ଟିକ ସିନ ପାଇଁ ବିବାଦରେ ଫିଲ୍ମ ‘ପଦ୍ମାବତୀ’ ! ଫିଲ୍ମ ରିଲିଜ କରାଇ ନ ଦେବାକୁ ଜିଦ୍ ଧରିଛି ରାଜପୁତ ସମାଜ, ବାଦ…

ସଂଜୟ ଲୀଳା ବଂଶାଲୀଙ୍କ ଅପକମିଂ ଚଳଚିତ୍ର ପଦ୍ମାବତୀକୁ ବିବାଦ ଥମିବାର ନାଁ ନେଉନି । ଏହି ଫିଲ୍ମକୁ ନେଇ ଚିତୋରଗଡ଼ରୁ ଅହମଦାବାଦ ପର୍ଯ୍ୟନ୍ତ ସବୁଠି ଉଠିଛି ବିରୋଧର ସ୍ୱର । ରାଜପୁତ ସମାଜ ଏହି ଫିଲ୍ମକୁ ରିଲିଜ କରାଇ ନଦେବାକୁ ଜିଦ ଧରି ବସିଛନ୍ତି । ଐତିହାସିକମାନେ ମତ ଦେଇଛନ୍ତି ଯେ ଲୋକଙ୍କ…
Read More...

ରିଲିଜ ହେଲା ବଲିଉଡ ମୁଭି ‘ପଦ୍ମାବତୀ’ର ଆଉ ଏକ ସଙ୍ଗ ! ‘ଏକ ଦିଲ ଏକ ଜାନ’ ଟାଇଟଲ ଗୀତରେ ସାହିଦ-ଦୀପିକାଙ୍କ ଅନସ୍କ୍ରିନ…

ରିଲିଜ ହେଲା ସଂଜୟ ଲିଲା ବଂଶାଲୀଙ୍କ ନିର୍ଦ୍ଦେଶିତ ସିନେମା ‘ପଦ୍ମାବତୀ’ର ଦ୍ୱିତୀୟ ଗୀତ । ଏହି ଗୀତର ଟାଇଟେଲ ରହିଛି ‘ଏକ ଦିଲ ଏକ ଜାନ’ । ସଂଜୟ ଲିଲା ବଂଶାଲୀ ଏହି ଗୀତର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଗୀତରେ ରାଣୀ ପଦ୍ମିନୀ ରାଜା ରତନ ସିଂଙ୍କ ପ୍ରେମ କାହାଣୀକୁ ଦେଖିବାକୁ ପାଇବେ ଦର୍ଶକ…
Read More...

ଟାଇଗର୍ ଜିନ୍ଦା ହୈ ! ହଜାରେ କୋଟି ଆୟ କରିବ

ସଲମାନ୍ ଖାନଙ୍କ ନୂଆ ସିନେମା ‘ଟାଇଗର୍ ଜିନ୍ଦା ହୈ’ ଧୀରେ ଧୀରେ ଦର୍ଶକଙ୍କ ମନକୁୁ ପସନ୍ଦ ଆସିଥିବା ନେଇ ଜାଣିବାକୁ ମିଳିଛି । ସିନେମାର ଟ୍ରେଲର ତ ୟୁ-ଟ୍ୟୁବରେ ରେକର୍ଡ ସ୍ଥାପନ କରିସାରିଲାଣି, ତା’କୁ ଦେଖି କେବଳ ସାଧାରଣ ଦର୍ଶକ ନୁହନ୍ତି, ସିନେମା ପଣ୍ଡିତମାନେ ମଧ୍ୟ ବେଶ୍ ଉତ୍ସାହିତ ହୋଇ…
Read More...

ବରୁଣ ଧାୱନଙ୍କୁ ପ୍ରଶଂସକ ଦେଲେ ଆତ୍ମହତ୍ୟା ଧମକ ! ଅଭିନେତା ଅଡ଼ୁଆରେ, ପୋଲିସରେ କଲେ ଅଭିଯୋଗ

ବଲିଉଡ଼୍ ତାରକାଙ୍କର ଥାଆନ୍ତି ଅନେକ ପ୍ରଶଂସକ । ସେଥି ମଧ୍ୟରୁ କିଛି ପାଗଳ ପ୍ରଶଂସକ ଥାଆନ୍ତି, ଯେଉଁମାନେ ତାଙ୍କ ପ୍ରିୟ ଅଭିନେତା ଓ ଅଭିନେତ୍ରୀଙ୍କ ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ଥାଆନ୍ତି । ଆଉ ପ୍ରଶଂସକଙ୍କ ଏପରି କାରନାମା ଯୋଗୁଁ ତାରକା ମାନେ ଅଡ଼ୁଆରେ ପଡ଼ିଯାଆନ୍ତି । ତେବେ…
Read More...

ରିଲ୍ ଲାଇଫର‘ବାହୁବଲୀ’ଙ୍କ ବାପା ଗିରଫ ! ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ସିନେମା ‘ବାହୁବଲୀ’ର ଲୋକପ୍ରିୟତା ବିଷୟରେ ସମସ୍ତେ ଜାଣନ୍ତି । ବାହୁବଲୀର ଦୁଇଟି ଯାକ ଭାଗ ଲୋକଙ୍କୁ ବେଶ୍ ଆକର୍ଷିତ କରିଥିଲା ଓ ଅନେକ ରେକର୍ଡ଼ ମଧ୍ୟ ସୃଷ୍ଟି କରିଥିଲା । ଏହି ସିନେମା ଯୋଗୁଁ ଅନେକ କଳାକାର ବେଶ ଲୋକପ୍ରିୟ ହୋଇପାରିଥିଲେ । ତେବେ ବର୍ତ୍ତମାନ ଏହି ସିନେମାର ଜଣେ ଅଭିନେତା…
Read More...