ମୁଖ୍ୟମନ୍ତ୍ରୀ ଲିଖିତ ଉତର ପଢିବାକୁ ନେଇ ବିଧାନସଭାରେ ହଙ୍ଗାମା : ସ୍ୱାଧୀକାର ଭଙ୍ଗ ନୋଟିସ ଆଣିବାକୁ ଚାହୁଁଥିଲେ କଂଗ୍ରେସ ବିଧାୟକ ଦଳ ନେତା , ନୋଟିସ୍ ଆଣିବା ପାଇଁ ନରସିଂହ ମିଶ୍ରଙ୍କୁ ଅନୁମତି ଦେଲେନି ବାଚସ୍ପତି; ମନ୍ତ୍ରୀ ଚାହିଁଲେ ଡକ୍ୟୁମେଂଟ ପଢ଼ିପାରିବେ କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ

6