ପୁରୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ : ଅପରାହ୍ନରେ ମହାପ୍ରଭୁଙ୍କ କରିବେ ଦର୍ଶନ, ବଳିଆପଣ୍ଡାରେ ନିର୍ମାଣ ହେବାକୁ ଥିବା ଅତିଥି ଭବନର କରିବେ ଭିତି ପ୍ରସ୍ତର ସ୍ଥାପନ; କାଲି ନବୀନଙ୍କ ସହ ଦିଦିଙ୍କ ଆଲୋଚନା, ବିରୋଧୀ ସାମୁଖ୍ୟରେ ଯୋଗ ଦେବାକୁ କରିପାରନ୍ତି ଅପିଲ୍

6