ଦେଶ ଓ ରାଜ୍ୟରେ ସର୍ବକାଳିନ ଦୈନିକ ସଂକ୍ରମଣ : ୨୪ ଘଂଟାରେ ୨ଲକ୍ଷ ୭୩ ହଜାର ୮୧୦ ସଂକ୍ରମିତ ଚିହ୍ନଟ , ୧ହଜାର ୬୧୯ ଜଣଙ୍କ ମୃତ୍ୟୁ ; ସେପଟେ ରାଜ୍ୟରେ ଦିନକରେ ୪ ହଜାର ୪୪୫ ଆକ୍ରାନ୍ତ ଚିହ୍ନଟ, ୪ମୃତ; ବିରୋଧୀ ଦଳ ନେତା କରୋନା ସଂକ୍ରମିତ , ପୁରୀ ଶ୍ରୀମନ୍ଦିର ସେବା ସହ ଜଡିତ ୫୦ ଆକ୍ରାନ୍ତ ଚିହ୍ନଟ

9