ଭୁବନେଶ୍ୱରକୁ ସୁନ୍ଦର ରଖିବ ‘ଟିମ୍ ସାଇନ’। ଗଠନ ହେଲା ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ସ୍କ୍ୱାଡ । ଅଳିଆ ଆବର୍ଜନା କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ।

610

କନକ ବ୍ୟୁରୋ: ଭୁବନେଶ୍ୱରକୁ ସୁନ୍ଦର ରଖିବା ପାଇଁ ବିଏମସି ଗଠନ କରିଛି ଟିମ୍ ସାଇନ୍ । ଏଥିପାଇଁ ଗଠନ ହୋଇଛି ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ । ପ୍ରଥମ ପର୍ଯ୍ୟାୟରେ ୧୦ଟି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ କାମ କରିବ । ଅଳିଆ ଆବର୍ଜନା କଲେ ପ୍ରଥମେ ସଚେତନ କରାଯିବ । ଏହା ପରେ ବି ଅଳିଆ ଆବର୍ଜନା ପଡିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।