ଭୁବନେଶ୍ୱରର କପିଳେଶ୍ୱର ମନ୍ଦିର ଉନ୍ନତି ପ୍ରସଙ୍ଗ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ…

କନକ ବ୍ୟୁରୋ: ଭୁବନେଶ୍ୱରର କପିଳେଶ୍ୱର ମନ୍ଦିରର ଉନ୍ନତିକରଣକୁ ନେଇ କିଏ ନେବ ଶ୍ରେୟ? ତାକୁ ନେଇ ଆରମ୍ଭ ହୋଇଛି ରାଜନୀତି । କପିଳେଶ୍ୱର ମନ୍ଦିରର ସଂରକ୍ଷଣ ଦାୟିତ୍ୱ ଏଏସଆଇକୁ ଦିଆଯିବା ନେଇ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିବା ପରେ ଟ୍ୱିଟ୍…

ନୀତିଶଙ୍କ ପରେ ଓଡ଼ିଶା ଆସିପାରନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ । ମୁଖ୍ୟମନ୍ତ୍ରୀଙ୍କ ସହ କରିପାରନ୍ତି…

କନକ ବ୍ୟୁରୋ: ମମତା ବାନାର୍ଜୀ, ନୀତିଶ କୁମାର ଓ ଷ୍ଟାଲିନ, ବିରୋଧୀ ମଞ୍ଚର ୩ ବରିଷ୍ଠ ନେତା । ଆଉ ଏହି ୩ ଜଣ ନେତା ଜାତୀୟ ରାଜନୀତିରେ ବିରୋଧୀ ଏକତାର ବଡ ନେତା । ୨୦୨୪ ନିର୍ବାଚନ ପାଖେଇ ଆସୁଥିବାରୁ ମୋଦୀଙ୍କୁ ଟକ୍କର ଦେବା ପାଇଁ ମହାମେଣ୍ଟର ମହା ଅଭିଯାନ ଆରମ୍ଭ ହୋଇଛି । ଏହି ମେଣ୍ଟରେ…

EXIT POLL LIVE: କର୍ଣ୍ଣାଟକରେ କିଏ ଗଢିବ ସରକାର ? କାହାର ହେବ କର୍ଣ୍ଣାଟକ? ଆସିଲା ବୁଥ୍ ବାହୁଡା ମତ…

କନକ ବ୍ୟୁରୋ: କର୍ଣ୍ଣାଟକରେ କିଏ ଗଢିବ ସରକାର ? କାହାର ହେବ କର୍ଣ୍ଣାଟକ? ବିଜେପି ପୁଣିଥରେ କ୍ଷମତା ଦଖଲ କରିବ? ନା, କଂଗ୍ରେସ ପୁଣି କମବ୍ୟାକ୍ କରିବ ସେନେଇ କର୍ଣ୍ଣାଟକରୁ ଆସିଛି ବୁଥ୍ ବାହୁଡା ମତ । ଗୋଟିଏ ପଟେ କିଛି ସର୍ଭେରେ କଂଗ୍ରେସକୁ ବହୁମତ ମିଳିବା ନେଇ ଅନୁମାନ…

ଦିନିକିଆ ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ସାମ୍ନାକୁ ଆସିଲା ମ୍ୟାଚର ତାରିଖ । ଏହି ତାରିଖରେ…

କନକ ବ୍ୟୁରୋ: ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ଭାରତରେ ଆୟୋଜିତ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ୍ । ୨୦୧୧ ମସିହା ପରେ ପ୍ରଥମ ଥର ପାଇଁ ଘରୋଇ ମାଟିରେ ଦିନିକିଆ ବିଶ୍ୱକପ୍ ଖେଳିବ ଟିମ୍ ଇଣ୍ଡିଆ । ତେବେ ବର୍ତ୍ତମାନ ଏହି ବିଶ୍ୱକପକୁ ନେଇ ଆସିଛି ଇଙ୍ଗ ଖବର । ଜାତୀୟ ଗଣମାଧ୍ୟମର ରିପୋର୍ଟ…

କେହି କାହାକୁ ପାଟି ଖୋଲି ପ୍ରେମ ଇଜହାର୍ କରିନାହାଁନ୍ତି । ଓଠ ଖୋଲି ପ୍ରେମ ଜତେଇ ନାହାଁନ୍ତି । ହାତର ଠାରରୁ ଆରମ୍ଭ…

କନକ ବ୍ୟୁରୋ: କୁହନ୍ତି, ପ୍ରେମକୁ କାଳେ ଶବ୍ଦରେ ବର୍ଣ୍ଣନା କରିହୁଏନା । ସଚ୍ଚା ପ୍ରେମକୁ ପରିପ୍ରକାଶ କରିବାକୁ ଶବ୍ଦର ଲୋଡା ବି ପଡେନା । ଇଏ ହେଉଛି ସେମିତି ଗୋଟେ ପ୍ରେମ । ଆଉ ଏମାନେ ହେଉଛନ୍ତି ସେଇ ନୀରବ ପ୍ରେମର ଦୁଇ ନୀରବ ପ୍ରେମ ପକ୍ଷୀ । ଶୁଭଶ୍ରୀ ଆଉ ସୌମ୍ୟରଞ୍ଜନ । କିଏ କାହାକୁ…

ଆମେରିକାରେ ସବୁଠୁ ବଡ଼ ହିନ୍ଦୁ ମନ୍ଦିରକୁ ଚିକାଗୋର କନସୁଲେଟ ଜେନେରାଲଙ୍କ ପରିଦର୍ଶନ

କନକ ବ୍ୟୁରୋ: ଆମେରିକାର ମିନିଆପଲିସ ସ୍ଥିତ ଦେଶର ସବୁଠାରୁ ବଡ଼ ହିନ୍ଦୁ ମନ୍ଦିରକୁ ଚିକାଗୋର କନସୁଲେଟ ଜେନେରାଲ ପରିଦର୍ଶନ କରିଥିଲେ । କନସୁଲେଟ ଜେନେରାଲ ସୋମନାଥ ଘୋଷ ଏବଂ ବରିଷ୍ଠ କର୍ମକର୍ତା ମାନଙ୍କୁ ଡକ୍ତର ଦାସ ଫାଉଣ୍ଡେସନର ମୁଖ୍ୟ ଡକ୍ଟର ସୀତକଣ୍ଠ ଦାସ ଆମନ୍ତ୍ରଣ କରିଥିଲେ ଏବଂ ମନ୍ଦିର…