ଶିମିଳିପାଳ ଅଭୟାରଣ୍ୟରେ ପୁଣି ଫୁଟିଲା ଗୁଳି । ଜଙ୍ଗଲ ଭିତରକୁ ଯାଇଥିବାବେଳେ ଗୁଳିମାଡରେ ଯୁବକଙ୍କ ମୃତ୍ୟୁ ।

କନକ ବ୍ୟୁରୋ: ଶିମିଳିପାଳରେ ପୁଣି ଫୁଟିଲା ଗୁଳି । ଅଭୟାରଣ୍ୟରେ ଗୁଳିମାଡରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି । ବାଙ୍ଗିରିପୋଷି ଥାନା ତାଳବନ୍ଧ ରେଞ୍ଜରେ ଏହି ଘଟଣା ଘଟିଛି । ମୃତ ଯୁବକ ହେଉଛନ୍ତି ବୁରୁଡି ଗାଁର ଜଗନ୍ନାଥ ହେମ୍ବ୍ରମ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତେଜନା ପ୍ରକାଶ ପାଇଛି…

ଓଡିଆ ପୁଅ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ବଡ ଦାୟିତ୍ୱ । ବିଶ୍ୱ ପାଣିପାଗ ସଙ୍ଗଠନର ଉପାଧ୍ୟକ୍ଷ ଭାବେ ହେଲେ ନିର୍ବାଚିତ ।

କନକ ବ୍ୟୁରୋ: ଓଡିଆ ପୁଅଙ୍କୁ ବଡ ଦାୟିତ୍ୱ । ଆଇଏମଡିର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ମିଳିଛି ବଡ ଦାୟିତ୍ୱ । ବିଶ୍ୱ ପାଣିପାଗ ସଙ୍ଗଠନର ଉପାଧ୍ୟକ୍ଷ ଭାବେ ସେ ନିର୍ବାଚିତ ହୋଇଛନ୍ତି । ଏନେଇ ବିଶ୍ୱ ପାଣିପାଗ ସଙ୍ଗଠନ ତରଫରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ତେବେ ବର୍ତ୍ତମାନ…

ଅର୍ଥନୀତିରେ ଆଗକୁ ବଢୁଛି ଦେଶ । ଅଭିବୃଦ୍ଧି ହାରରେ ସମସ୍ତଙ୍କୁ ପଛରେ ପକାଇଲା ଭାରତ

କନକ ବ୍ୟୁରୋ: ବିଶ୍ୱ ଅର୍ଥନୀତିର ଅବସ୍ଥା ଭଲ ନଥିବାବେଳେ ଭାରତ ପାଇଁ ଆସିଛି ଖୁସିର ଖବର । ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବେ ଆଗରେ ରହିଛି ଭାରତ । ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିଛି । ଭାରତ ପାଇଁ ଏହା ଶୁଭ ଖବର ବୋଲି ଅର୍ଥନୀତି ବିଶେଷଜ୍ଞ…

ଦୁବାଇ ପରେ ସିଙ୍ଗାପୁର । ଭୁବନେଶ୍ୱରରୁ ସିଧାସଳଖ ଉଡିବ ବିମାନ ।

କନକ ବ୍ୟୁରୋ: ବୈଷୟିକ ଜ୍ଞାନ କୌଶଳ ଦୃଷ୍ଟିରୁ ବିକଶିତ, ସିଙ୍ଗାପୁର ସହ ଓଡିଶାର ସମ୍ପର୍କ ବଢ଼ାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହି କ୍ରମରେ ଆସନ୍ତା ଶନିବାର ଭୁବନେଶ୍ୱରରୁ ସିଙ୍ଗାପୁରକୁ ସିଧାସଳଖ ବିମାନ ଚଳାଚଳ କରିବ । ଯାହା ଫଳରେ ଓଡିଶାବାସୀ ସିଧାସଳଖ ସିଙ୍ଗାପୁରକୁ ଯାଇ,…

ରାଜଧାନୀରେ ରହିପାରିବେନି ନିଶା ବେପାରୀ । ନିଶା ବିକ୍ରି କଲେ ୬ ମାସ ପାଇଁ ହେବେ ତଡ଼ିପାର

କନକ ବ୍ୟୁରୋ: ରାଜଧାନୀରେ ଦିନକୁ ଦିନ ବଢ଼ି ଚାଲିଛି ନିଶା ବେପାରୀଙ୍କ ସଂଖ୍ୟା । କିନ୍ତୁ ଏଣିକି ଆଉ ରାଜଧାନୀରେ ରହିପାରିବେନି ନିଶା ବେପାରୀ । ନିଶା କାରବାର ବିରୋଧରେ କମିଶନରେଟ୍ ପୋଲିସର ଜିରୋ ଟଲରାନ୍ସ ନୀତି ଆପଣାଇଛି । ନିଶା ବିକ୍ରି କଲେ ୬ ମାସ ପାଇଁ ତଡ଼ିପାର ହେବେ । ଏପରିକି ନିଶା…

ବସ୍ତିରୁ ବାହାରିଲେ ଟପ୍ପର । ଯୁକ୍ତ ୨ ବିଜ୍ଞାନରେ ଭୁବନେଶ୍ୱର ଟପ୍ପର ହେଲେ ବର୍ଷାରାଣୀ ସ୍ୱାଇଁ । ସେପଟେ ପାଠ ପଢିବା…

କନକ ବ୍ୟୁରୋ: ଯେତେବେଳେ ବହୁ ପିଲା ପଢ଼ିବା ପାଇଁ ସବୁ ସୁବିଧା ସୁଯୋଗ ପାଇବା ସତ୍ୱେ ବି ପରୀକ୍ଷାରେ ଭଲ କରିପାରନ୍ତି ନାହିଁ । ସେତିକିବେଳେ ଏମିତି ବି କିଛି ପିଲା ଅଛନ୍ତି, ଯେଉଁମାନେ ସବୁ ଅଭାବ ଅସୁବିଧା ସତ୍ୱେ ବି ପରୀକ୍ଷାରେ ଭଲ କରନ୍ତି, ଆଉ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜନ୍ତି ।…