କୋରାପୁଟରେ କାଶ୍ମୀରର ଭ୍ରମ । ବୋରିଗୁମ୍ମାରେ କୁଆପଥର ବର୍ଷା ଯୋଗୁଁ ଚାରିଆଡେ ଧଳା ଚାଦରର ଆସ୍ତରଣ ।

କନକ ବ୍ୟୁରୋ: କୋରାପୁଟରେ କାଶ୍ମୀରର ଭ୍ରମ । ସାରା ରାଜ୍ୟରେ ପାଗ ବଦଳୁଥିବା ବେଳେ କୁଆପଥର ବର୍ଷା, ବିଜୁଳି, ଘଡଘଡି ନେଇ ପାଣିପାଗ ବିଭାଗ ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଥିଲା । ଏହାରି ଭିତରେ କୋରାପୁଟରେ କୁଆପଥର ବର୍ଷା ହୋଇଛି । ଆଉ ବର୍ଷା ପରେ ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା…

ଅକ୍ଷୟ ତୃତୀୟାରେ ସୁନା ଦୋକାନରେ ଭିଡ । ଜାଣନ୍ତୁ, ଅକ୍ଷୟ ତୃତୀୟାରେ କାହିଁକି କିଣାଯାଏ ସୁନା?

କନକ ବ୍ୟୁରୋ: ପବିତ୍ର ଅକ୍ଷୟ ତୃତୀୟାରେ ରଥ ଅନୁକୂଳ ସହ ଅଖିମୁଠି ଅନୁକୂଳ ହୋଇଥାଏ । ଏହି ଦିନ ଯେକୌଣସି ଧାତୁ କିଣିଲେ ଘରକୁ ସୁଖ ସମୃଦ୍ଧି ଆଣିଥାଏ ବୋଲି ବିଶ୍ୱାସ ରହିଛି । ଏହିଦିନ ଓଡିଆ ଘରର ଲୋକେ ସୁନା କିଣିବାକୁ ପସନ୍ଦ କରିଥାନ୍ତି । କରୋନା ପରେ ସବୁ ସ୍ୱାଭାବିକ ହୋଇଥିବାରୁ ଅକ୍ଷୟ…

ରାଜନଗରରୁ ଆସିଲା ସଂଘର୍ଷର କରୁଣ କାହାଣୀ । ଭତ୍ତା ଟଙ୍କା ପାଇବା ପାଇଁ ଦହଗଞ୍ଜ ହେଲେ ହିତାଧିକାରୀ

କନକ ବ୍ୟୁରୋ: ଭତ୍ତା ଟଙ୍କା ପାଇଁ କିପରି ବୃଦ୍ଧ ବୃଦ୍ଧାଙ୍କ ଜୀବନ ବାଜିରେ ଲାଗୁଛି, ତାହାର ଚିତ୍ର ଏବେ ସାମ୍ନାକୁ ଆସିଛି । ଗତ ଦୁଇଦିନ ତଳେ ନବରଙ୍ଗପୁରର ବୃଦ୍ଧା ସୂର୍ଯ୍ୟ ହରିଜନ କିଭଳି ଭତ୍ତା ଟଙ୍କା ପାଇଁ ସଂଘର୍ଷ କରୁଛନ୍ତି, ତାହାର ଚିତ୍ର ସାମ୍ନାକୁ ଆସିଥିଲା । ଏବେ ସେହିପରି…

ଧରାପଡ଼ିଲା ପଳାତକ ଅମ୍ରିତପାଲ ସିଂ । ୩୬ ଦିନର ଲୁଚକାଳି ଖେଳ ପରେ ମୋଗା ଅଞ୍ଚଳରୁ ଗିରଫ କଲା ପଞ୍ଜାବ ପୋଲିସ ।

କନକ ବ୍ୟୁରୋ: ପଳାତକ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂ ଶେଷରେ ଧରାପଡିଛି । ଆତ୍ମସମର୍ପଣ କରିବା ପରେ ଅମୃତପାଲଙ୍କୁ ଗିରଫ କରାଯାଇଛି । ଗତ ମାର୍ଚ୍ଚ ୧୮ ତାରିଖରୁ ସେ ଫେରାର ଥିଲା । ବିଳମ୍ବିତ ରାତିରେ ପଞ୍ଜାବର ମୋଗା ପୁଲିସ ପାଖରେ ଆତ୍ମସପର୍ମଣ କରିଛି । ପରେ ତାଙ୍କୁ ଗିରଫ କରି ପଚରାଉଚରା…

ବଦଳୁଛି ଦୁନିଆ, ବଦଳୁଛି ଜୀବନ ଧାରା । ଖୋର୍ଦ୍ଧା ଗାମୁଛାରେ ପ୍ରସ୍ତୁତ ହେଲା ବ୍ଲେଜର । ଆଗକୁ ଆକାଶରେ ଉଡିବ କାର ।

କନକ ବ୍ୟୁରୋ: ଦକ୍ଷତା ଗଢିବ ଭବିଷ୍ୟତ । ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍ର ପ୍ରଦର୍ଶନୀରେ କିଛି ଏଭଳି ଝଲକ ଦେଖିବାକୁ ମିଳିଛି । ପ୍ରଦର୍ଶନୀରେ ପ୍ରସ୍ତୁତ ହୋଇଛି ଖୋର୍ଦ୍ଧା ଗାମୁଛାରେ ବ୍ଲେଜର । ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଏଆଇ, ଅଟୋମେସନ ଉପରେ ଆରମ୍ଭ ହୋଇଛି କର୍ମାଶାଳା । ଭାରତ ସମେତ…

ସୁଧୁରୁଛି ସମ୍ବଲପୁରର ସ୍ଥିତି, କୋହଳ ହେଉଛି କଟକଣା । ୧୧ ଦିନ ପରେ ଫେରିଲା ମୋବାଇଲ୍ ଇଣ୍ଟରନେଟ୍ ସେବା ।

କନକ ବ୍ୟୁରୋ: ଆଜିର ଦିନରେ ମୋବାଇଲ ନିହାତି ଜରୁରୀ ସାମଗ୍ରୀ ଭିତରୁ ଗୋଟିଏ । ସେ ଶିକ୍ଷକ ହୁଅନ୍ତୁ କି ଛାତ୍ର, ଗ୍ରାହକ ହୁଅନ୍ତୁ କି ବ୍ୟବସାୟୀ । ମୋବାଇଲ ଉପରେ ନିର୍ଭରଶୀଳ ହୋଇପଡିଥିବା ମଣିଷଙ୍କ ପାଇଁ ୧୧ ଦିନ କାଳ ମୋବାଇଲ ଇଣ୍ଟରନେଟ ବନ୍ଦ କରିଦିଆଗଲେ କେତେ ଯେ ଅସୁବିଧା ହୁଏ । ଏହା…