କରୋନା କାଳରେ ବଢିଛି ମାନସିକ ରୋଗୀଙ୍କ ସଂଖ୍ୟା । ମାନସିକ ଚାପରୁ ମୁକ୍ତି ପାଇଁ ଓଡ଼ିଶା ସରକାର ନେଇଥିବା ପଦକ୍ଷେପକୁ…

କନକ ବ୍ୟୁରୋ: କରୋନା କାଳରେ ମାନସିକ ଚାପରୁ ମୁକ୍ତି ଦେବା ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପକୁ କେନ୍ଦ୍ରର ପ୍ରଶଂସା । ଏପରିକି ଓଡିଶା ସରକାରଙ୍କୁ ପୁରସ୍କୃତ କରିଛି କେନ୍ଦ୍ର । ମହାମାରୀ ସମୟରେ ମାନସିକ ଚାପ ବହୁତ ବଢିଯାଇଛି । ମୃତ୍ୟୁ, ମୃତ୍ୟୁର ଭୟ, ରୋଗର ଭୟ ଓ କରୋନା କାଳରେ…

ଭୁବନେଶ୍ୱରରେ ଚାଞ୍ଚଲ୍ୟ । ପାତ୍ରପଡ଼ାର ଏକ ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର । ହତ୍ୟା କରାଯାଇଥିବା ସନ୍ଦେହ

କନକ ବ୍ୟୁରୋ: ଭୁବନେଶ୍ୱରରେ ଚାଞ୍ଚଲ୍ୟ । ପାତ୍ରପଡ଼ା ନିକଟସ୍ଥ ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏନେଇ ସ୍ଥାନୀୟ ପୋଲିସ ଏବଂ କମିଶନରେଟ୍ ପୋଲିସ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଛି । ମୃତକ ଜଣକ ବରିଷ୍ଠ ସାମ୍ବାଦିକ…

ଯେପର୍ଯ୍ୟନ୍ତ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦେଇନାହାଁନ୍ତି, ସେପର୍ଯ୍ୟନ୍ତ ଲଢିବୁ : ପ୍ରିୟଙ୍କା ଗାନ୍ଧୀ

କନକ ବ୍ୟୁରୋ: “ଆମେ କଂଗ୍ରେସ କାର୍ଯ୍ୟକର୍ତ୍ତ, ଦେଶକୁ ସ୍ୱାଧୀନ କରିବାକୁ ଲଢେଇ ଲଢିଛୁ । ଆମକୁ କେହି ବି ଚୁପ୍ କରିପାରିବେ ନାହିଁ । କେହି ବି ଆମର ରାସ୍ତା ରୋକିପାରିବ ନାହିଁ । ଯେବେଠୁ ଏହି ସରକାର ଆସିଛି ସେବେଠୁ ଆପଣଙ୍କ ଜୀବନରେ ପରିବର୍ତ୍ତନ ଆସିଛି କି? ଯଦି ଆପଣଙ୍କ ଜବାବ ନାଁ, ତେବେ…

ଦିଲ୍ଲୀ ବିପକ୍ଷରେ ବଦଳିପାରେ ଧୋନୀଙ୍କ ବ୍ୟାଟିଂ ଅର୍ଡର । ପୂର୍ବ କ୍ରିକେଟର କହିଲେ ଏମିତି କଥା…

କନକ ବ୍ୟୁରୋ: ଆଜି ଆଇପିଏଲର ପ୍ରଥମ କ୍ୱାଲିଫାୟାର୍ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍ । ଏହି ମ୍ୟାଚ୍ ଦୁଇ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ , କାହିଁକି ନା ଏହି ମ୍ୟାଚରେ ବିଜୟ ଗୋଟିଏ ଦଳକୁ ଫାଇନାଲ ଟିକେଟ୍ ଦେବ । ହେଲେ ଏହାପୂର୍ବରୁ…

‘ଯେଉଁମାନେ ଚାଷୀଙ୍କୁ ଚକଟି ପାରନ୍ତି, ସେମାନେ ସମ୍ବିଧାନକୁ ମଧ୍ୟ ଚକଟି ପାରିବେ’

କନକ ବ୍ୟୁରୋ: “ଯେଉଁ ଲୋକ ଶାସନରେ ଅଛନ୍ତି, ତାଙ୍କର କାରନାମା ଲଖୀମପୁର ଦେଖିଲା । ଯେଉଁଠି କୃଷକମାନଙ୍କ ଉପରେ ଟାୟାର ଚଢିଗଲା, କୃଷକମାନଙ୍କୁ ଚପେଇ ଦିଆଗଲା । ତେବେ ଲଖୀମପୁରରେ କୃଷକଙ୍କ ସହିତ ଆଇନ୍ କାନୁନକୁ ମଧ୍ୟ ଚାପି ଦିଆଗଲା । ଯେଉଁ ଲୋକ ଆଇନ୍ କାନୁନକୁ ଏମିତି ଚପେଇ ଦିଅନ୍ତି,…

ଦିଲ୍ଲୀରେ ନାହିଁ ବିଜୁଳି ସମସ୍ୟା । ବିନା କାରଣରେ ମିଛ ଖବର ଖେଳାଉଛନ୍ତି ମୁଖ୍ୟମନ୍ତ୍ରୀ: କେନ୍ଦ୍ର ଶକ୍ତିମନ୍ତ୍ରୀ

କନକ ବ୍ୟୁରୋ: ଦିଲ୍ଲୀରେ ବିଜୁଳି ସଙ୍କଟ ଦେଖାଯିବାକୁ ନେଇ ରବିବାର ମୁହଁ ଖୋଲିଛନ୍ତି କେନ୍ଦ୍ର ଶକ୍ତିମନ୍ତ୍ରୀ ଆର କେ ସିଂହ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜାଣିଶୁଣି ଲୋକଙ୍କ ଭିତରେ ଭ୍ରମ ଖେଳାଉଛନ୍ତି ବୋଲି ସେ କହିବା ସହିତ ଦିଲ୍ଲୀରେ କୌଣସି ବିଜୁଳି ସଙ୍କଟ ନାହିିଁ ଏବଂ…