ଆଜ୍ଞାମାଳ ଛୁଆଁଇ ଭୋଟରଙ୍କୁ ଶପଥ କରାଉଥିଲେ ରବି ନାରାୟଣ ନନ୍ଦ । ଭିଡିଓ ଜାରି କଲା କଂଗ୍ରେସ । ସଫେଇ ଦେଇ ରବି ନନ୍ଦ…

କନକ ବ୍ୟୁରୋ: ଭୋଟ୍ ହାତେଇବାକୁ ଜଗନ୍ନାଥଙ୍କ ଆଜ୍ଞାମାଳକୁ ଧରି ଶପଥ ପାଠ କରାଇଛନ୍ତି ପୂର୍ବତନ ମନ୍ତ୍ରୀ ରବି ନନ୍ଦ । ଏ ଅଭିଯୋଗ ଆଣି ଆଜି ରବି ନନ୍ଦଙ୍କ ବହିଷ୍କାର ଦାବି କରିଛି କଂଗ୍ରେସ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଧର୍ମନିରପେକ୍ଷତାର ନିର୍ମଳ…

ଚିନ୍ତା ବଢାଇଲା ‘ହୁ’ର ସତର୍କବାଣୀ । ଓମିକ୍ରନ ନୁହେଁ ଶେଷ ଭ୍ୟାରିଆଣ୍ଟ । ଆଗକୁ ରୂପ ବଦଳାଇ ଆସିପାରେ ନୂଆ ପ୍ରଜାତି

କନକ ବ୍ୟୁରୋ: ଦେଶରେ କରୋନାର ତୃତୀୟ ଲହର କମୁଛି । ଲୋକ ଆଶ୍ୱସ୍ତ ହେଉଛନ୍ତି । ଆଗାମୀ କିଛି ମାସ ଭିତରେ ପାଣ୍ଡେମିକ, ଏଣ୍ଡେମିକରେ ପରିଣତ ହୋଇଯିବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି । ହେଲେ ଏମିତି ସମୟରେ ଚିନ୍ତା ବଢାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସତର୍କ ବାଣୀ । ଆଗକୁ କରୋନାର ଯେଉଁ…

ଗରିବ ମୁଣ୍ଡକୁ ଛାତ, କିଏ କହୁଛି ସତ? ଆବାସ ପୋର୍ଟାଲ ପାଇଁ ପଲିଟିକ୍ସ !

କନକ ବ୍ୟୁରୋ: ଆବାସ ପୋର୍ଟାଲ ପଲିଟିକ୍ସର ବଲ୍ କେବେ ରାଜ୍ୟ କୋର୍ଟରେ ତ କେବେ କେନ୍ଦ୍ର କୋର୍ଟରେ । ପଞ୍ଚାୟତ ନିର୍ବାଚନ ବେଳେ ଆବାସ ପୋର୍ଟାଲ ଖୋଲିବାକୁ ଦାବି କରି ରାଜ୍ୟର ଶାସକ ଦଳ ବିଜେଡି କେନ୍ଦ୍ର ସରକାରକୁ ଟାର୍ଗେଟ କରିଥିଲା । ହେଲେ ଏବେ ଏହାର ଉତ୍ତର କେନ୍ଦ୍ରମନ୍ତ୍ରୀ ସଂସଦରେ…

ଦିଲ୍ଲୀ ଏମସରେ ଏବେ ରୋଗୀଙ୍କର ଭର୍ତ୍ତି ହେବା ପୂର୍ବରୁ କରାଯିବନି କୋଭିଡ୍ ଟେଷ୍ଟ । ସଂକ୍ରମଣ କମିବା ପରେ ନିଆଗଲା ବଡ…

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ଅବସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାରେ ଏବେ ରୋଗୀଙ୍କ ଭର୍ତ୍ତି ଓ ସର୍ଜରୀ ପୂର୍ବରୁ ହେବନି କୋଭିଡ ଟେଷ୍ଟ । ଏନେଇ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ତେବେ ରାଜଧାନୀ ଦିଲ୍ଲୀର ସଂକ୍ରମଣ ହ୍ରାସ ପାଉଥିବା ଦେଖି ଏଭଳି…

ପଞ୍ଚାୟତ ନିର୍ବାଚନ: ଘର ନଦେଲେ ଭୋଟ୍ ଦେବାକୁ ମନା କଲେ କୁନିଲତା । କହିଲେ, ଯିଏ ଘର ଦେବ ସେ ଭୋଟ୍ ପାଇବ ।  

କନକ ବ୍ୟୁରୋ: ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ସରଗରମ ହେବାରେ ଲାଗିଲାଣି । ନେତା ଆଉ ପ୍ରାର୍ଥୀ  ଭୋଟରଙ୍କ ମନ ଜିତିବା ପାଇଁ ପ୍ରତିଶ୍ରୁତିର ପାହାଡ ଠିଆ କରି ଦେଉଛନ୍ତି । କିନ୍ତୁ ଗତ ନିର୍ବାଚନ ମାନଙ୍କରେ ଦେଇଥିବା ପ୍ରତିଶ୍ରୁତି କେତେ କାର୍ଯ୍ୟକାରୀ ହୋଇଛି ଆଉ କେତେ…

ହିଜାବ ବିବାଦ: ବଡ ବେଞ୍ଚକୁ ମାମଲା ପଠାଇଲେ କର୍ଣ୍ଣାଟକ ହାଇକୋର୍ଟର ଜଣିକିଆ ଖଣ୍ଡପୀଠ 

କନକ ବ୍ୟୁରୋ: ହିଜାବ ବିବାଦକୁ ନେଇ ବୁଧବାର କର୍ଣ୍ଣାଟକ ହାଇକୋର୍ଟରେ ଶୁଣାଣି ହୋଇଛି । ତେବେ ଏହି ମାମଲାର ଶୁଣାଣି କରୁଥିବା ହାଇକୋର୍ଟ ଜଜ୍ ଜଷ୍ଟିସ୍ କୃଷ୍ଣା ଦିକ୍ଷିତ ମାମଲାକୁ ବଡ ବେଞ୍ଚକୁ ପଠାଇ ଦେଇଛନ୍ତି । ଜଷ୍ଟିସ୍ ଦିକ୍ଷିତ କହିଛନ୍ତି ଯେ, ଏହି ମାମଲାର ବିଚାର ଏବେ ବଡ ବେଞ୍ଚ କରିବ…