ଜଗନ୍ନାଥଙ୍କ ନାଁରେ ବିଜେଡି ରାଜନୀତି କରୁଥିବା ଅଭିଯୋଗ ଆଣିଲା କଂଗ୍ରେସ । ପ୍ରେସମିଟ୍ କରି ରବି ନାରାୟଣ ନନ୍ଦଙ୍କୁ କଲା…

କନକ ବ୍ୟୁରୋ: କୋରାପୁଟ ଜୟପୁରର ପୂର୍ବତନ ବିଧାୟକ ତଥା ବିଜେଡି ନେତା ରବି ନନ୍ଦଙ୍କୁ ଟାର୍ଗେଟ କଲା କଂଗ୍ରେସ । ଗୋଟିଏ ସଭାରେ ରବି ନନ୍ଦ ମହାପ୍ରଭୁ ଜଗନ୍ନାଥଙ୍କ ଆଜ୍ଞାମାଳ ଧରି ଭୋଟରଙ୍କୁ ବିଜେଡିକୁ ଭୋଟ୍ ଦେବା ପାଇଁ ଶପଥ କରାଉଥିବା ଅଭିଯୋଗ କରିଛି କଂଗ୍ରେସ । ରବି ନନ୍ଦ ଦୁଇ ଦିନ ତଳେ…

ହିଜାବ ବିବାଦ: ପ୍ରତିକ୍ରିୟା ପ୍ରକାଶ କଲେ ପାକିସ୍ତାନୀ ନେତା । ନୋବେଲ ବିଜୟୀ ମଲାଲା ୟୁସୁଫ୍ କଲେ ଟୁଇଟ୍ ।

କନକ ବ୍ୟୁରୋ: ହିଜାବ ବିବାଦକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । କର୍ଣ୍ଣାଟକର ଏକ ଶିକ୍ଷାନୁଷ୍ଠାନରେ ପ୍ରଥମେ ଏହାକୁ ନେଇ ବିବାଦ ଦେଖାଯିବା ପରେ, ସାରା ଦେଶରେ ଏବେ ଏହି ଘଟଣାକୁ ନେଇ ଏବେ ଅନେକ ମତ ପ୍ରକାଶ ପାଉଛି । ଖାଲି ସେତିକି ନୁହେଁ ସୋସିଆଲ୍ ମିଡିଆରେ ମଧ୍ୟ ଏକ ଭିଡିଓ ଖୁବ ଜୋରରେ…

ହିଜାବ ବିବାଦ: ବଡ ବୟାନ ରଖିଲେ କର୍ଣ୍ଣାଟକ ଶିକ୍ଷାମନ୍ତ୍ରୀ, ଇସଲାମିକ ସଂସ୍ଥା PFI ଉପରେ ଲାଗିପାରେ ବ୍ୟାନ୍

କନକ ବ୍ୟୁରୋ: ହିଜାବ ବିବାଦକୁ ସାରା ଦେଶରେ ଏବେ ଜୋରଦାର ଚର୍ଚ୍ଚା ହେଉଥିବାବେଳେ, ଏହାକୁ ନେଇ ଏବେ କର୍ଣ୍ଣାଟକର ଶିକ୍ଷାମନ୍ତ୍ରୀ ବିସି ନାଗେଶ ଏକ ବଡ ବୟାନ ଦେଇଛନ୍ତି । କର୍ଣ୍ଣାଟକର ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ, ଏହି ଘଟଣାରେ ଏବେ କ୍ୟାମ୍ପସ୍ ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ (ସିଏଫ୍ଆଇ)ର…

ଆଇପିଏଲ୍: ନୂଆ ନାଁ ଘୋଷଣା କଲା ଅହମ୍ମଦାବାଦ ଟିମ୍ । ଜାଣନ୍ତୁ, କଣ ରହିଲା ଦଳ ନୂଆ ନାଁ?

କନକ ବ୍ୟୁରୋ: ଆଇପିଏଲ ନୂଆ ଦଳ ଅହମ୍ମଦାବାଦ ଏବେ ନିଜର ନୂଆ ନାମ ଘୋଷଣା କରିଛି । ଆଇପିଏଲ୍ ୨୦୨୨ରେ ସାମିଲ ହେବାକୁ ଥିବା ଏହି ଫ୍ରାଞ୍ଚାଇଜ୍ ନିଜର ନାମ ରଖିଛି ଗୁଜରାଟ ଟାଇଟନ୍ସ । ତେବେ ଦଳ ପ୍ରଥମେ ନିଜର ନାଁ ଅହମ୍ମଦାବାଦ ଟାଇଟନ୍ସ ରଖିଥିଲା, ହେଲେ ଫ୍ୟାନ୍ସମାନେ ଏହାକୁ ନେଇ ଆପତ୍ତି…

ଦେଶରେ କମୁଛି କରୋନା ସଂକ୍ରମଣ । ପୁଣି ଟ୍ରାକକୁ ଫେରୁଛି ଜୀବନ. ୫ ରାଜ୍ୟରେ ଖୋଲିଲା ଶିକ୍ଷାନୁଷ୍ଠାନ

କନକ ବ୍ୟୁରୋ: ଦେଶରେ କମୁଛି କରୋନା ସଂକ୍ରମଣ । ମୃତ୍ୟୁସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି । କମୁଥିବା ସଂକ୍ରମଣକୁ ଦେଖି ଆଜିଠୁ ୫ଟି ରାଜ୍ୟରେ ଶିକ୍ଷାନୁଷ୍ଠାନ ଖୋଲିଛି । ସେପଟେ  ରାଜଧାନୀ ଦିଲ୍ଲୀରେ ସମସ୍ତ କର୍ମଚାରୀଙ୍କୁ ଅଫିସ ଆସିବାକୁ ମିଳିଲା ଅନୁମତି । ଅନ୍ୟପଟେ ୟୁରୋପୀୟ ଦେଶରେ…

ବେଜିଂରେ ପୁଣି ଉଠିଲା କଶ୍ମୀର ପ୍ରସଙ୍ଗ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଓ ଚୀନ ରାଷ୍ଟ୍ରପତିଙ୍କ ମିଳିତ ବିବୃତି ଜାରି

କନକ ବ୍ୟୁରୋ: ଚୀନରେ ପହଁଚି କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଫେବୃଆରୀ ୬ ତାରିଖରେ ଚୀନ ରାଷ୍ଟ୍ରପତି ସି-ଜିନ-ପିଙ୍ଗଙ୍କ ସହ ପାକିସ୍ତାନ ବୈଠକ କରିଛି । ଏହି ସମୟରେ ବେଜିଂରେ ବସି କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ।…