କିପରି ହୋଇଥିଲା ପଶ୍ଚିମବଙ୍ଗର ଶିକ୍ଷକ ନିଯୁକ୍ତି ଦୁର୍ନୀତି : କେମିତି ଜଣାପଡିଲା ଦୁର୍ନୀତି ? କେଉଁଠୁ ଆସିଲା ୨୦ କୋଟି…

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା, ଅଡୁଆରେ ଶାସକ ଦଳ ଟିଏମସି । ଏହି ମାମଲାରେ ଏବେର ଶିଳ୍ପ ମନ୍ତ୍ରୀ ତଥା ତକ୍ରାଳୀନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ ଅର୍ପିତା ମୂଖାର୍ଜୀ ଗିରଫ ହୋଇଛନ୍ତି । ଜାଣନ୍ତୁ କିପରି ହୋଇଥିଲା ପଶ୍ଚିମବଙ୍ଗର…

ପ୍ରକୃତିଙ୍କୁ ଟାର୍ଗେଟ କଲେ ବାବୁସାନଙ୍କ ଭଉଣୀ : କହିଲେ ପୂର୍ବରୁ ମନ୍ମଥ ମିଶ୍ରଙ୍କୁ ଘଟଣା ସମ୍ପର୍କରେ ଅବଗତ…

କନକ ବ୍ୟୁରୋ : ବାବୁସାନ ଓ ପ୍ରକୃତିଙ୍କୁ ନେଇ ମୁହଁ ଖୋଲିଲେ ବାବୁସାନଙ୍କ ଭଉଣୀ । ପ୍ରକୃତି ମିଶ୍ରଙ୍କୁ ଟାର୍ଗେଟ କରି କହିଲେ, ମୋ ଭାଇଠୁ ଦୂରେଇ ରୁହ । ମୋ ଭାଇ ବହୁତ ସରଳ ବିଶ୍ୱାସୀ । ସେ ଏବେ ବଦଳିଯାଇଛି । ପ୍ରକୃତି ମୋ ଭାଇର ସଂସାର ଭାଙ୍ଗିଛି । ପୂର୍ବରୁ ଏହି ଘଟଣାକୁ ନେଇ ଆମେ ମନ୍ମଥ…

ବାବୁସାନ ତୃପ୍ତିଙ୍କ ପାରିବାରିକ ଝଗଡ଼ା : ମୁହଁ ଖୋଲିଲେ ଅପରାଜିତା; କହିଲେ, ବାବୁକୁ ଫୋନରେ ଆସୁଥିଲା ଧମକ

କନକ ବ୍ୟୁରୋ : ବାବୁସାନ ତୃପ୍ତିଙ୍କ ପାରିବାରିକ ଝଗଡ଼ାକୁ ନେଇ ମୁହଁ ଖୋଲିଲେ ଅପରାଜିତା ମହାନ୍ତି । କହିଲେ ପୁଅ ଆଗରୁ ଏମିତି ନଥିଲା । କିଛି କୁସଙ୍ଗତରେ ପଡ଼ି ଖରାପ ବାଟକୁ ଚାଲିଯାଇଛି । ବାବୁକୁ ଫୋନରେ ଆସୁଥିଲା ଧମକ । ଘର ଓ ପରିବାରକୁ ଫେରି ଆସିବା ପାଇଁ କୋହଭରା କଣ୍ଠରେ କହିଲେ ଅପରାଜିତା…

ପ୍ରକୃତି ମିଶ୍ର ମୋ ଭାଇର ସଂସାର ଭାଙ୍ଗିଛି । ଭାଇଠୁ ଦୂରରେ ରହିବାକୁ ଅପିଲ୍ କଲେ ବାବୁସାନଙ୍କ ଭଉଣୀ

କନକ ବ୍ୟୁରୋ : ବାବୁସାନ୍ –ତୃପ୍ତି କଳିକୁ ନେଇ ବାବୁସାନଙ୍କ ଭଉଣୀଙ୍କ ପ୍ରତିକ୍ରିୟା । ପ୍ରକୃତି ମିଶ୍ରଙ୍କୁ ଟାର୍ଗେଟ କଲେ । କହିଲେ, ମୋ ଭାଇ ଏବେ ବହୁତ ବଦଳି ଯାଇଛି । ମୋ ଭାଇ ବହୁତ ସରଳ ବିଶ୍ୱାସୀ । ପ୍ରକୃତି ମିଶ୍ର ମୋ ଭାଇର ସଂସାର ଭାଙ୍ଗିଛି । ପୂର୍ବରୁ ଘଟଣାକୁ ନେଇ ମନ୍ନଥ ମିଶ୍ରଙ୍କ…

ବାବୁସାନ-ତୃପ୍ତି କଳି : କାନ୍ଦିଲେ ଅପରାଜିତା, କହିଲେ ଫେରିଆ ପୁଅ

କନକ ବ୍ୟୁରୋ : ବାବୁସାନ-ତୃପ୍ତି କଳିକୁ ନେଇ ଅପରାଜିତାଙ୍କ ପ୍ରତିକ୍ରିୟା । ବାବୁସାନ ବହୁତ ଭଲ ପିଲା ଓ ସ୍ନେହୀ । ଯିଏ ପ୍ରକୃତ ବନ୍ଧୁ ହୋଇଥିବ କାହାର ଅନିଷ୍ଟ କରିବନି । ଯାହାର ସ୍ୱାର୍ଥ ଥିବ ସେ ଅନିଷ୍ଟ ଚିନ୍ତା କରିବ । କୋଭିଡ୍ ସମୟରେ ଘରଠୁ ଦୂରେଇ ରହିଥିଲା । କୋଭିଡ୍ ବେଳେ ଖରାପ…

ତୃପ୍ତିଙ୍କ FIR ଆଧାରରେ ବାବୁସାନ ଓ ପ୍ରକୃତିଙ୍କୁ ନୋଟିସ୍ : ଓଡିଶା ଫେରିଲେ ତୁରନ୍ତ ଥାନାରେ ହାଜର ହେବାକୁ…

କନକ ବ୍ୟୁରୋ : ତୃପ୍ତିଙ୍କ ଏଫଆଇଆର ଆଧାରରେ ବାବୁସାନ ଓ ପ୍ରକୃତିଙ୍କୁ ନୋଟିସ୍ । ଓଡିଶା ଫେରିଲେ ତୁରନ୍ତ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ । ସତ୍ୟନଗର ଗେଷ୍ଟହାଉସ ଯାଇ ତଦନ୍ତ କଲା ଖାରବେଳନଗର ଥାନା ପୋଲିସ । ଘଟଣାସ୍ଥଳରେ ପ୍ରତ୍ୟେକ୍ଷଦର୍ଶୀଙ୍କୁ ପୋଲିସ ପଚରାଉଚରା କରୁଛି । ଗତକାଲି ସକାଳେ…