ରାଜ୍ୟର କରୋନା ମିଟର : ଦିନକରେ ୧୦୧୧ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୨୩୯

କନକ ବ୍ୟୁରୋ : ରାଜ୍ୟର କରୋନା ମିଟର । ଗତ ୨୪ଘଣ୍ଟାରେ ୧୦୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ବର୍ଷରୁ କମ୍ ବର୍ଷ ବର୍ଗର ୧୩୦ ଜଣ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୫୯୧ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୨୦ ଚିହ୍ନଟ । ଖୋର୍ଦ୍ଧାରୁ ସର୍ବାଧିକ ୨୩୯ ଆକ୍ରାନ୍ତ ଚିହ୍ନଟ ।…

ଇତିହାସ ରଚିଲେ ଗୋଲଡେନ୍ ବୟ ନୀରଜ ଚୋପ୍ରା । ୱାଲ୍ଡ ଆଥଲେଟିକ୍ସ ଚାମ୍ପିଅନସିପରେ ଜିତିଲେ ରୌପ୍ୟ ପଦକ

ଇତିହାସ ରଚିଲେ ଗୋଲଡେନ୍ ବୟ ନୀରଜ ଚୋପ୍ରା । ୱାଲ୍ଡ ଆଥଲେଟିକ୍ସ ଚାମ୍ପିଅନ୍ସିପରେ ଜିତିଲେ ରୌପ୍ୟ ପଦକ । ନୀରଜ ଚୋପ୍ରା ୮୮ ଦଶମିକ ୧୩ ମିଟର ଜାଭଲିନ୍ ଥ୍ରୋ କରି ରୌପ୍ୟ ପଦକ ଜିତିଛନ୍ତି । ବିଶ୍ୱର ଏକ ନମ୍ବର ପିଟର୍ସ ୯୦ ଦଶମିକ ୫୪ ମିଟର ଥ୍ରୋ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପ୍ରଥମରୁ…

ଡାକ୍ତରଙ୍କ ନାଁରେ ସଙ୍ଗୀନ ଅଭିଯୋଗ : ଲଣ୍ଡା କଲେ ହେଲେ କଲେନି ଅସ୍ତ୍ରୋପଚାର; ୨୫ ହଜାର ଟଙ୍କା ଲାଞ୍ଚ ନଦେବାରୁ…

କନକ ବ୍ୟୁରୋ : ମୁଣ୍ଡରେ ଅସ୍ତ୍ରୋପଚାର ପାଇଁ ପ୍ରଥମେ ଲଣ୍ଡା କରାଗଲା । ପରେ ୨୫ ହଜାର ଟଙ୍କା ରୋଗୀଙ୍କ ପରିବାରକୁ ମାଗିଲେ । ଟଙ୍କା ନଦେଇପାରିବାରୁ ରୋଗୀଙ୍କୁ ଚିକିତ୍ସା ନକରି ହାର୍ଟ ପ୍ରୋବ୍ଲେମ୍ କହି ବ୍ରହ୍ମପୁର ହସ୍ପିଟାଲକୁ ରେଫର କରିଦେଇଥିବା ଅଭିଯୋଗ ହୋଇଛି । ସହିଦ ଲକ୍ଷ୍ମଣ ନାୟକ…

୪୧ କୋଟି କମିଯିବ ଭାରତର ଜନସଂଖ୍ୟା ! ଷ୍ଟାନଫୋର୍ଡ ଅଧ୍ୟୟନ, ଜନସଂଖ୍ୟା ସାନ୍ଦ୍ରତାରେ ଘଟିବ ଦ୍ରୁତ ପତନ

କନକ ବ୍ୟୁରୋ : ବିଶ୍ୱର ଦ୍ୱିତୀୟ ଜନସଂଖ୍ୟା ବୃହତମ ବିଶିଷ୍ଟ ଦେଶ ହେଉଛି ଭାରତ । ୨୦୨୩ ସୁଦ୍ଧା ଏହା ଚୀନକୁ ଟପି ଜନସଂଖ୍ୟାରେ ପ୍ରଥମ ଦେଶ ହେବ ବୋଲି ଜାତିସଂଘ ରିପୋର୍ଟରେ କୁହାଯାଇଥିଲା । ହେଲେ ଷ୍ଟାନଫୋର୍ଡ ଅଧ୍ୟୟନ ଅନୁସାରେ ଆସନ୍ତା ୭୮ ବର୍ଷ ଭିତରେ ଅର୍ଥାତ ୨୧ଶହ ମସିହା ସୁଦ୍ଧା ଭାରତର…

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ୧୪ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ…

କନକ ବ୍ୟୁରୋ : ଲଘୁଚାପ ପ୍ରଭାବ । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ୧୪ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଚେତାବନୀ ଦିଆଯାଇଛି । ଶନିବାର ଦିନ ଢେଙ୍କାନାଳ, କଟକ ଓ ଅନୁଗୁଳ ଆଦି ଜିଲ୍ଲାର…

ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ : ମ୍ୟାଚ୍ ଜିତି ଆଗୁଆ ସିରିଜ୍ କବଜା ଲକ୍ଷରେ ଟିମ୍ ଇଣ୍ଡିଆ

କନକ ବ୍ୟୁରୋ : ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ । ମ୍ୟାଚ୍ ଜିତି ଆଗୁଆ ସିରିଜ୍ କବ୍ଜା ଲକ୍ଷରେ ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚ୍ରେ ଭାରତକୁ ବିଜୟ ପାଇଁ ଜୋରଦାର ସଂଘର୍ଷ କରିବାକୁ ପଡିଥିଲା । ୩୦୮ ରନର ବିଶାଳ ସ୍କୋର କରିବା ସତ୍ୱେ ଭାରତ ମାତ୍ର ୩ ରନରେ ବିଜୟୀ ହୋଇଥିଲା । ସିରିଜ୍…