ନିର୍ବାଚନକୁ ନେଇ ଆରମ୍ଭ ହେଲା କାଉଣ୍ଟଡାଉନ । ହାତରେ ମାତ୍ର ମାସେ ସମୟ । ଦଳ ଦେଖାଉଛନ୍ତି ବଳ, ଜନତାଙ୍କ ଶରଣରେ…

କନକ ବ୍ୟୁରୋ: ଏବେ ନିର୍ବାଚନକୁ ନେଇ ମାହୋଲ ଗରମ । ସବୁଠି ରାଜନୀତିର ଚର୍ଚ୍ଚା । ଯେଉଁଠି ଦେଖିବେ ସେଠି ନେତା-ପ୍ରାର୍ଥୀ-ଟିକେଟକୁ ନେଇ ଚର୍ଚ୍ଚା ହେଉଥିବ ନିହାତି । ଚା ଖଟି, ବସଷ୍ଟାଣ୍ଡ, ପରିବା ମାର୍କେଟ, ଗାଁ ହାଟ, ସାହି ଛକ ସବୁଠି ଏବେ ରାଜନୀତି ଏକ ହଟ୍ ଟପିକ୍ । କାହାର ରାଜନୀତି ଉପରେ…

ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ ପଚାରିଲେ ପ୍ରଣବ: NH-55ରେ ୪୦୦ରୁ ଅଧିକ ଜୀବନ ଯାଇଛି କାହା ପାଇଁ…? ୧୦ ବର୍ଷ…

କନକ ବ୍ୟୁରୋ: ନିର୍ବାଚନୀ ମାହୋଲ ଭିତରେ ରାଜ୍ୟ ରାଜନୀତିକୁ ଆହୁରି ସରଗରମ କରିଛି ପ୍ରଣବଙ୍କ ପୋଷ୍ଟ । ସୋସିଆଲ ମିଡିଆ ଏକ୍ସରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରି ପୋଷ୍ଟ କରିଛନ୍ତି ପ୍ରଣବ । ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରଣବ-ଧର୍ମେନ୍ଦ୍ର ଦୁଇ ପ୍ରମୁଖ ଦଳ ବିଜେଡି- ବିଜେପିର…

ପ୍ରଚାର ପାଇଁ ନେତାଙ୍କ ନିଆରା ଅନ୍ଦାଜ । କିଏ ଖରାରେ ସିଝୁଛି, କିଏ ବର୍ଷାରେ ଭିଜୁଛି, କିଏ ପୁଣି ନାଚୁଛି…

କନକ ବ୍ୟୁରୋ: ନିର୍ବାଚନ ପାଖଉଛି, ନେତାଙ୍କ ପ୍ରଚାର ଜୋରଦାର ଚାଲିଛି । ଆଜିଠୁ ଆଉ ଠିକ୍ ୩୫ ଦିନ ପରେ ଓଡିଶାରେ ଆରମ୍ଭ ହେବ ଗଣତନ୍ତ୍ରର ସବୁଠାରୁ ମହାନପର୍ବ ନିର୍ବାଚନ । ଯେଉଁ ପର୍ବରେ ସାମିଲ ହୋଇ ୫ ବର୍ଷ ପାଇଁ ନେତା ବାଛିବେ ଜନତା । ନେତାଙ୍କ ଭାଗ୍ୟ ତିଆରିବେ ଜନତା । ଆଉ ୫ ବର୍ଷ ପାଇଁ ବି…

ବେଦାନ୍ତ ଲାଞ୍ଜିଗଡ଼ ଅଣସଂରକ୍ଷିତ ସମ୍ପ୍ରଦାୟର ବାଳିକାମାନଙ୍କୁ ନିଯୁକ୍ତି ପାଇଁ ‘ପ୍ରୋଜେକ୍ଟ ପଞ୍ଛି’ର ୨ୟ ପର୍ଯ୍ୟାୟ…

କନକ ବ୍ୟୁରୋ: ଭାରତର ସ୍ମେଲଟରଗ୍ରେଡ୍ ଆଲୁମିନା ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ଏକ ୟୁନିଟ୍, ଏହାର ଅନନ୍ୟ ନିଯୁକ୍ତି ଡ୍ରାଇଭ୍ 'ପ୍ରୋଜେକ୍ଟ ପଞ୍ଛି'ର ଦ୍ୱିତୀୟ ପର୍ୟ୍ୟାୟ ଆରମ୍ଭ କରିଛି ଏବଂ ଦେଶବ୍ୟାପୀ ଅଣସଂରକ୍ଷିତ ସମ୍ପ୍ରଦାୟର ୧୦୦୦ ବାଳିକାଙ୍କ ଜୀବନଧାରଣରେ ପରିବର୍ତ୍ତନ ଆଣିବାକୁ…

ଓଃ କି ଖରା ! ଆକାଶରୁ ବର୍ଷୁଛି ନିଆଁ । ଏସିଆର ୧୦ଟି ଉତ୍ତପ୍ତ ସହର ମଧ୍ୟରେ ଷଷ୍ଠ ସ୍ଥାନରେ ଭୁବନେଶ୍ୱର

କନକ ବ୍ୟୁରୋ: ଡରାଉଛି ରାଜଧାନୀର ତାତି । ଆଜି ଭୁବନେଶ୍ୱରରେ ପାରଦ ୪୩.୫ ଡିଗ୍ରୀ ରେକର୍ଡ କରାଯାଇଛି । ଏସିଆ ମହାଦେଶର ୧୦ଟି ଉତ୍ତପ୍ତ ସହର ମଧ୍ୟରେ ରହିଛି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର । ପ୍ରଥମ ତିନୋଟି ସ୍ଥାନରେ ମିଆଁମାରର ତିନୋଟି ସହର ଥିବା ବେଳେ ଭୁବନେଶ୍ୱରର ସ୍ଥାନ ୬ ନମ୍ବର ରହିଛି ।…

ଟିକେଟ୍ କଟିଲା, ବିଜେଡି ସହ ସମ୍ପର୍କ ତୁଟିଲା । ଦଳରୁ ଇସ୍ତଫା ଦେଲେ ବିଧାୟକ ରମେଶ ସାଏ ।

କନକ ବ୍ୟୁରୋ: ନିର୍ବାଚନ ଯେତେ ପାଖଉଛି ନେତାଙ୍କ ଦଳଡିଆଁ ସେତେ ଜୋରଦାର ହେଉଛି । ଜଣେ ପରେ ଜଣେ ନେତା ଦଳ ଡେଉଁଥିବା ବେଳେ ଏହି ପର୍ବରେ ଏବେ ସାମିଲ ହୋଇଛନ୍ତି ବିଧାୟକ ରମେଶ ସାଏ । ଦଳରୁ ଇସ୍ତଫା ଦେଇ ବିଜେଡିକୁ ବାଏବାଏ କରିଛନ୍ତି ରମେଶ । ତେବେ ଆଠମଲ୍ଲିକ ବିଧାୟକ ରମେଶ ସାଏ ଦଳୀୟ…