ଟିକେଟ୍ କଟିଲା, ବିଜେଡି ସହ ସମ୍ପର୍କ ତୁଟିଲା । ଦଳରୁ ଇସ୍ତଫା ଦେଲେ ବିଧାୟକ ରମେଶ ସାଏ ।

କନକ ବ୍ୟୁରୋ: ନିର୍ବାଚନ ଯେତେ ପାଖଉଛି ନେତାଙ୍କ ଦଳଡିଆଁ ସେତେ ଜୋରଦାର ହେଉଛି । ଜଣେ ପରେ ଜଣେ ନେତା ଦଳ ଡେଉଁଥିବା ବେଳେ ଏହି ପର୍ବରେ ଏବେ ସାମିଲ ହୋଇଛନ୍ତି ବିଧାୟକ ରମେଶ ସାଏ । ଦଳରୁ ଇସ୍ତଫା ଦେଇ ବିଜେଡିକୁ ବାଏବାଏ କରିଛନ୍ତି ରମେଶ । ତେବେ ଆଠମଲ୍ଲିକ ବିଧାୟକ ରମେଶ ସାଏ ଦଳୀୟ…

ରାଜନୀତିରେ ନିର୍ବାଚନୀ ଋତୁ: ପଲିଟିକ୍ସର ପାରଦ ୪୦ ଡିଗ୍ରୀ ପାର୍ । ଖରାକୁ ଖାତିର୍ ନକରି ନେତା କରୁଛନ୍ତି ଝାଳବୁହା…

କନକ ବ୍ୟୁରୋ: ମୁଣ୍ଡ ଉପରେ ଟାଇଁ ଟାଇଁ ଖରା । ଦିନର ବୟସ ଟିକେ ବଢିଲେ ଖରା ଏତେ ଟାଣ କରୁଛି ଯେ, ଆକାଶରୁ ନିଆଁହୁଳା ବର୍ଷିଲା ପରିକା ଲାଗୁଛି । ଦେହମୁହଁ ଝାଞ୍ଜିରେ ପୋଡି ଯାଉଛି, ମୁଣ୍ଡରୁ ଗମଗମ ଝାଳ ବୋହୁଛି । ତଥାପି ରୁମାଲରେ ଝାଳ ଟିକେ ପୋଛି ଦେଇ ପୁଣି ଉଦୁଉଦିଆ ଖରାବେଳଟାରେ ପ୍ରଚାର…

ବଲାଙ୍ଗୀର ଲୋକସଭା ଲଢେଇ: ମନୋଜ ମିଶ୍ରଙ୍କୁ ଯୋଦ୍ଧା ସଜାଇଲା କଂଗ୍ରେସ

କନକ ବ୍ୟୁରୋ: ୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ, ବ୍ରହ୍ମପୁର, କୋରାପୁଟ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବଲାଙ୍ଗୀର ଆସନ ସବୁଠୁ ଚର୍ଚ୍ଚାରେ ରହିଛି । କାରଣ ଏଥର ବଲାଙ୍ଗୀର ଲୋକସଭା ପାଇଁ…

ନୂଆପଡାରୁ ପିସିସି ସଭାପତି କଂଗ୍ରେସ ପ୍ରାର୍ଥୀ । ଶରତ ପଟ୍ଟନାୟକଙ୍କୁ ସିପାହୀ କଲା କଂଗ୍ରେସ ।

କନକ ବ୍ୟୁରୋ: ଘୋଷଣା ହେଲା କଂଗ୍ରେସର ପ୍ରାର୍ଥୀ ତାଲିକା । ବହୁ ଚର୍ଚ୍ଚା ଆଲୋଚନା ପରେ ଶେଷରେ କଂଗ୍ରେସ ଘୋଷଣା କରିଛି ତାର ଲୋକସଭା ଏବଂ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା । ଲୋକସଭା ପାଇଁ ୮ଟି ଆସନ ଏବଂ ବିଧାନସଭା ପାଇଁ ୪୯ଟି ଆସନରୁ ୪୭ ଆସନରେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ବାକି ୨…

ମୁଣ୍ଡଫଟା ଖରା, ଅସହ୍ୟ ତାତି । ଟକମକ ଫୁଟିଲା ଓଡିଶା । ୮ ସହରରେ ପାରଦ ୪୦ ଡିଗ୍ରୀ ପାର୍ ।

କନକ ବ୍ୟୁରୋ: ପୁଣି ଫୁଟିଲା ଓଡିଶା । ଟକମକ ଖରାରେ ସିଝିଛି ସାରା ଓଡିଶା । ଦିନର ତାପମାତ୍ରା ଏତେ ଅଧିକ ରହୁଛି ଯେ, ଘରୁ ବାହାରିବା ଏକ ପ୍ରକାର ମୁସକିଲ ହୋଇଯାଉଛି । ତେବେ ୨୪ ଘଣ୍ଟାର ପରେ ରାଜ୍ୟରେ ପୁଣି ବଢ଼ିଛି ତାତି । ଆଜି ୮ଟି ସହରରେ ୪୦ ଡ଼ିଗ୍ରୀ ଛୁଇଁଛି ପାରଦ । ତେବେ ଝାରସୁଗୁଡା…

ମିଶୁ ମିଶୁ ମିଳିଲା ମନ୍ମଥଙ୍କୁ ଟିକେଟ୍ । ମାତ୍ର ଅଢେଇ ଘଣ୍ଟାରେ ଟିକେଟ୍ ଉପହାର ଦେଇ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ…

କନକ ବ୍ୟୁରୋ: ଦିନ ପ୍ରାୟ ସାଢେ ୧୧ଟା ପାଖାପାଖି । ବିଶାଳ ସମାବେଶ କରି ନିଜ ସମର୍ଥକଙ୍କ ସହ ଶଙ୍ଖ ଭବନରେ ପହଞ୍ଚିଥିଲେ ସୁର ରାଉତରାୟଙ୍କ ସାନପୁଅ କ୍ୟାପଟେନ୍ ମନ୍ମଥ ରାଉତରାୟ । ବିଜେଡିରେ ମନ୍ମଥ ମିଶିବା ନେଇ ଆଗରୁ ଅନେକ ଚର୍ଚ୍ଚା ଆଲୋଚନା ଆଉ ସୁର-ମନ୍ମଥ ମଧ୍ୟରେ ରାଗ ଅଭିମାନର କଥା…