ନୀହାର କନ୍ୟା ସାହିତ୍ୟ ସଂସଦର ସପ୍ତବିଂଶ ବାର୍ଷିକ ଉତ୍ସବ: ଗାଁ ମଝିରେ କବିତା ପାଠ, ସାକ୍ଷୀ ରହିଲେ ବଣପାହାଡ…

କନକ ବ୍ୟୁରୋ: ସୋର ବ୍ଲକ ଅନ୍ତର୍ଗତ ଶିଙ୍ଗାଖୁଣ୍ଟା ପଞ୍ଚାୟତ ଅଧିନସ୍ଥ ନୂଆଗାଁରେ ନୀହାରକନ୍ୟା ସାହିତ୍ୟ ସଂସଦର ସପ୍ତବିଂଶ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଛି। ଉଦଘାଟନୀ ଉତ୍ସବରେ ପ୍ରଫେସର ଗଦାଧର ମିଶ୍ର ମୁଖ୍ୟ ଅତିଥି , ବିଶିଷ୍ଟ ସମାଲୋଚକ କବି ହିମାଂଶୁ ପରିଡ଼ା ମୁଖ୍ୟ ବକ୍ତା,…

ନକଲି ED ଅଫିସର କହି ଲୁଟୁଥିଲେ, STF ଦ୍ୱାରା ବନ୍ଧାହେଲେ । ୨ ଭାଇଙ୍କୁ ମହଙ୍ଗା ପଡିଲା ନକଲି ପରିଚୟ ଦେଇ ଠକିବା ।

କନକ ବ୍ୟୁରୋ: ବନ୍ଧା ହେଲେ ନକଲି ଇଡି ଅଫିସର । ଦୁଇ ଭାଇ ନକଲି ଇଡି ଅଫିସର ସାଜି ଲୋକଙ୍କ ଠାରୁ ଲୁଟ୍ କରୁଥିଲେ । ସେମାନଙ୍କ ନାଁରେ ଅଭିଯୋଗ ହେବା ପରେ ଦୁଇ ଭାଇଙ୍କୁ ଗିରଫ କରିଛି ଏସଟିଏଫ୍ । ଗିରଫ ୨ ଭାଇ ହେଉଛନ୍ତି, ଶଙ୍କର ମହାପାତ୍ର ଓ ତାରିଣୀସେନ୍ ମହାପାତ୍ର । ଢେଙ୍କାନାଳ ଜିଲ୍ଲାର…

ଭିଡ ଦେଉଥିଲା ଭାତ ପାଇଁ ରୋଜଗାର । ଏବେ ଖାଁଖାଁ ଧାରଣାସ୍ଥଳ, ଦିନ ସାରା ହେଉନାହିଁ ବେପାର…

କନକ ବ୍ୟୁରୋ: ଖାଁ ଖାଁ ଲୋୟର ପିଏମଜି । ଧାରଣାସ୍ଥଳରୁ କମିଲାଣି ଭିଡ । ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ଯେଝା ବାଟରେ ଯେଝେ ଫେରିଗଲେଣି । କିଛି ଦାବି ପୂର୍ଣ୍ଣ ହେଲା, କିଛି ପ୍ରତିବାଦ ପ୍ରତିବାଦରେ ହିଁ ରହିଗଲା । ଧାରଣାସ୍ଥଳରୁ ଗର୍ଜନର ସ୍ୱର ଆଉ କିଛି ମାସ ଯାଏ ଶୁଭିବନି ।…

ପୂରଣ ହେଲାନି ଦାବି, ଫେରିଗଲେ ଆନ୍ଦୋଳନକାରୀ । ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ଖାଁ ଖାଁ ଲୋୟର ପିଏମଜି ।

କନକ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ହେବା ସହ ଲାଗୁ ହୋଇସାରିଛି ଆଦର୍ଶ ଆଚରଣ ବିଧି । ଆଉ ଏହା ସହ ଲୋୟର ପିଏମଜି ବି ଶାନ୍ତ ପଡ଼ିଯାଇଛି । ଧାରଣା, ପ୍ରତିବାଦ ଓ ନାରାବାଜିରେ କମ୍ପୁଥିବା ଗାନ୍ଧୀମାର୍ଗରୁ ଭାଙ୍ଗୁଛି ଭିଡ । ବିଭିନ୍ନ ଦାବି ନେଇ ଲୋୟର ପିଏମଜିରେ ବସିଥିବା ଆନ୍ଦୋଳନକାରୀ ଘରକୁ…

ମିଟିଂରେ ହେବ କି ମେଣ୍ଟ ଚର୍ଚ୍ଚା ? ନବୀନ ନିବାସରେ ବିଜେଡିର ବୈଠକ । ପହଞ୍ଚୁଛନ୍ତି ଜଣେ ପରେ ଜଣେ ନେତା…

କନକ ବ୍ୟୁରୋ: ନବୀନ ନିବାସରେ ବୈଠକ । ଆଉ କିଛି ସମୟ ପରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ନବୀନ ନିବାସ ପହଞ୍ଚୁଛନ୍ତି ବରିଷ୍ଠ ନେତା । ବୈଠକ ପାଇଁ ଜଣେ ପରେ ଜଣେ ନେତା ଆସି ପହଞ୍ଚୁଛନ୍ତି । ନବୀନ ନିବାସରେ ପ୍ରଣବ ପ୍ରକାଶ ଦାସ, ସମ୍ବିତ ରାଉତରାୟ, ସ୍ନେହାଙ୍ଗିନୀ ଛୁରିଆ, ପ୍ରସନ୍ନ…

ବିବାହ ଶୋଭାଯାତ୍ରା ବେଳେ ଛୁରାମାଡ । ଜଣଙ୍କର ମୃତ୍ୟୁ । ୧୦ ଦିନ ତଳେ ହୋଇଥିଲା ବାହାଘର ।

କନକ ବ୍ୟୁରୋ: ଗାଁ ପାଲଟିଛି ପୋଲିସ ଛାଉଣୀ, ଉତ୍ୟକ୍ତ ଲୋକେ କରିଛନ୍ତି ବ୍ୟାପକ ପୋଡାଜଳା । ଦୋକାନ ପୋଡିଛି, ଘର ପୋଡିଛି ଓ ଗାଡି ପୋଡିଛି । ମୋହନା ଥାନା ଚନ୍ଦ୍ରଗିରି ଗାଁରେ ବିବାହ ଶୋଭାଯାତ୍ରା ଚାଲିଥିଲା ଆଉ ଏହି ସମୟରେ ଗାଁର ପ୍ରଶାନ୍ତ ପ୍ରଧାନଙ୍କୁ ଛୁରାମାଡ କରିଥିଲେ ଶ୍ରୀହରି ପ୍ରଧାନ ।…