ମୁଣ୍ଡଫଟା ଖରା, ଅସହ୍ୟ ତାତି । ଟକମକ ଫୁଟିଲା ଓଡିଶା । ୮ ସହରରେ ପାରଦ ୪୦ ଡିଗ୍ରୀ ପାର୍ ।

କନକ ବ୍ୟୁରୋ: ପୁଣି ଫୁଟିଲା ଓଡିଶା । ଟକମକ ଖରାରେ ସିଝିଛି ସାରା ଓଡିଶା । ଦିନର ତାପମାତ୍ରା ଏତେ ଅଧିକ ରହୁଛି ଯେ, ଘରୁ ବାହାରିବା ଏକ ପ୍ରକାର ମୁସକିଲ ହୋଇଯାଉଛି । ତେବେ ୨୪ ଘଣ୍ଟାର ପରେ ରାଜ୍ୟରେ ପୁଣି ବଢ଼ିଛି ତାତି । ଆଜି ୮ଟି ସହରରେ ୪୦ ଡ଼ିଗ୍ରୀ ଛୁଇଁଛି ପାରଦ । ତେବେ ଝାରସୁଗୁଡା…

ମିଶୁ ମିଶୁ ମିଳିଲା ମନ୍ମଥଙ୍କୁ ଟିକେଟ୍ । ମାତ୍ର ଅଢେଇ ଘଣ୍ଟାରେ ଟିକେଟ୍ ଉପହାର ଦେଇ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ…

କନକ ବ୍ୟୁରୋ: ଦିନ ପ୍ରାୟ ସାଢେ ୧୧ଟା ପାଖାପାଖି । ବିଶାଳ ସମାବେଶ କରି ନିଜ ସମର୍ଥକଙ୍କ ସହ ଶଙ୍ଖ ଭବନରେ ପହଞ୍ଚିଥିଲେ ସୁର ରାଉତରାୟଙ୍କ ସାନପୁଅ କ୍ୟାପଟେନ୍ ମନ୍ମଥ ରାଉତରାୟ । ବିଜେଡିରେ ମନ୍ମଥ ମିଶିବା ନେଇ ଆଗରୁ ଅନେକ ଚର୍ଚ୍ଚା ଆଲୋଚନା ଆଉ ସୁର-ମନ୍ମଥ ମଧ୍ୟରେ ରାଗ ଅଭିମାନର କଥା…

ବିଜେଡିରେ ମିଶିଲା ବେଳେ କାନ୍ଦି ପକାଇଲେ ଇରାନୀ ରାୟ । କହିଲେ, ବିଜେପିରେ ମୋତେ ନ୍ୟାୟ ମିଳିନି…

କନକ ବ୍ୟୁରୋ: ବିଜେଡିରେ ମିଶିଲେ ନୟାଗଡର ବିଜେପି ନେତ୍ରୀ ଇରାନୀ ରାୟ । ବିଜେପି ସହ ଦୀର୍ଘ ବର୍ଷର ସମ୍ପର୍କ ତୁଟାଇ ବିଜେଡିରେ ହେଲେ ସାମିଲ । ଶତାଧିକ ସମର୍ଥକଙ୍କ ସହ ଶଙ୍ଖ ଭବନରେ ବିଜେଡିର ହାତ ଧରିଛନ୍ତି ଇରାନୀ ରାୟ । ତେବେ ମିଶ୍ରଣ ପର୍ବରେ ଭାଷଣ ଦେଲା ବେଳେ କାନ୍ଦି ପକାଇଛନ୍ତି ଇରାନୀ…

ବିଜେପି ଛାଡି ବିଜେଡିରେ ମିଶିଲେ ଇରାନୀ ରାୟ । ନୟାଗଡ ରାଜନୀତିରେ ହଲଚଲ ।

କନକ ବ୍ୟୁରୋ: ନୟାଗଡ ବିଜେପିକୁ ଝଟକା । ବିଜେଡିରେ ଯୋଗଦେଲେ ଇରାନୀ ରାୟ । ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ଯୋଗଦେଲେ ଇରାନୀ । ଗତ କିଛି ଦିନ ତଳେ ବିଜେପି ଛାଡିଥିଲେ ଇରାନୀ । ୨୦୧୯ରେ ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ଇରାନୀ । ତେବେ ବିଜେଡିରେ…

କାହିଁକି ବିଜେଡି ଛାଡିଲେ ଭର୍ତ୍ତୃହରି ? କହିଲେ ସାଙ୍ଘାତିକ କାରଣ- ଦେଲେ ରାମାୟଣର ଉଦାହରଣ ?

କନକ ବ୍ୟୁରୋ: ଦୀର୍ଘ ବର୍ଷର ସମ୍ପର୍କ ତୁଟାଇ ବିଜେଡିରୁ ବିଦାୟ ନେଲେ ସାଂସଦ ଭର୍ତ୍ତୃହରି ମହତାବ । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଭର୍ତ୍ତୃହରି । ହଠାତ୍ ଏକ ପ୍ରେସମିଟ୍ କରି ବିଜେଡି ଛାଡିବା ନେଇ ଭର୍ତ୍ତୃହରି ସୂଚନା ଦେବା ପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ତେବେ…

ମେଣ୍ଟ ନେଇ ମନମୋହନଙ୍କ ପୋଷ୍ଟ । ରିପୋଷ୍ଟ କଲେ ଧର୍ମେନ୍ଦ୍ର ।

କନକ ବ୍ୟୁରୋ: ମେଣ୍ଟକୁ ନେଇ ଗତ କିଛି ଦିନ ଧରି ଲାଗି ରହିଥିବା ଚର୍ଚ୍ଚା ଏକ ପ୍ରକାର ଫର୍ଚ୍ଚା ହୋଇଛି । ବିଜେପି-ବିଜେଡି ଭିତରେ ମେଣ୍ଟ ହେବା ନେଇ ଯେଉଁ ଆଲୋଚନା ହେଉଥିଲା ତାହା ଏକ ପ୍ରକାରର ମଉଳିବାକୁ ବସିଛି ଏବଂ ଯେଉଁ ଦ୍ୱନ୍ଦ୍ୱ ଗଣମାଧ୍ୟମରେ ଉଠୁଥିଲା, ରାଜନୈତିକ ମହଲରେ ଗୁଞ୍ଜରଣ…