ନାଉଗାଁ ଦୁଷ୍କର୍ମ ପ୍ରସଙ୍ଗ: ଗୃହରେ ବିବୃତି ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ । କହିଲେ ଅଭିଯୁକ୍ତକୁ କରାଯାଇଛି ଗିରଫ, ଜବତ…

କନକ ବ୍ୟୁରୋ: ନାଉଗାଁ ପ୍ରସଙ୍ଗରେ କାଲି ବିରୋଧୀ ନାକେଦମ କରିବା ପରେ ଆଜି ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଜଗତସିଂହପୁର ନାଉଗାଁ ଦଳିତ ଯୁବତୀଙ୍କୁ ଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାରେ ବିଧାନସଭାରେ ବିବୃତି ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।…

ପ୍ରଦୂଷଣ ମୁକ୍ତ ଓଡିଶା ପାଇଁ ଓଡିଆ ପୁଅର ସଂକଳ୍ପ: ନିଜ ମାଟିରେ ତିଆରେ କଲେ ଇ-ବାଇକ୍ । ୩ ଘଣ୍ଟା ଚାର୍ଜ କଲେ ଗଡିବ ୮୦…

କନକ ବ୍ୟୁରୋ: କୁହାଯାଏ ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଆଉ ସେହି ଇଚ୍ଛା ସ୍ୱପ୍ନ ପୂରଣ କରିବାକୁ ପ୍ରେରଣା ଯୋଗାଏ, ସଫଳତାର ସିଢିରେ ଚଢାଏ । ନିଜ ଜେଜେ ଓ ବାପାଙ୍କ ପ୍ରେରଣା ସାଙ୍ଗକୁ କିଛି ନୂଆ କରିବାର ସ୍ୱପ୍ନ ନେଇ ଓଡିଶାରେ ଏବେ ଇଲେକ୍ଟ୍ରୋନିକ୍ସ ଗାଡି ଉତ୍ପାଦନ କରୁଛନ୍ତି ୨୨ ବର୍ଷୀୟ…

ଚେନ୍ନାଇରେ ବି ପିଆଜ ଚଡକ: ଓଡିଶା ଭଳି ଚେନ୍ନାଇବାସୀଙ୍କୁ କନ୍ଦାଉଛି ପିଆଜ । କିଲେ ପିଆଜକୁ ୧୨୦ ଟଙ୍କା

କନକ ବ୍ୟୁରୋ: ଚେନ୍ନାଇରେ ବି ପିଆଜ ଚିନ୍ତା । ଓଡିଶା ଭଳି ଚେନ୍ନାଇରେ ବି ହୁହୁ ହୋଇ ବଢୁଛି ପିଆଜ ଦର । ଚେନ୍ନାଇ ବଜାରରେ ପିଆଜ ଦର ଆକାଶ ଛୁଆଁ ଥିବାରୁ ଚିନ୍ତାରେ ଖାଉଟି । ତେବେ ସବୁଠାରୁ ବଡ କଥା ହେଉଛି ଦୀର୍ଘ ୮ ବର୍ଷ ହେବ ଚେନ୍ନାଇରେ ଯାହା ହୋଇ ନଥିଲା ତାହା ଚଳିତ ବର୍ଷ ହୋଇଛି । ଆଉ ଏ…

ଝାଡଖଣ୍ଡ ସଭାରେ କଂଗ୍ରେସକୁ ଝାଡିଲେ ମୋଦି: କହିଲେ ଅଯୋଧ୍ୟା ବିବାଦକୁ ଜାଣିଶୁଣି ସମାଧାନ କରୁନଥିଲା କଂଗ୍ରେସ ।…

କନକ ବ୍ୟୁରୋ: ଅଯୋଧ୍ୟା ଜମି ବିବାଦ ପ୍ରସଙ୍ଗରେ ପୁଣିଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି, ବହୁବର୍ଷ ପୂର୍ବରୁ କଂଗ୍ରେସ ଅଯୋଧ୍ୟା ଜମି ବିବାଦର ସମାଧାନ କରିପାରିଥାନ୍ତା । କିନ୍ତୁ କଂଗ୍ରେସ ଏହା କରିନାହିଁ । ଭୋଟ ବ୍ୟାଙ୍କ ରାଜନୀତିକୁ…

ମୁଁ ଶପଥ କରି କହୁଛି… ବିଜେପି ବିରୋଧରେ ଶପଥ ନେଲେ ୧୬୨ ବିଧାୟକ । ହାୟତ ହୋଟେଲରେ ହାତ ଧରାଧରି ହେଲେ…

କନକ ବ୍ୟୁରୋ: ମହାରାଷ୍ଟ୍ରରେ ସରିନି ମହାଭାରତ । ସଞ୍ଜ ନଇଁବା କ୍ଷଣି ‘ମହା’ ନାଟକରେ ଆସିଛି ନୂଆ ମୋଡ । ‘ମହା’ ରାଜନୀତିରେ ଦେଖିବାକୁ ମିଳିଛି ରୋଚକ ଚିତ୍ର । ଆସନ୍ତାକାଲି ସୁପ୍ରମିକୋର୍ଟ ମହାରାୟ ଦେବାକୁ ଥିବାବେଳେ ତାପୂର୍ବରୁ ସରକାର ଗଠନ ନେଇ ହୋଇଛି ମହାମେଳି ।…

ସଂସଦରେ ‘ମହା’ ତାତି: ଗୃହ ଭିତରେ-ବାହାରେ କଂଗ୍ରେସର ବିରୋଧ । ରାହୁଲ କହିଲେ ଗଣତନ୍ତ୍ରର ହତ୍ୟା, ବିଜେପି କହିଲା ଓଦା…

କନକ ବ୍ୟୁରୋ: ଲୋକସଭାର ଶୀତକାଳୀନ ଅଧିବେଶନରେ ମହାରାଷ୍ଟ୍ର ଝଡ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଗୃହରେ କହିଥିଲେ, ଗଣତନ୍ତ୍ରର ହତ୍ୟା କରାଯାଇଛି । ପ୍ରଶ୍ନକାଳରେ ଏହି ବୟାନ ରଖିଥିଲେ ରାହୁଲ । ମହାରାଷ୍ଟ୍ର ପ୍ରସଙ୍ଗରେ ମୋଦି ସରକାର ଉପରେ ଖୁବ ବର୍ଷିଥିଲେ ରାହୁଲ ଗାନ୍ଧୀ । ଏହି…