ସଂସଦରେ ‘ମହା’ ତାତି: ଗୃହ ଭିତରେ-ବାହାରେ କଂଗ୍ରେସର ବିରୋଧ । ରାହୁଲ କହିଲେ ଗଣତନ୍ତ୍ରର ହତ୍ୟା, ବିଜେପି କହିଲା ଓଦା…

କନକ ବ୍ୟୁରୋ: ଲୋକସଭାର ଶୀତକାଳୀନ ଅଧିବେଶନରେ ମହାରାଷ୍ଟ୍ର ଝଡ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଗୃହରେ କହିଥିଲେ, ଗଣତନ୍ତ୍ରର ହତ୍ୟା କରାଯାଇଛି । ପ୍ରଶ୍ନକାଳରେ ଏହି ବୟାନ ରଖିଥିଲେ ରାହୁଲ । ମହାରାଷ୍ଟ୍ର ପ୍ରସଙ୍ଗରେ ମୋଦି ସରକାର ଉପରେ ଖୁବ ବର୍ଷିଥିଲେ ରାହୁଲ ଗାନ୍ଧୀ । ଏହି…

ଦାଗ ସଫା କଲା ସମର୍ଥନ ? ଅଜିତ ପାୱାରଙ୍କୁ ଆଶ୍ୱସ୍ତି । ଜଳସେଚନ ଦୁର୍ନୀତି ମାମଲାରେ ମିଳିଲା କ୍ଲିନଚିଟ୍

କନକ ବ୍ୟୁରୋ: ଘଣ୍ଟାର ସମୟ ବଦଳିବା ପରେ ଘଡିକେ ବଦଳୁଛି ମହାରାଷ୍ଟ୍ର ରାଜନୀତିର ଚିତ୍ର । କ୍ଷମତା ଓ ଚୌକି ପାଇଁ କେତେବେଳେ କଣ ହେଉଛି ତାହା କିଛି ଜଣାପଡୁନି । ପାୱାର ପାଇଁ କିଏ ଘର ଛାଡି ପରକୁ ସମର୍ଥନ ଦେଉଛି ତ ଆଉ କିଏ ମେଣ୍ଟ ଭାଙ୍ଗି ମାୟା ରଚୁଛି । ତେବେ ଗତ କିଛି ଦିନ ହେବ…

ନାକେଦମ କଲା ନାଉଗାଁ ପ୍ରସଙ୍ଗ: ବିରୋଧୀଙ୍କ ତୀବ୍ର ବିରୋଧ ପରେ ରୁଲିଂ ଦେଲେ ବାଚସ୍ପତି । ଗୃହରେ ବିବୃତି ରଖିବେ ସରକାର

କନକ ବ୍ୟୁରୋ: ନାଉଗାଁ ପ୍ରସଙ୍ଗରେ ନାକେଦମ କଲେ ବିରୋଧୀ । ବିଧାନସଭାରେ ନାଉଗାଁ ଦୁଷ୍କର୍ମ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଗୋଡେଇ ତୋଡେଇ ଘେରିଲେ ବିଜେପି-କଂଗ୍ରେସ । ଜଗତସିଂହପୁର ନାଉଗାଁ ବ୍ଲକ ଅଂଚଳରେ ଦଳିତ ଯୁବତୀଙ୍କୁ ବାପାମାଆଙ୍କ ଆଗରେ ଦୁଷ୍କର୍ମ କରିବା ଘଟଣା ନେଇ ଆଜି ଆରମ୍ଭରୁ…

ମାଆ ! ମୁଁ କଣ ଆଉ ସ୍କୁଲ ଯାଇପାରିବିନି…? କିଡନୀ ରୋଗରେ କଲବଲ ହେଉଛି କୁନି ପୁଅ କ୍ରିସ । ହସିବା, ଖେଳିବା…

କନକ ବ୍ୟୁରୋ: ତାର ବି ଇଚ୍ଛା ଅଛି ଘରୁ ଯାଇ ବାହାରେ ବୁଲିବ । ମାଆ କୋଳରୁ ଉଠିଯାଇ ସାଙ୍ଗମାନଙ୍କ ସହ କବାଡି ଖେଳିବ । ଆଉ ସମସ୍ତଙ୍କ ପରି ସ୍କୁଲ ଯାଇ ପାଠ ପଢିବ । ହେଲେ ତାର ସବୁ ଇଚ୍ଛା ଏରୁଣ୍ଡି ଡେଇଁ ପାରୁନି କି ସବୁ ସ୍ୱପ୍ନ କାନ୍ଥ ସେପାରିକୁ ଯାଇପାରୁନି । କିଡନୀ ରୋଗରେ କଲବଲ ହେଉଥିବା…

କାହା ପାଇଁ ଏ ବ୍ୟବସ୍ଥା ? ଡାକ୍ତରଖାନାରେ ଡାକ୍ତର ନଥିଲେ ବୋଲି ଚାଲିଗଲା ୪ ବର୍ଷ ଶିଶୁର ଜୀବନ । ଅଭିଯୋଗ ପରେ ବି…

କନକ ବ୍ୟୁରୋ: ଘରେ ପଡ଼ିଛି କାନ୍ଦ ବୋବାଳି । ୪ ବର୍ଷର ଶିଶୁକନ୍ୟାର ଅକାଳ ମୃତ୍ୟୁ ପରେ ପରିବାର ଉପରେ ଭାଙ୍ଗି ପଡ଼ିଛି ଦୁଃଖର ପାହାଡ଼ । ଗୋଟିଏ ପଟେ ଝିଅକୁ ହରାଇବାର ଦୁଃଖ ଆଉ ଅନ୍ୟପଟେ ଆମ ବ୍ୟବସ୍ଥାର ପାଇଁ ସାରା ପରିବାର ପେଶି ହେବାର ଦୁଃଖ । ପାଣିରେ ବୁଡିଯାଇଥିବା କୁନି ଝିଅକୁ ବଂଚାଇବା…

କାହିଁକି ଶଙ୍ଖ ଶିବିରକୁ ହଠାତ ଲମ୍ଫ ମାରିଲେ ଶିକ୍ତା ? ନବୀନଙ୍କ କ୍ୟାମ୍ପକୁ ଏଣ୍ଟ୍ରି ସହ ଓଡିଶା ଜନମୋର୍ଚ୍ଚାର…

କନକ ବ୍ୟୁରୋ: ନବୀନଙ୍କ କ୍ୟାମ୍ପରେ ପ୍ୟାରୀଙ୍କ ଝିଅ । ଶଙ୍ଖ ଶିବିରକୁ ଆସି ଶଙ୍ଖ ଫୁଙ୍କିଲେ ପ୍ୟାରୀ ମହାପାତ୍ରଙ୍କ ବଡ ଝିଅ ଶିକ୍ତା ପତି । ଗତକାଲି ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ଉପସ୍ଥିତିରେ ଦଳରେ ଯୋଗଦେଇଥିଲେ ଶିକ୍ତା । ଆଉ ସବୁଜ ଶିବିରକୁ ଶିକ୍ତାଙ୍କ ହଠାତ ଲମ୍ଫ ପ୍ରଦାନ ପରେ…