ବିଜେପିକୁ ମହାରଥୀଙ୍କ ମହାଚ୍ୟାଲେଞ୍ଜ: କହିଲେ, ସରକାରୀ ଜମି ହଡପର ସତ ଦେଖାଇଲେ ରାଜନୀତିରୁ ନେବି ସନ୍ୟାସ । ଶହେ କୋଟି…

କନକ ବ୍ୟୁରୋ: ମହାରଥୀଙ୍କ ନାଁରେ ବିଜେପି ସାଙ୍ଘାତିକ ଅଭିଯୋଗ ଆଣିବା ପ୍ରସଙ୍ଗ । ବିଜେପିକୁ ଖୁଲମଖୁଲା ଚ୍ୟାଲେଞ୍ଜ ଦେଲେ ପ୍ରଦୀପ ମହାରଥୀ । ସରକାରୀ ଜମି ହଡପ ନେଇ ବିଜେପି ସାଂଘାତିକ ଅଭିଯୋଗ କରିବା ପରେ ଚ୍ୟାଲେଞ୍ଜ ଦେଇଛନ୍ତି ପିପିଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ।…

ବିଧାନସଭାରେ ପ୍ରବଳ ହଟ୍ଟଗୋଳ । ବାଚସ୍ପତି କହିବାକୁ ସୁଯୋଗ ନଦେବାରୁ ହଙ୍ଗାମା କଲେ ବିଜେପି ସଦସ୍ୟ । ଗୃହକୁ ମୁଲତବି…

କନକ ବ୍ୟୁରୋ: ଆସନ୍ତାକାଲି ଯାଏଁ ଗୃହ ମୁଲତବି । ବିଧାନସଭାରେ ବିଜେପି ସଦସ୍ୟଙ୍କ ହୋହଲ୍ଲା ପାଇଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି । ତେବେ ଆଜି ଗୃହରେ ବାଚସ୍ପତି କହିବାକୁ ସୁଯୋଗ ଦେଉନଥିବା ବିରୋଧୀ ବିଜେପି ଅଭିଯୋଗ କରିଛି । ବିଜେପି ବିଧାୟକଙ୍କୁ କହିବାକୁ ସୁଯୋଗ ଦିଆଯାଉନଥିବାରୁ ସେମାନେ…

ନାଉଗାଁ ଦୁଷ୍କର୍ମ ପ୍ରସଙ୍ଗ: ଗୃହରେ ବିବୃତି ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ । କହିଲେ ଅଭିଯୁକ୍ତକୁ କରାଯାଇଛି ଗିରଫ, ଜବତ…

କନକ ବ୍ୟୁରୋ: ନାଉଗାଁ ପ୍ରସଙ୍ଗରେ କାଲି ବିରୋଧୀ ନାକେଦମ କରିବା ପରେ ଆଜି ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଜଗତସିଂହପୁର ନାଉଗାଁ ଦଳିତ ଯୁବତୀଙ୍କୁ ଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାରେ ବିଧାନସଭାରେ ବିବୃତି ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।…

ପ୍ରଦୂଷଣ ମୁକ୍ତ ଓଡିଶା ପାଇଁ ଓଡିଆ ପୁଅର ସଂକଳ୍ପ: ନିଜ ମାଟିରେ ତିଆରେ କଲେ ଇ-ବାଇକ୍ । ୩ ଘଣ୍ଟା ଚାର୍ଜ କଲେ ଗଡିବ ୮୦…

କନକ ବ୍ୟୁରୋ: କୁହାଯାଏ ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଆଉ ସେହି ଇଚ୍ଛା ସ୍ୱପ୍ନ ପୂରଣ କରିବାକୁ ପ୍ରେରଣା ଯୋଗାଏ, ସଫଳତାର ସିଢିରେ ଚଢାଏ । ନିଜ ଜେଜେ ଓ ବାପାଙ୍କ ପ୍ରେରଣା ସାଙ୍ଗକୁ କିଛି ନୂଆ କରିବାର ସ୍ୱପ୍ନ ନେଇ ଓଡିଶାରେ ଏବେ ଇଲେକ୍ଟ୍ରୋନିକ୍ସ ଗାଡି ଉତ୍ପାଦନ କରୁଛନ୍ତି ୨୨ ବର୍ଷୀୟ…

ଚେନ୍ନାଇରେ ବି ପିଆଜ ଚଡକ: ଓଡିଶା ଭଳି ଚେନ୍ନାଇବାସୀଙ୍କୁ କନ୍ଦାଉଛି ପିଆଜ । କିଲେ ପିଆଜକୁ ୧୨୦ ଟଙ୍କା

କନକ ବ୍ୟୁରୋ: ଚେନ୍ନାଇରେ ବି ପିଆଜ ଚିନ୍ତା । ଓଡିଶା ଭଳି ଚେନ୍ନାଇରେ ବି ହୁହୁ ହୋଇ ବଢୁଛି ପିଆଜ ଦର । ଚେନ୍ନାଇ ବଜାରରେ ପିଆଜ ଦର ଆକାଶ ଛୁଆଁ ଥିବାରୁ ଚିନ୍ତାରେ ଖାଉଟି । ତେବେ ସବୁଠାରୁ ବଡ କଥା ହେଉଛି ଦୀର୍ଘ ୮ ବର୍ଷ ହେବ ଚେନ୍ନାଇରେ ଯାହା ହୋଇ ନଥିଲା ତାହା ଚଳିତ ବର୍ଷ ହୋଇଛି । ଆଉ ଏ…

ଝାଡଖଣ୍ଡ ସଭାରେ କଂଗ୍ରେସକୁ ଝାଡିଲେ ମୋଦି: କହିଲେ ଅଯୋଧ୍ୟା ବିବାଦକୁ ଜାଣିଶୁଣି ସମାଧାନ କରୁନଥିଲା କଂଗ୍ରେସ ।…

କନକ ବ୍ୟୁରୋ: ଅଯୋଧ୍ୟା ଜମି ବିବାଦ ପ୍ରସଙ୍ଗରେ ପୁଣିଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି, ବହୁବର୍ଷ ପୂର୍ବରୁ କଂଗ୍ରେସ ଅଯୋଧ୍ୟା ଜମି ବିବାଦର ସମାଧାନ କରିପାରିଥାନ୍ତା । କିନ୍ତୁ କଂଗ୍ରେସ ଏହା କରିନାହିଁ । ଭୋଟ ବ୍ୟାଙ୍କ ରାଜନୀତିକୁ…