ଜଳ ଦେଉଛି ଯନ୍ତ୍ରଣା । ୪ଦିନର ବର୍ଷାରେ ବେହାଲ ସାରା ଓଡିଶା । କେଉଁଠି ଗାଡି ଭାସୁଛି ତ କେଉଁଠି ବୁଡି ଯାଇଛି…

କନକ ବ୍ୟୁରୋ : ପାଣି ଭିତରେ ଥାଇ ଶୋଷିଲା, ଆଉ ଖାଦ୍ୟ ସାମଗ୍ରୀ ଥାଇ ଭୋକିଲା ରହିବାର କଷ୍ଟ ସିଏ ବୁଝିଛି, ଯିଏ ବନ୍ୟା ବିପର୍ଯ୍ୟୟକୁ ଅତିନିକଟରକୁ ଦେଖିଛି । ତାହା ହୋଇନଥିଲେ, କାହାକୁ ବା’ ଭଲ ଲାଗେ, ରାସ୍ତାକଡ଼ରେ ଯାଯାବରଙ୍କ ଭଳି ଦୁଇ ଓଳି ଖାଇବାକୁ । ଭୋକରେ ଯେତେବେଳେ ପେଟ ପୋଡ଼ି ଯାଉଛି,…

 ୧୮ ଦିନ ବନ୍ଦ ରହିବା ପରେ ଖୋଲିଲା ମାର୍କେଟ ବିଲଡିଂ, ୧୦୦ କୋଟି ଟଙ୍କା କ୍ଷତି ହୋଇଥିବା ଆକଳନ

କନକ ବ୍ୟୁରୋ : ୧୮ ଦିନ ପରେ ଖୋଲିଲା ରାଜଧାନୀର ମାର୍କେଟ ବିଲଡିଂ । ମାର୍କେଟ ବିଲଡିଂ ଖୋଲିଥିବା ନେଇ ସେଣ୍ଟ୍ରାଲ ମାର୍କେଟ୍ ଆସୋସିଏସନର ସାମ୍ବାଦିକ ସମ୍ମିଳନୀ । ସାମ୍ବାଦିକ ସମ୍ମିଳନୀରେ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ତରଫରୁ ୧୮ ଦିନ ମାର୍କେଟ ବିଲଡିଂ ବନ୍ଦ ରହିବାକୁ ଦୁଃଖଦାୟକ ବୋଲି…

ବିଶ୍ୱରେ ଦିନକୁ ଦିନ ବଢୁଛି ତାପମାତ୍ରା । ଜାଣନ୍ତୁ ଗ୍ଲୋବାଲ ୱାର୍ମିଂ ଦ୍ୱାରା ଜୀବଜନ୍ତୁଙ୍କ ଉପରେ କ’ଣ ପଡୁଛି ପ୍ରଭାବ…

କନକ ବ୍ୟୁରୋ : ଦିନକୁ ଦିନ ବିଶ୍ବ ଉତପ୍ତ ହେବାରେ ଲାଗିଛି , ଯାହାକୁ ବୈଜ୍ଞାନିକ ମାନେ ଗ୍ଲୋବାଲ ୱାର୍ମିଂ ବୋଲି କହୁଛନ୍ତି , ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ ଜଳବାୟୁ ପରିବର୍ତ୍ତନ ପଶୁମାନଙ୍କୁ ମଧ୍ୟ ପ୍ରଭାବିତ କରୁଛି। ସିଏବିଆଇ ନାମକ ଏକ ଅନ୍ତର୍ଜାତୀୟ ସଂସ୍ଥା ଦ୍ଵାରା ହୋଇଥିବା ଏକ…

କାହିଁକି ପାକିସ୍ତାନ ନିଜ ପରମାଣୁ ନୀତିରେ କରୁଛି ଅଦଳବଦଳ ? ଭାରତ ଉପରେ କଣ ପଡ଼ିବ ପ୍ରଭାବ ?

କନକ ବ୍ୟୁରୋ : ପାକିସ୍ତାନ ତା ପରମାଣୁ ନୀତିରେ ଏକ ବଡ଼ ଧରଣର ଅଦଳବଦଳ କରିଛି । ଏବେ ପାକିସ୍ତାନ ଟେକ୍ଟିକାଲ ୱିପନ୍ ଅର୍ଥ ଛୋଟ ଛୋଟ ପରମାଣୁ ବୋମା ଓ ପରମାଣୁ ଲ୍ୟାଣ୍ଡମାଇନ ତିଆରି କରିବା ଉପରେ ଜୋର ଦେଉଛି । ତା ବ୍ୟତୀତ ସେ ନିଜର ନିଉକ୍ଲିଅର ଟ୍ରାୟାଡକୁ ବି ସଶକ୍ତ କରିବାକୁ ଲାଗିଛି । ଗତ ୨୪…

ସେପ୍ଟେମ୍ବର ମାସରେ ଲଞ୍ଚ୍ ହେବାକୁ ଯାଉଛି ଆଇଫୋନ ୧୫ ପ୍ରୋ ଓ ଆଇଫୋନ ୧୫ ପ୍ରୋ ମ୍ୟାକ୍ସ, ଜାଣନ୍ତୁ ଏହି ଦୁଇଟି ଫୋନରେ…

କନକ ବ୍ୟୁରୋ : ଆଇଫୋନ୍ ୧୪ ପ୍ରୋ ସିରିଜ୍ ପରି, ‘ଆଇଫୋନ୍ ୧୫ ପ୍ରୋ’ରେ କିଛି ନୂତନ ବୈଶିଷ୍ଟ୍ୟ ରହିଛି ଯାହା ତାକୁ ଏକ ସ୍ୱତନ୍ତ୍ର ପରିଚୟ ଦେବ ବୋଲି ଆପଲ୍ କର୍ତ୍ତୃପକ୍ଷ ଦାବି କରିଛନ୍ତି । ଯାହା ଦାମିକା ଆଇଫୋନ୍ ୧୪ସିରିଜରେ ମଧ୍ୟ ମିଳୁନାହିଁ ଜ୍ଝ ଏହାର ୮ଟି ନୂଆ ଫିଚର ଯାହା ସେପ୍ଟେମ୍ବରରେ…

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ମନୋଜ ତିୱାରୀ, ସୋସିଆଲ ମିଡିଆରେ ପୋଷ୍ଟ କରି ଦେଲେ ସୂଚନା

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଖେଳାଳି ମନୋଜ ତିୱାରୀ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଏନେଇ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟଓ ମାଧ୍ୟମରେ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସେ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଉଥିବା ସୂଚନା ଦେବା ସହ…