ବିରୋଧୀଙ୍କ ଉପରେ ପ୍ରଧାନମନ୍ତ୍ରୀଙ୍କ ଗମ୍ଭୀର ଅଭିଯୋଗ । କହିଲେ ଦେଶର ଛବିକୁ ମଳିନ କରିବାକୁ ଚେଷ୍ଟା କରୁଛନ୍ତି ବିରୋଧୀ

କନକ ବ୍ୟୁରୋ : ମଣିପୁର ହିଂସାକୁ ନେଇ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ସରକାର ବିବୃତି ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସଂସଦରେ ପ୍ରଧାନମନ୍ତ୍ରୀ ବିବୃତି ରଖି ବିରୋଧୀଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କି ଦେଶରେ ଆମେ ଯୁବକମାନଙ୍କୁ ଏକ…

ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିବୃତ୍ତି, ବିରୋଧୀଙ୍କ ‘ନୋ’ବଲରେ ଏନଡିଏ ମାରୁଛି ଶତକ

କନକ ବ୍ୟୁରୋ : ମଣିପୁର ପ୍ରସଙ୍ଗରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସଦରେ ନିଜର ବୟାନ ରଖିଛନ୍ତି । ଏହି କ୍ରମରେ ସେ ବିରୋଧୀଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି କି ବିରୋଧୀଦଳ ଫିଲ୍ଡିଂ କରୁଛନ୍ତି ହେଲେ ଛକା ଓ ଚୌକା ଏନଡିଏ…

ଲୋକସଭାରେ ବିଜେପି ବିରୋଧରେ ବର୍ଷିଲେ କଂଗ୍ରେସ ସାଂସଦ ଅଧିର ରଂଜନ ଚୌଧୁରୀ । କହିଲେ ମୋଦୀ ୧୦୦ ଥର ପ୍ରଧାନମନ୍ତ୍ରୀ…

କନକ ବ୍ୟୁରୋ : ଲୋକସଭାରେ ଅବିଶ୍ୱାସ ପ୍ରସ୍ତାବ ବିତର୍କ ମଧ୍ୟରେ କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ସେ କହିଛନ୍ତି କି, ଦେଶର ମୁଖ୍ୟ ହିସାବରେ ପ୍ରଧାନମନ୍ତ୍ରୀ ମୋଦୀ ମଣିପୁର ଲୋକଙ୍କ ସହ ମନ୍ କି ବାତ୍ କରିବା ଉଚିତ । ଏହି ଦାବି କିଛି ଭୁଲ…

ରାଜ୍ୟସଭାରେ ସରକାର ଆଣିଲେ ଏଭଳି ବିଲ୍, ପାରିତ ହେଲେ ମୁଖ୍ୟ ନିର୍ବାଚନ କମିଶନଙ୍କ ନିଯୁକ୍ତିରେ ରହିବ ନାହିଁ ମୁଖ୍ୟ…

କନକ ବ୍ୟୁରୋ : ଦେଶରେ ମୁଖ୍ୟ ନିର୍ବାଚନ କମିଶନ ନିଯୁକ୍ତି ପ୍ରକ୍ରିୟାରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଭୂମିକାକୁ ସମାପ୍ତ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟସଭାରେ ଏକ ବିଲ୍ ଉପସ୍ଥାପନ କରିଛନ୍ତି । ଏହାକୁ ନେଇ କଂଗ୍ରେସ ତାର ପ୍ରତିକ୍ରିୟା ରଖିଛି । ଦଳ ତରଫରୁ କୁହାଯାଇଛି କି…

ଏନଡିଏର ଏହି ସହଯୋଗୀ ଦଳ ଏବେ ବିଜେପିକୁ କଲା ବିରୋଧ । ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବକୁ ସମର୍ଥନ କରିବ ବୋଲି ଘୋଷଣା

କନକ ବ୍ୟୁରୋ : ମିଜୋରାମର ନର୍ଥ-ଇଷ୍ଟ ଡେମୋକ୍ରେଟିକ ଅଲାଏନ୍ସର ସହଯୋଗୀ ଦଳ ମିଜୋ ନ୍ୟାସନାଲ ଫ୍ରଣ୍ଟ କେନ୍ଦ୍ରରେ ମୋଦୀ ସରକାରଙ୍କ ବିରୋଧରେ ବିରୋଧୀ ଆଣିଥିବା ଅବିଶ୍ୱାସ ପ୍ରସ୍ତାବକୁ ସମର୍ଥନ କରିବ । ଏନେଇ ଲୋକସଭା ସାଂସଦ ସି ଲାଲରେସାଙ୍ଗା ସୂଚନା ଦେଇଛନ୍ତି । ସି ଲାଲରେସାଙ୍ଗା ଗୁରୁବାର…

ରାହୁଲ ଗାନ୍ଧୀ ନା ପ୍ରଧାନମନ୍ତ୍ରୀ ମୋଦୀ କିଏ କରିଥିଲେ ସାହାଯ୍ୟ ? ସଂସଦରେ ଅମିତ ଶାହାଙ୍କ ଦାବି ପରେ ମୁହଁ ଖୋଲିଲେ…

କନକ ବ୍ୟୁରୋ : ସଂସଦରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଚର୍ଚ୍ଚା ଚାଲିଥିବା ବେଳେ ଗୃହମନ୍ତ୍ରୀ ଅମିତ୍ ଶାହା ମହାରାଷ୍ଟ୍ରର ବିଦର୍ଭରେ କଳାବତୀ ବନ୍ଦୁରକରଙ୍କ କଥା କହିଥିଲେ । ଅମିତ୍ ଶାହା ଦାବି କରିଥିଲେ କି, ରାହୁଲ ଗାନ୍ଧୀ ଯେଉଁ ଗରିବ ମହିଳା କଳାବତୀଙ୍କ ଘରେ ଭୋଜନ କରିଥିଲେ ସେହି ମହିଳାଙ୍କୁ…