ସାଧାରଣ ଲୋକଙ୍କ ପାଇଁ ବଡ ଖବର, ଦୀପାବଳୀ ସୁଦ୍ଧା ପିଆଜ କିଲୋ ୧୦୦ ପାର । ଜାଣନ୍ତୁ କାରଣ

କନକ ବ୍ୟୁରୋ : ଦେଶରେ ବିଭିନ୍ନ ସ୍ଥାନରେ ଲାଗିରହିଥିବା ଲଗାଣ ବର୍ଷା ଫଳରେ ଆଗାମୀ ଦିନରେ ପିଆଜ ସାଧାରଣ ଲୋକଙ୍କ ପକେଟ୍ ଉପରେ ପ୍ରଭାବ ପକାଇବାକୁ ଯାଉଛି । କୁହାଯାଉଛି କି ଯେଭଳି କ୍ରମାଗତ ଭାବେ ପିଆଜର ଦର ବଢିବାରେ ଲାଗିଛି ଦୀପାବଳୀ ସୁଦ୍ଧା ପିଆଜ କିଲୋ ୧୦୦ ଟଙ୍କାକୁ ପାର କରିଯିବ ।…

ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଂଟାରେ ୧୯୦୪ ସଂକ୍ରମିତ ଓ ୧୬ ମୃତ

କନକ ବ୍ୟୁରୋ : ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୀର୍ଘ ଦିନ ପରେ ୨ ହଜାର ତଳକୁ ଆସିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୯୦୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତାହା ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୧୧୧୫ ଜଣ ଥିବା ବେଳେ ଲୋକାଲ କେସ ୭୮୯ ରହିଛି । ଅନୁଗୁଳ ୧୦୯, ବାଲେଶ୍ୱର…

ଗରିବ ପରିବାରକୁ ପୋତ୍ସ୍ୟ ଭାବେ ଗ୍ରହଣ କରିବାକୁ ଏସବିଆଇର ସରକାରଙ୍କୁ ଅନୁରୋଧ । ବାର୍ଷିକ ଉପକୃତ ହେବେ ୭ ଲକ୍ଷ ପରିବାର

କନକ ବ୍ୟୁରୋ : ଦେଶରେ ବଢୁଥିବା ଆର୍ଥିକ ଅସମାନାତା କୁ କମ୍ କରିବାକୁ ଦେଶର ସବୁଠାରୁ ବଡ ବ୍ୟାଙ୍କ୍ ଏସବିଆଇ ଏକ ମହତ୍ୱପୂର୍ଣ୍ଣ ଉପଦେଶ ଦେଇଛନ୍ତି । ଏସ୍ବିଆଇ ର ମୁଖ୍ୟ ଅର୍ଥଶାସ୍ତ୍ରୀ ସୌମ୍ୟାକାନ୍ତି ଘୋଷ ଏକ ଚିଠି ମାଧ୍ୟମରେ ଆଡପ୍ଟ ଏ ଫ୍ୟାମିଲି (ADOPT-A-FAMILY)  ଯୋଜନା ପ୍ରଣୟନ…

ଏଲଏସି ନିକଟରୁ ଠାବ ହେଲେ ଚୀନ ସୈନିକ । ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ସହ ଗିରଫ କଲା ଭାରତୀୟ ସେନା

କନକ ବ୍ୟୁରୋ : ଭାରତ – ଚୀନ ମଧ୍ୟରେ ବିବାଦକୁ ନେଇ ସୀମାରେ ଉଭୟ ଦେଶରେ ସୈନିକ ଠୁଳ ହୋଇଛନ୍ତି । କିଛିଦିନ ତଳେ ଚୀନ ସେନାର ଆକ୍ରମଣରେ ୨୦ ଜଣ ଭାରତୀୟ ସୈନିକଙ୍କ ମୃତ୍ୟୁ ହେବା ପରେ ଭାରତୀୟ ସେନା ସୀମା ନିକଟରେ ପୁରା ରକ୍ତମୁଖା ହୋଇ ରହିଛନ୍ତି । ଏଭଳି ସ୍ଥଳେ ଆଜି ସୀମାରେଖା ନିକଟ ଚୁମାର…

ଗଙ୍ଗ କେନାଲର ମରାମତି କାମ କରାଯାଉଥିବାରୁ ପୂର୍ବ ଓ ଦକ୍ଷିଣ ଦିଲ୍ଲୀରେ ଜଳ ଯୋଗାଣ ପ୍ରଭାବିତ ହେବାକୁ ଯାଉଛି

କନକ ବ୍ୟୁରୋ : ଜଳ ଯୋଗାଣକୁ ନେଇ କିଛିଦନ ପାଇଁ ଦିଲ୍ଲୀ ଏନସିଆର ଅଞ୍ଚଳରେ ହାହାକାର ଦେଖା ଦେବ । ଦିଲ୍ଲୀ ଏନସିଆରକୁ ଜଣ ଯୋଗାଣ କରୁଥିବା ଗଙ୍ଗା କେନାଲର ମରାମତି କାମ ଆରମ୍ଭ ହୋଇଥିବାରୁ ଜଳ ଯୋଗାଣ ପ୍ରଭାବିତ ହେବାକୁ ଯାଉଛି । ପ୍ରତିବର୍ଷ ଉତ୍ତରାଖଣ୍ଡ ସରକାର ଏହି କେନାଲର ମରାମତି…

ଦୁର୍ଗାପୂଜା ମେଢର ଉଚ୍ଚତା ଉପରେ କଟକଣା ନାହିଁ । କୋଭିଡ୍ ନିୟମ ଭିତରେ କରିପାରିବେ ପୂଜା । ଭସାଣୀ ପାଇଁ ସରକାରଙ୍କ…

କନକ ବ୍ୟୁରୋ : ଦୁର୍ଗାପୁଜା ବେଳେ ମେଢର ଉଚ୍ଚତତାକୁ ନେଇ କୋର୍ଟରେ ଚାଲିଥିବା ମାମଲା ଉପରେ ଶୁଣାଣି କରିଛନ୍ତି ନ୍ୟାୟାଳୟ । ମୂର୍ତ୍ତି ଉଚ୍ଚତାକୁ ନେଇ କୌଣସି କଟକଣା ନଥିବା କଥା ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି । ଏହା ସହ ସମ୍ପୁର୍ଣ୍ଣ କୋଭିଡ କଟକଣା ଭିତରେ ପୂଜା କରିବାକୁ କୋର୍ଟ କହିଥିବା…