ହଟିଲା ସସପେନ୍ସ । ତାରକିଶୋର ପସାଦ ହେବେ ବିହାରର ଉପ-ମୁଖ୍ୟମନ୍ତ୍ରୀ । ନିତୀଶ କୁମାରଙ୍କ ସହ ନେବେ ଶପଥ
କନକ ବ୍ୟୁରୋ : ବିହାରରେ ନୂଆ ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା ବିବାଦର ଅନ୍ତ ଘଟିଛି । ବିଜେପିରୁ ୪ ଥର ବିଧାୟକ ତଥା ସୀମାଞ୍ଚଳର ଜନପ୍ରିୟ ନେତା ତାରକିଶୋର ପ୍ରସାଦ ହେବେ ନୂଆ ଉପ-ମୁଖ୍ୟମନ୍ତ୍ରୀ । ଏନେଇ ତାରକିଶୋର ପ୍ରସାଦ ନିଜେ କହିଛନ୍ତି କି ଉପ-ମୁଖ୍ୟମନ୍ତ୍ରୀ ପଦ ପାଇଁ ତାଙ୍କ…