ବଲିଉଡ ଇତିହାସରେ ପ୍ରଥମ ଥର ମହମ୍ମଦ ଅଲ୍ଲି ଜିନ୍ନାଙ୍କୁ ନେଇ ନିର୍ମାଣ ହେବ ସିନେମା । କିଣାଗଲା ଶୀଲା ରେଡ୍ଡିଙ୍କ…

କନକ ବ୍ୟୁରୋ :  ବଲିଉଡରେ ପ୍ରଥମ ଥର ପାଇଁ ମହମ୍ମଦ ଅଲ୍ଲି ଜିନ୍ନାଙ୍କୁ ନେଇ ସିନେମା କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ଚଳିଚିତ୍ର ନିର୍ମାଣ ପାଇଁ ଅଣ୍ଟାଭିଡିଛନ୍ତି ପ୍ରଯୋଜକ କୁମାର ତୌରାନୀ । ଏନେଇ ସେ ଶୀଲା ରେଡ୍ଡିଙ୍କ ବହିର କପି ରାଇଟ୍ କିଣିଛନ୍ତି । ବଲିଉଡରେ ବର୍ତମାନ ଯାଏ…

ସିବିଆଇ ପାଇଁ ଦ୍ୱାର ବନ୍ଦ୍ କଲେ ଝାରଖଣ୍ଡ ସରକାର । ତଦନ୍ତ କରିବାକୁ ହେଲେ ନେବାକୁ ପଡିବ ରାଜ୍ୟସରକାରଙ୍କ ଅନୁମତି ।

କନକ ବ୍ୟୁରୋ : କେନ୍ଦ୍ରସରକାର ଯେଭଳି ଭାବେ ଧିରେ ଧିରେ ରାଜ୍ୟସରକାରଙ୍କ ନିକଟରେ ଥିବା ବିଭିନ୍ନ କ୍ଷମତାକୁ ସଂକୋଚିତ କରି ନିଜ ହାତକୁ ନେବାକୁ ବସିଛି ରାଜ୍ୟସରକାର ମାନେ ବି ସେମିତି ଭାବେ ନିଜ ନିଜ କ୍ଷମତାର ଦୂରୋପଯୋଗ କରିବାରେ ଲାଗିଛନ୍ତି । ଦେଶର ସର୍ବୋର୍ଚ୍ଚ ତଦନ୍ତକାରୀ ସଂସ୍ଥା…

ଭାରତ-ଓପେକର ଚତୁର୍ଥ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ରମନ୍ତ୍ରୀ ସାମିଲ: ଭାରତରେ ପୁଞ୍ଜିନିବେଶ କରିବା ପାଇଁ ଓପେକ୍ ସଦସ୍ୟ…

 • ଉର୍ଜା କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱକୁ ଓପେକର ସେକ୍ରେଟାରୀ ଜେନେରାଲ ମହମ୍ମଦ ବାର୍କିଣ୍ଡୋଙ୍କ ପ୍ରଶଂସା • ଉର୍ଜା କ୍ଷେତ୍ରରେ ଭାରତକୁ ଉତ୍ପାଦନ ହବରେ ପରିଣତ କରିବା ପାଇଁ ମିଳିତ ଭାବେ କାମ କରିବାକୁ ଆହ୍ୱାନ • ଓପେକ୍ ଭାରତ ସହ ମିଳିତ ଭାବରେ କାମ କଲେ ଉର୍ଜା…

ଦୀପାବଳୀ ପୂର୍ବରୁ ହୁଅନ୍ତୁ ଲକ୍ଷପତି ! ଏହି ବିରଳ ୧ ଟଙ୍କିଆ ନୋଟ ଥିଲେ ଆପଣ ହୋଇପାରିବେ ଲକ୍ଷପତି । ଇଣ୍ଡିଆମାର୍ଟ…

କନକ ବ୍ୟୁରୋ : ଦୀପାବଳୀ ପୂର୍ବରୁ ହେବାକୁ ଚାହୁଁଛନ୍ତି କି ଲକ୍ଷପତି । ଘରେ ବସି କରିପାରିବେ ୧ ଲକ୍ଷ ଟଙ୍କା ରୋଜଗାର । ଏହି ଟଙ୍କା ରୋଜଗାର କରିବାକୁ ଆପଣଙ୍କ ପାଖରେ ୧ ଟଙ୍କିଆ ନୋଟ ଥିବା ନିହାତି ଆବଶ୍ୟକ । ଆପଣଙ୍କ ପାଖରେ ଯଦି ଏହି ସ୍ୱତନ୍ତ୍ର ଏକ ଟଙ୍କିଆ ରହିଛି । ତାହଲେ ଏହି ନୋଟର ଫଟୋ…

ରୋଚକ ମୋଡରେ ଆମେରିକା ରାଷ୍ଟ୍ରପତି ଭୋଟ ଗଣତି । ପରାଜୟ ସ୍ୱିକାର କରିବାକୁ ଟ୍ରମ୍ପ୍ ନାରାଜ । ହ୍ୱାଇଟ୍ ହାଉସ୍ ଦଖଲ…

କନକ ବ୍ୟୁରୋ : ରୋମାଞ୍ଚକର ସ୍ଥ୍ିତିରେ ଆମେରିକା ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି । ଏବେଯାଏଁ ଆମେରିକାର ୫୦ ଟି ରାଜ୍ୟରୁ ୪୩ ଟି ରାଜ୍ୟର ଭୋଟ ଫଳା ଫଳ ଆସି ସାରିଛି । ଏହି ଫଳା ଫଳ ମୁତାବକ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ପଛରେ ପକାଇଛନ୍ତି ଜୋ-ବାଇଡେନ । ଇଲେକ୍ଟ୍ରୋରାଲ…

୨୦୧୮ ବ୍ୟାଘ୍ର ଗଣନା ରିପୋର୍ଟ ମୁତାବକ କଳାଗାର ଥିବା ବାଘଙ୍କ ସଂଖ୍ୟା ଦ୍ରୁତଭାବେ ହ୍ରାସ ପାଇବାରେ ଲାଗିଛି । ବିଶେଷଜ୍ଞ…

କନକ ବ୍ୟୁରୋ : ଓଡିଶାର ଜଙ୍ଗଲରେ ଏକ ବହୁ ବିରଳ ପ୍ରଜାତିର ବାଘ ଦେଖିବାକୁ ମଳିଛି । ଏହି ବାଘର ସ୍ୱତନ୍ତ୍ରତା ହେଉଛି ଏହା ଶରୀରରେ ପାଖା ପାଖି କଳା ଧାରର ଦାଗ ରହିଥାଏ । ବିଶେଷଜ୍ଞ ମାନଙ୍କ ମତରେ ଏବେ ଓଡିଶାରେ ଏହି ପ୍ରଜାତିର ବାଘଙ୍କ ସଂଖ୍ୟା ମାତ୍ର ୭ ରୁ ୮ ଟି । ଏହାସହ ସାରା ବିଶ୍ୱରେ…