ମିଧାନୀ ଷ୍ଟିଲର ୧୦ ପ୍ରତିଶତ ଅଂଶଧନ ବିକିବେ ସରକାର । ସୂଚନା ଦେଲେ ଜଣେ ବରିଷ୍ଠ ଅଧିକାରୀ । ଅଂଶଧନ ବିକ୍ରିରୁ…

କନକ ବ୍ୟୁରୋ : କେନ୍ଦ୍ରସରକାର ପୁଣି ଏକ ସରକାରୀ ଉଦ୍ୟେଗରୁ ଅଂଶଧନ ବିକ୍ରି କରିବାକୁ ଯୋଜନା କରୁଥିବା ଜଣାପଡିଛି । ପ୍ରତିରକ୍ଷା ରାଷ୍ଟ୍ରାୟତ ଉଦ୍ୟେଗ ମିଶ୍ରଧାତୁ ନିଗମ ଲିମମେଟେଡ (ମିଧାନୀ) ରୁ ୧୦ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ସରକାର ଯୋଜନା କରୁଛନ୍ତି । ଏନେଇ ସରକାରଙ୍କର ଜଣେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଗିରଫ ହୋଇଥିବା କମେଡି କୁଇନ୍ ଭାରତୀ ସିଂ ଓ ତାଙ୍କ ସ୍ୱାମୀଙ୍କୁ ମିଳିଲା ଜାମିନ୍ ।…

କନକ ବ୍ୟୁରୋ : ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । କମେଡି କୁଇନ ଭାରତୀ ଓ ତାଙ୍କ ସ୍ୱାମୀଙ୍କୁ ନର୍କୋଟିକ୍ କଣ୍ଟ୍ରୋଲ ବୋର୍ଡ ଗିରଫ୍ କରିଥିଲା । ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କ ଘରେ ରେଡ ବେଳେ ଏନସିବିକୁ ଗଂଜେଇ…

ନିଶା ବେପାରୀଙ୍କୁ ଧରିବାକୁ ଯାଇଥିବା ବେଳେ ଏନ୍‌ସିବି ଅଧିକାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ । ଆଞ୍ଚଳିକ ନିର୍ଦ୍ଦେଶକ…

କନକ ବ୍ୟୁରୋ : ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଯାଂଚ ଚାଲିଥିବା ବେଳେ ମୃତ୍ୟୁ ସହିତ ଡ୍ରଗ୍ସ ଲିଙ୍କ୍ ଥିବା ସୂଚନା ମିଳିଥିଲା । ଏହା ପରେ ନାର୍କୋଟିକ୍ କଣ୍ଟ୍ରେଲ ବୋର୍ଡ ପକ୍ଷରୁ ଲଗାତର ଭାବେ ଚଢାଉ ଜାରି ରହିଛି । ଏହି କ୍ରମରେ ରବିବାର ବିଳମ୍ବିତ ରାତିରେ ଏନସିବିର ଏକ ଟିମ୍ ଜଣେ…

୨୦୨୪ ରେ ରାହୁଲ ଗାନ୍ଧୀ ହେବେ ପ୍ରଧାନମନ୍ତ୍ରୀ । ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବା ପରେ ହିଁ ମୁଁ ରାଜନୀତିରୁ…

କନକ ବ୍ୟୁରୋ : ଦେଶରେ ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପରେ ରାହୁଲ ଗାନ୍ଧୀ ହିଁ ହେବେ ଦେଶର ପ୍ରଧାନମନ୍ତ୍ରୀ । ଆଉ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବା ପରେ ମୁଁ ରାଜନୀତିରୁ ସନ୍ୟାସ ନେବି । ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି କଂଗ୍ରେସ ନେତା ହରିଶ୍ ରାୱତ୍। ଶ୍ରୀ ରାୱତ ଦଳର…

ପ୍ରେମ ନୁହେଁ ଘୃଣା ବାଣ୍ଟୁଛି ବିଜେପି । ପ୍ରେମ ଏକ ବ୍ୟକ୍ତିଗତ ଜିନିଷ । ଏହା ଉପରେ ରୋକ୍ ଲଗାଇବାକୁ ସମ୍ବିଧାନ କାହାକୁ…

କନକ ବ୍ୟୁରୋ : ଦେଶରେ ବେରୋଜଗାରୀ, କରେନା ମହାମାରୀ, ଅର୍ଥ ବ୍ୟବସ୍ଥାକୁ ନେଇ ବ୍ୟବସ୍ଥା ଚୁପ୍ ଥିବା ବେଳେ ଲଭ୍ ଜିହାଦ ଏବେ ଦେଶର ମୁଖ୍ୟ ବିତର୍କିତ ବିଷୟ ବସ୍ତୁ ପାଲଟିଛି । ବିଜେପି ଶାସିତ ଉତରପ୍ରଦେଶ, ହରିଆଣା ଓ କର୍ଣ୍ଣାଟକ ଭଳି କିଛି ରାଜ୍ୟ ଏହାକୁ ଆଇନତ ଅପରାଧ ବୋଲି ଆଇନ ପ୍ରଣୟନ…

ଦୈନିକ ୧୮ କିଲୋମିଟର ଡଙ୍ଗା ଚଳାଉଛନ୍ତି ଏହି ମହିଳା । ଛୋଟ ପିଲା ଓ ଗର୍ଭବତୀ ମହିଳାଙ୍କୁ କରୁଛନ୍ତି ସାହାଯ୍ୟ

କନକ ବ୍ୟୁରୋ : ଯଦି କିଛି ମହତ୍ତ୍ୱ କାର୍ଯ୍ୟ କରିବାର ଇଚ୍ଛା ଆପଣଙ୍କ ମନରେ ଥରେ ଜାଗ୍ରତ ହୋଇଗଲା ତେବେ କଥା ସରିଲା । ଆପଣଙ୍କ ପାଇଁ ଦୁନିଆର କୌଣସି କାର୍ଯ୍ୟ ଅସମ୍ଭବ ହେବ ନାହିଁ । ଏହା ସହ କୌଣସି ବି ବାଧା ବିଘ୍ନ ଆପଣଙ୍କୁ ସେହି ମହତ୍ତ୍ୱ କାର୍ଯ୍ୟ କରିବାରେ ପ୍ରତିବନ୍ଧକ ସାଜିବ ନାହିଁ ।…