ଅଟା ପେଶିବା ଚକିରେ ଲାଗି ଚାଲିଗଲା ଜୀବନ, ବାପାଙ୍କ ଆଗରେ ଶିଶୁର ମୃତ୍ୟୁ 

କନକ ବ୍ୟୁରୋ: ଉତ୍ତରପ୍ରଦେଶ ରାଜଧାନୀରେ ଏକ ଦୁଃଖଦ ଦୁର୍ଘଟଣା ସାମ୍ନାକୁ ଆସିଛି । ନିଜ ବାପାଙ୍କ ସହ ଅଟା ପେଶିବା ବେଳେ ଚକିରେ ଫସିଯାଇଥିଲା ଶିଶୁ । ବାପାଙ୍କ ଆଗରେ ହିଁ ଶିଶୁଟିର ମୃତ୍ୟୁ ହୋଇଛି । ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ପୁଲିସ ଶବକୁ ଜବତ କରିବା ସହ ପୋଷ୍ଟମର୍ଟମ…

ସୁବର୍ଣ୍ଣପୁରରୁ ୪୭ କିଲୋ ଗଞ୍ଜେଇ ଜବତ, ୫ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ

କନକ ବ୍ୟୁରୋ: ୪୭ କେଜି ଗଞ୍ଜେଇ ସହ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ସୋନପୁର ଅବକାରୀ ବିଭାଗ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅବକାରୀ ବିଭାଗ ୪୭ କେଜି ଗଞ୍ଜେଇ ଜବତ କରିଛି । ବିନିକା ଅଂଚଳରେ ପାଟ୍ରୋଲିଂ ବେଳେ ଅବକାରୀ ଟିମ୍ ସଂସାମୁରା ଛକ ନିକଟରେ ଗଂଜେଇ ଚାଲାଣ ଅଭିଯୋଗରେ ଜଣଙ୍କୁ…

ଭୁବନେଶ୍ୱର ଏମ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଲେ, ଟ୍ରେନ ଦୁର୍ଘଟଣାରେ ଚିହ୍ନଟ ହୋଇପାରୁନଥିବା…

କନକ ବ୍ୟୁରୋ: ଭୁବନେଶ୍ୱର ଏମ୍ସ ହସପିଟାଲରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୃତଦେହ ନେବାକୁ ଆସୁଥିବା ମୃତକଙ୍କ ଆତ୍ମୀୟସ୍ୱଜନଙ୍କ ସହ ଆଲୋଚନା କରିଥିବା ବେଳେ ଚିହ୍ନଟ ହୋଇପାରୁନଥିବା ମୃତଦେହ ଗୁଡିକର ଡିଏନଏ ଟେଷ୍ଟ କରାଯିବ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏଯାଏ…

ଟ୍ରେନ ଦୁର୍ଘଟଣା ପରେ ବଦଳିଗଲା ମୃତକଙ୍କ ଠିକଣା। ବିହାର ବଦଳରେ ପଶ୍ଚିମବଙ୍ଗ ପହଞ୍ଚିଗଲା ଶବ

କନକ ବ୍ୟୁରୋ: ଟ୍ରେନ ଦୁର୍ଘଟଣା ପରେ ବଦଳିଗଲା ମୃତକଙ୍କ ଠିକଣା । ବିହାର ବଦଳରେ ପଶ୍ଚିମବଙ୍ଗ ପହଞ୍ଚିଗଲା ଶବ । ପରେ ମୃତକଙ୍କ ପକେଟରୁ ଆଧାର କାର୍ଡ ଦେଖି ପୁଣି ଏମ୍ସକୁ ଫେରାଇ ଦିଆଗଲା ଶବ । ବିହାରର ରାଜା ସାହାଣୀ ୧୦ ଜଣ ସାଙ୍ଗଙ୍କ ସହ ଚେନ୍ନାଇ ଯାଉଥିବା ବେଳେ କରମଣ୍ଡଳ ଟ୍ରେନ ଦୁର୍ଘଟଣାର…

ଗାଁକୁ ଆସୁନି ପାଣି। ଗରା, ବାଲଟି ଧରି ରାସ୍ତାରୋକ କଲେ କରଞ୍ଜିଆ ବ୍ଲକର ବିଉଁରିଆ ଗ୍ରାମବାସୀ

କନକ ବ୍ୟୁରୋ: ପାଣି ପାଇଁ ରାସ୍ତାରୋକ୍ । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ ୨୨୦ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କଲେ ବିଉଁରିଆ ଗାଁର ଲୋକେ । ଦୀର୍ଘ ଦିନ ହେଲା ଗାଁରେ ପାଣି ସମସ୍ୟା ଲାଗି ରହିଛି । ଏନେଇ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି…

ବାହାନଗା ଟ୍ରେନ ଟ୍ରାଜେଡି: ୫୦ରୁ ଅଧିକ ମୃତକଙ୍କ ମିଳୁନାହିଁ ପରିଚୟ

କନକ ବ୍ୟୁରୋ: ବାହାନଗା ଟ୍ରେନ ଦୁର୍ଘଟଣାରେ ଏବେବି ୫୦ରୁ ଅଧିକ ମୃତକଙ୍କ ପରିଚୟ ମିଳିପାରିନାହିଁ । ଯେଉଁମାନଙ୍କ ପରିଚୟ ମିଳିଛି ସେମାନଙ୍କୁ ତୁରନ୍ତ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଉଛିି । ଏଥିସହ ଆହତଙ୍କୁ ମଧ୍ୟ ସହାୟତା ରାଶି ପ୍ରଦାନ କରଯାଉଛି । ଏବେ ସୁଦ୍ଧା ମୋଟ ୬୬୧ ମୃତକ…