ପ୍ରମାଣ ନଥାଇ ଅଭିଯୋଗ କରାଯାଉଛି, ସତ୍ୟାସତ୍ୟ ଯାଞ୍ଚ କରି ଖବର ପ୍ରସାରଣ କରାଯାଉ : ସଞ୍ଜୟ ନାୟକ

କନକ ବ୍ୟୁରୋ: ନିଜ ବିରୋଧରେ ଆସିଥିବା ଅଭିଯୋଗ ଖଣ୍ଡନ କଲେ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ । କହିଲେ ପ୍ରମାଣ ନଥାଇ ଅଭିଯୋଗ କରାଯାଇଛି । ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି ଖବର ପ୍ରସାରଣ କରାଯାଉ । ସେ ଏହା ମଧ୍ୟ କହିଛନ୍ତି ପୂର୍ବ ରାଗ ରଖି ଏଭଳି କରାଯାଉଛି । କିଛି ଝିଅଙ୍କ ପାଇଁ ପୂରା…

ଦେଶରେ ତିଆରି ହେବ ୫୦ ନୂଆ ମେଡିକାଲ କଲେଜ, ୧ ଲକ୍ଷ ପାର କରିବ ଏମବିବିଏସ ସିଟ୍ ସଂଖ୍ୟା।

କନକ ବ୍ୟୁରୋ: ଦେଶରେ ଆଗାମୀ ଦିନରେ ମେଡିକାଲ କଲେଜ ଏବଂ ଏମବିବିଏସ ସିଟ୍ ସଂଖ୍ୟା ବଢିବାକୁ ଯାଉଛି । କେନ୍ଦ୍ର ସରକାର ଚଳିତ ବର୍ଷ ୫୦ ନୂଆ ମେଡିକାଲ କଲେଜକୁ ଅନୁମତି ଦେଇଛନ୍ତି । ଏହି ତାଲିକାରେ ୩୦ଟି ସରକାରୀ ଏବଂ ୨୦ ବେସରକାରୀ ମେଡିକାଲ କଲେଜ ସାମିଲ ରହିଛି । ସେହିଭଳି ବର୍ତ୍ତମାନ ଥିବା…