ଓଡିଶାକୁ ଫେରିଲା କରୋନା । ଜଣେ କରୋନା ସଂକ୍ରମିତ ହେଲେ ଚିହ୍ନଟ । ସ୍ୱାସ୍ଥ୍ୟ ବିଭାଗର ସୂଚନା ।

କନକ ବ୍ୟୁରୋ: ଜଣେ କରୋନା ସଂକ୍ରମିତ ହେଲେ ଚିହ୍ନଟ । ଆକ୍ରାନ୍ତ ବ୍ୟକ୍ତି ଜଣ ସୁସ୍ଥ ଅଛନ୍ତି , ଡାକ୍ତରଖାନା ଯାଇନଥିବା ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ତେବେ ଦେଶକୁ ପୁଣି ଥରେ କରୋନାର ନୂୁଆ ଭାରିଆଣ୍ଟ ଆସିଥିବାବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ସବୁ ରାଜ୍ୟକୁ ଆଲର୍ଟ…

ସାରା ବିଶ୍ୱରେ ବଢ଼ୁଛି କରୋନା ମାମଲା । ସତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ମାସକରେ ବଢ଼ିଲାଣି ୫୨ ପ୍ରତିଶତ…

କନକ ବ୍ୟୁରୋ: କେରଳରେ ବଢ଼ୁଥିବା କରୋନା ସଂକ୍ରମଣ ଭାରତରେ ଚିନ୍ତା ବଢ଼ାଇଲାଣି । ହେଲେ ଏବେ କେବଳ ଭାରତର କରୋନା କେସ୍ ବଢ଼ୁ ନାହିଁ, ସାରା ବିଶ୍ୱରେ ମାମଲା ଦ୍ରୁତ ଗତିରେ ବଢ଼ିଚାଲିଛି । ବିଶ୍ୱରେ ଗୋଟିଏ ମାସରେ କୋଭିଡ କେସ୍ ୫୨ ପ୍ରତିଶତ ବଢ଼ିଛି । ଏହି ସମୟ ଭିତରେ ବିଶ୍ୱରେ ସାଢ଼େ ୮ ଲକ୍ଷ ନୂଆ…

ନିଆଁରେ ଜଳିଗଲା ବର୍ଷକର ଦାନା । ଖଳାରେ ପୋଡି ପାଉଁଶ ହେଲା ୭ ଏକର ଜମିର ଧାନ ହଳା । କଳାହାଣ୍ଡି ତେନ୍ତୁଳିଖୁଣ୍ଟିର…

କନକ ବ୍ୟୁରୋ: ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ଅମଳ ଧାନ । କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ତେନ୍ତୁଳିଖୁଣ୍ଟିର ଖଳାରେ ଥିବା ୭ ଏକର ଜମିରୁ ଅମଳ ଧାନ ଜଳି ପୋଡି ପାଉଁଶ । ଗାଁର ଝସକେତନ ଦୁର୍ଗର୍ା ଓ ଫକିର ଦୁର୍ଗା ଧାନ ଅମଳ କରି ଖଳାରେ ବିଡ଼ା ବାନ୍ଧି ରଖିଥିଲେ । ହେଲେ ହଠଶତ୍…

ସ୍ୱାମୀ ପକ୍ଷାଘାତରେ ଶଯ୍ୟାଶାୟୀ । ପରିବାର ପାଇଁ ମୋଟର ମେକାନିକ୍ ସାଜିଲେ ପୁନମ୍ । ନାରୀ ଜାତିକୁ ଦେଉଛନ୍ତି ବଞ୍ଚିବାର…

କନକ ବ୍ୟୁରୋ: ବେଳେ ବେଳେ ପରିସ୍ଥିତି ଏଭଳି ଭୟଙ୍କର ହୋଇ ସାମ୍ନାରେ ଛିଡା ହୁଏ ତାକୁ ଦେଖି ପ୍ରଥମେ ଭାରି ଡର ଲାଗିଲେ ବି ପର ସମୟରେ ସେଥିରୁ ବଞ୍ଚିବାର ସାହାସ ଯୋଗାଡ କରିହୁଏ । ସେ ପରିସ୍ଥିତିରେ ଦଳିମନ୍ଥି ହୋଇଗଲା ପରେ ଜୀବନ ଜିଇଁବାକୁ ଧୈର୍ଯ୍ୟ ଆଉ ସାହାସ ମିଳେ । ଏହାର ଉଦାହରଣ ହେଉଛନ୍ତି…

ଆତଙ୍କୀ ଆକ୍ରମଣ ପରେ ଏବେ ଜୋରଦାର ସର୍ଚ୍ଚ ଅପରେସନ୍ । ରଜୌରୀ ଓ ପୁଂଛରେ ତନ୍ନତନ୍ନ କରି ଖୋଜୁଛନ୍ତି ସୁରକ୍ଷାକର୍ମୀ, ୨…

କନକ ବ୍ୟୁରୋ: ଜମ୍ମୁକାଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରେ ୪ ଯବାନ ସହିଦ ହେବା ପରେ ଏବେ ସେଠାରେ ଜୋରଦାର ଖାନତଲାସି ଜାରି ରହିଛି । ପୁଂଚ ଓ ରାଜୌରିରେ ଏହି ତଲାସି ଚାଲିଛି । ସେଠାରେ ଏବେବି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି, ଆଉ ଆତଙ୍କୀଙ୍କୁ ଖୋଜି ନିପାତ କରିବାକୁ…

ପେଟର ଭୋକ ଆଗରେ ଫିକା ପଡୁଛି ହାଡଭଙ୍ଗା ଶୀତ । ଅନ୍ଧାର ରାତିରେ ନିଛାଟିଆ ରାସ୍ତାରେ ଯାତ୍ରୀଙ୍କୁ ଅପେକ୍ଷା କରି…

କନକ ବ୍ୟୁରୋ: ନିଛାଟିଆ ରାତି, ହାଡ଼ ଭଙ୍ଗା ଶୀତ । ନିରୋଳା ରାସ୍ତାରେ ଏକୁଟିଆ ମଣିଷ । ରିକ୍ସାଟିଏ ଧରି ବାଟୋଇ ଅନ୍ୱେଷଣରେ ଘୁରି ବୁଲୁଥିବା ଏହି ମଣିଷର ନାଁ ପଞ୍ଚୁ । ଶୀତୁଆ ରାତିରେ ବ୍ରହ୍ମପୁର ଷ୍ଟେସନ୍ ଆଗରେ ଯାତ୍ରୀଙ୍କୁ ଚାହିଁ ବସୁଥିବା ଜଣେ ରିକ୍ସା ଚାଳକ । ଶୀତ ସିନା ହାଡ଼କୁ ଭାଙ୍ଗି…