ଚନ୍ଦକା ରାସ୍ତାରୁ ବନ୍ଧୁକ ଦେଖାଇ ଯୁବକଙ୍କୁ ଅପହରଣ । ୨ ଘଣ୍ଟା ପରେ ପାତ୍ରପଡ଼ାରୁ ଉଦ୍ଧାର । ପ୍ରେମ ବ୍ୟାପାରକୁ ନେଇ…

କନକ ବ୍ୟୁରୋ: ବନ୍ଧୁକ ଦେଖାଇ ଯୁବକଙ୍କୁ ଅପହରଣ । ଭୁବନେଶ୍ୱର ଚନ୍ଦକା ରାସ୍ତାରୁ ଉଠାଇ ନେଲେ । ଅପହରଣ ପଛରେ ସାଙ୍ଗମାନଙ୍କର ସମ୍ପୃକ୍ତି ଥିବା ଜଣାପଡିଛି । ଦାରୁଠେଙ୍ଗର ଆଶିଷ କୁମାର ବେହେରାଙ୍କୁ ବୁଲିବା ବାହାନାରେ ତାଙ୍କ ସାଙ୍ଗମାନେ ଡାକି କାରରେ ବସାଇ ଥିଲେ । ଏହାପରେ ଅଧାବାଟରେ…

ଫିଲ୍ମ ପ୍ରଯୋଜକଙ୍କୁ ଗିରଫ କଲା ନୟାପଲ୍ଲୀ ପୋଲିସ । ଜମିଜମା ଠକେଇ ଅଭିଯୋଗରେ ଗିରଫ ।

କନକ ବ୍ୟୁରୋ: ଫିଲ୍ମ ପ୍ରଯୋଜକ ଗିରଫ । ଓଡ଼ିଶା ଫିଲ୍ମ ପ୍ରଯୋଜକ ସଚ୍ଚିକାନ୍ତ ଜେନାଙ୍କୁ ଗିରଫ କରିଛି ନୟାପଲ୍ଲୀ ପୁଲିସ । ଜମିଜମା ଠକେଇ ଅଭିଯୋଗ ମାମଲାରେ ସଚ୍ଚିକାନ୍ତ ଗିରଫ ହୋଇଛନ୍ତି । ଏମ୍ସ ନିକଟରେ ଜମି ଦେବାକୁ କହି ୨ ଲକ୍ଷ ଟଙ୍କା ଠକେଇ ଘଟଣାରେ ତାଙ୍କୁ ଗିରଫ କରାଯାଇଛି । ସଚ୍ଚିକାନ୍ତ…

ଓଡ଼ିଶା କ୍ରିକେଟରେ ପୁଣି ବୟସ ଜାଲିଆତି ମାମଲା । ସମ୍ପୃକ୍ତ ରଣଜୀ କ୍ରିକେଟର୍ ସୁମିତ୍ ଶର୍ମା ବହିଷ୍କୃତ ।

କନକ ବ୍ୟୁରୋ: ଓଡ଼ିଶା କ୍ରିକେଟରେ ପୁଣି ବୟସ ଜାଲିଆତି ମାମଲା । ବୟସରେ ଜାଲିଆତି କରିଥିବା ମାମଲାରେ ଓଡ଼ିଶା ରଣଜୀ କ୍ରିକେଟର୍ ସୁମିତ୍ ଶର୍ମା ବିଦା ହୋଇଛନ୍ତି । ବିଭିନ୍ନ ବୟସ ବର୍ଗ ପାଇଁ ଭିନ୍ନ ଭିନ୍ନ ସାର୍ଟିଫିକେଟ୍ ଦେବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ଭାରତୀୟ କ୍ରିକେଟ୍ ବୋର୍ଡ ।…

୨୦୩୦ ସୁଦ୍ଧା ପୂର୍ଣ୍ଣାଙ୍ଗ ରୂପ ପାଇବ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ । ଭିଜନ୍-୨୦୩୦ରେ ଆଗେଇ ଚାଲିବ…

କନକ ବ୍ୟୁରୋ: ୨୦୩୦ ସୁଦ୍ଧା ପୂର୍ଣ୍ଣାଙ୍ଗ ରୂପ ପାଇବ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ । ଭିଜନ୍-୨୦୩୦ ନକ୍ସା ଆଙ୍କି ସେହି କ୍ରମରେ ଚାଲିବ ପ୍ରକଳ୍ପ କାମ । ଓଡ଼ିଶା ସରକାରଙ୍କ ଇଡକୋ ପରିଚାଳନାରେ ଏହି କାମ ହେବ । ଗତକାଲି ବିଶ୍ୱବିଦ୍ୟାଳୟ ରଜତ ଜୟନ୍ତୀ ଓ ୨୫ ତମ ପ୍ରତିଷ୍ଠା ଦିବସ ସମାରୋହରେ…

ପଡିଶାରେ ଧରା ପଡିଲା ଓଡିଶା ଗଞ୍ଜେଇ । ଆନ୍ଧ୍ରରେ ଧରାପଡୁଥିବା ୮୦ ଭାଗ ଗଞ୍ଜେଇ ଓଡ଼ିଶାର ।

କନକ ବ୍ୟୁରୋ: ପଡିଶା ଆନ୍ଧ୍ରରେ ଧରା ପଡୁଛି ଓଡିଶା ଗଞ୍ଜେଇ । ଓଡିଶା ସୀମାନ୍ତବର୍ତ୍ତୀ ଆନ୍ଧ୍ରରେ କଡା କଡି ଧରପଗଡ ଓ ଅପରେସନ ପରିବର୍ତ୍ତନ ଯୋଗୁଁ ଦୁର୍ଗମ ଅଞ୍ଚଳରେ ଗଞ୍ଜେଇ ଚାଷ ଏକ ପ୍ରକାର କମି ଆସୁଥିବା ନେଇ ଆନ୍ଧ୍ର ପୁଲିସ ପକ୍ଷରୁ ସୁଚନା ଦିଆଯାଇଛି । ଓଡିଶାର ଗଞ୍ଜେଇ ମାଫିଆ ମାନେ…

ଦୁର୍ଦ୍ଦାନ୍ତ ଅପରାଧୀ ଈଶ୍ୱର ମହାଳିକଙ୍କୁ ବାନ୍ଧିଲା ପୋଲିସ । ବିଡିଓ ପରିଚୟ ଦେଇ କରୁଥିଲା ଲୁଟ୍ ।

କନକ ବ୍ୟୁରୋ: ବାଲେଶ୍ୱରର ଦୁର୍ଦ୍ଦାନ୍ତ ଅପରାଧୀ ଇଶ୍ୱର ମହାଳିକ ଗିରଫ । ତାର ସହଯୋଗୀକୁ ବି ବାନ୍ଧିଛି ବାଲେଶ୍ୱର ପୋଲିସ । ସେମାନଙ୍କ ନିକଟରୁ ବିଭିନ୍ନ ସ୍ଥାନରୁ ଚୋରୀ ହୋଇଥିବା ସାମଗ୍ରୀ, ଲୁଟ୍ ଟଙ୍କା, ଚୋରି କାମରେ ବ୍ୟବହାର ହେଉଥିବା ବାଇକ୍ ସହ ଖେଳନା ବନ୍ଧୁକ ଜବତ କରାଯାଇଛି । ଏନେଇ…