ଟଙ୍କା ପରେ ଆଇଟିକୁ ମିଳିଛି ସ୍ଥାବର, ଅସ୍ଥାବର ସମ୍ପତ୍ତିର ସୁରାକ୍  । ମଦ ମାଲିକଙ୍କ ଅଫିସରେ ଜବତ ହୋଇଛି ବେନାମୀ ଜମି…

କନକ ବ୍ୟୁରୋ: ମଦ ବ୍ୟବସାୟୀଙ୍କ ଘରୁ ପୁଳା ପୁଳା ଟଙ୍କା ବାହାରିବା ପରେ ଏବେ ସମ୍ପତ୍ତିକୁ ନେଇ ଖୋଳତାଡ୍ ଆରମ୍ଭ ହୋଇଛି । ମିଳିଥିବା ସୂଚନା ଅନୁସାରେ, ବିଭିନ୍ନ ସ୍ଥାନରେ ରେଡ୍ ବେଳେ ଆୟକର ବିଭାଗକୁ ମିଳିଛି, ବହୁ ସ୍ଥାବର , ଅସ୍ଥାବର ସମ୍ପତ୍ତିର ସୁରାକ୍ । ମଦ ବ୍ୟବସାୟୀଙ୍କ ଅଫିସରୁ ବହୁ…

ନଦୀକୁ ଡେଇଁ ପଡିଲେ ୬ ସାଇବର ଅପରାଧୀ । ପହଁରି ପହଁରି ଯାଇ ଗିରଫ କଲା ପୋଲିସ

କନକ ବ୍ୟୁରୋ: ସାଇବର୍‌ ଅପରାଧରେ ସମ୍ପୃକ୍ତ ବୋଲି ଅଭିଯୋଗ ହେଉଥିବା ୬ଜଣ ବ୍ୟକ୍ତି ଗିରଫଦାରି ଏଡ଼ାଇବା ଲାଗି ଅଳ୍ପ ଦିନ ତଳେ ଝାଡ଼ଖଣ୍ଡରେ ପ୍ରବାହିତ ଏକ ନଈକୁ ଡେଇଁ ପଡ଼ିଥିବା କଥା ପୁଲିସ କହିଛି। ସନ୍ଦିଗ୍ଧମାନଙ୍କୁ ଗିରଫ କରିବା ଲାଗି ପୁଲିସ ଅଧିକାରୀମା‌ନଙ୍କୁ ନଈପାରି ହେବକୁ ପଡ଼ିଥିଲା।…

ମଦ ବ୍ୟବସାୟୀଙ୍କ ଘରୁ ଜବତ ଡାଏରୀ ଓ ଲାପଟପ୍ । ମିଳିବ କି ଅମାପ ଟଙ୍କାର ସୁରାକ ?

କନକ ବ୍ୟୁରୋ: ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉବେଳେ ମିଳିଥିବା ଡାଏରୀ ଓ ଲାପଟପ୍ ଉପରେ ଏବେ ତଦନ୍ତକାରୀ ସଂସ୍ଥାର ନଜର । ବିପୁଳ ଟଙ୍କାର ଉତ୍ସ ଓ ଏହା କେଉଁଠିକୁ ଯାଇଛି ତାହାର ସୁରାକ ଏଥିରୁ ମିଳିପାରିବ ବୋଲି ଅନୁମାନ କରାଯାଉଛି । ରାଞ୍ଚିିରେ ସାଂସଦଙ୍କ ଘରେ ଚଢାଉ ସମୟରେ ୮ କୋଟି…

ଆଜିଠୁ ଆରମ୍ଭ ହେଉଛି ଦେବ ଦୀପାବଳି । ଲକ୍ଷାଧିକ ଦୀପରେ ଝଲସିବ ଶ୍ରୀକ୍ଷେତ୍ର ।

କନକ ବ୍ୟୁରୋ: ଆଜିଠାରୁ ଶ୍ରୀକ୍ଷେତ୍ରରେ ପାଳିତ ହେବ ଦେବ ଦୀପାବଳି । ତିନି ଦିନ ଧରି ପୁରୀରେ ଘରେ ଘରେ ହେବ ଦୀପ ପ୍ରଜ୍ୱଳନ । ଆସନ୍ତାକାଲି ବଡଦାଣ୍ଡରେ ହେବ ସମୂହ ଦୀପଦାନ । ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର ଓ ଛତିଶାନିଯୋଗ ପକ୍ଷରୁ ୧ ଲକ୍ଷ ଦୀପ ପ୍ରଜ୍ୱଳନ ହେବ । ଏଥିରେ ଭକ୍ତଙ୍କ ସହ…

ଶେଷ ହେଲା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଟସ ସଟଲ ୨.୦ । ଭାଗ ନେଇଥିଲେ ୨୧୯ ଦଳ ।

କନକ ବ୍ୟୁରୋ: ଶେଷ ହେଲା ବ୍ୟାଡମିଣ୍ଟନ ପ୍ରତିଯୋଗିତା ଲେଟସ୍ ସଟଲ ୨.୦ । ମଞ୍ଚେଶ୍ୱର ସ୍ଥିତ ରେଳବାଇ ଇନଡୋର ଷ୍ଟାଡିୟମରେ ଆୟୋଜିତ ଏହି ପ୍ରତିଯୋଗିତା ଶେଷ ହୋଇଛି । ପତିଯୋଗିତାରେ ଭାଗ ନେଇ କୋର୍ଟରେ ଦମ ଦେଖାଇଛନ୍ତି ସଟଲର । ଶେଷରେ ପ୍ରତିବର୍ଗରେ ଫାଇନାଲ ଟକ୍କର ହୋଇଛି । ଫାଇନାଲ ଲଢ଼େଇରେ…

ଧିରେ ଧିରେ ବଢୁଛି ଶୀତର ପ୍ରଭାବ । ୨୪ ଘଣ୍ଟାରେ ତିନି ଡିଗ୍ରୀ ଖସିଲା ରାତି ତାପମାତ୍ରା । ଆହୁରି ଖସିବ ପାରଦ ।

କନକ ବ୍ୟୁରୋ: ଧିରେ ଧିରେ ବଢୁଛି ଶୀତର ପ୍ରଭାବ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଦୁଇ ତିନି ଡିଗ୍ରୀ ଖସିଛି । ଓଡ଼ିଶାରେ ଲାଗିରହିଥିବା କୋହଲା ପାଗ ଛାଡିବା ପରେ ଶୀତ ବଢିବାରେ ଲାଗିଛି । ୧୪ ତାରିଖ ବେଳକୁ ରାଜ୍ୟ ଅଧିକାଂଶ ସହରର ତାପମାତ୍ରା ୧୫ ଡିଗ୍ରୀକୁ…