ଓଡ଼ିଶାରେ ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ମନୋଜ ଶଶୀଧର । ଖୋଲିପାରେ କିଛି ପୁରୁଣା ଫାଇଲ । ମଦ ବ୍ୟବସାୟୀଙ୍କ ଜବତ…

କନକ ବ୍ୟୁରୋ: ଭୁବନେଶ୍ୱରରେ ସିବିଆଇ ଅତିରିକ୍ତି ନିର୍ଦ୍ଦେଶକ ମନୋଜ ଶଶିଧର । ଓଡ଼ିଶା ଗସ୍ତର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଅତିରିକ୍ତ ନିର୍ଦ୍ଦେଶକଙ୍କ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି । ଖୋଲିପାରେ କିଛି ପୁରୁଣା ଫାଇଲ । ମଦ ବେପାରୀଙ୍କ ଠାରୁ ଆଇଟି ବିଭାଗ ଜବତ କରିଥିବା ବିପୁଳ ପରିମାଣର…

ରାଉରକେଲାରେ ନିୟନ୍ତ୍ରଣକୁ ଆସୁଛି କଲେରା ସ୍ଥିତି । ଆରଏମସି କମିଶନରଙ୍କ ସୂଚନା ।

କନକ ବ୍ୟୁରୋ: ଇସ୍ପାତ ନଗରୀ ରାଉରକେଲାରେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି କଲେରା । ଆରଏମ୍ସି କମିଶନର କହିଛନ୍ତି, ଏବେ ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି । ବିଭିନ୍ନ ହସ୍ପିଟାଲରେ ୫୩ ଜଣ ରୋଗୀ ଚିହ୍ନଟ ହୋଇଥିବା ସେ ସୂଚନା ଦେଇଛନ୍ତି । ପ୍ରତ୍ୟେକ ଦିନ ୫ ଶହ ପାଣି ନମୁନା…

ଉଦୟପୁର ବେଳାଭୂମିରେ ବଣଭୋଜି ମନା । ବନ ବିଭାଗର ଏଭଳି ନିଷ୍ପତ୍ତି ପରେ ଅଭିଯୋଗ କଲେ ସ୍ଥାନୀୟ ଲୋକେ ।

କନକ ବ୍ୟୁରୋ: ଉଦୟପୁର ବେଳାଭୂମିିରେ ବଣଭୋଜି ମନା । ବନ ବିଭାଗର ଏଭଳି ନିଷ୍ପତି ପରେ ବନପାଳଙ୍କ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଛନ୍ତି ସରପଞ୍ଚଙ୍କ ସହ ସ୍ଥାନୀୟ ଲୋକ । ସୂଚନା ଅନୁସାରେ ୨୦୨୧ ଫେବୃଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦୟପୁର ବେଳାଭୁମିକୁ ପର୍ଯ୍ୟଟନ ସ୍ଥଳୀର…

ନିଆଁ ପାଟିରେ ସ୍ୱାହା ହେଲା ଲକ୍ଷ ଲକ୍ଷ ଟଙ୍କାର ଅମଳ ଧାନ । ପାଉଁଶ ହେଲା  ଚାଷୀର ବର୍ଷକର ପରିଶ୍ରମ । ବୈପାରିଗୁଡ଼ା…

କନକ ବ୍ୟୁରୋ: ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ଅମଳ ଧାନ । ନିଆଁରେ ପୋଡ଼ି ପାଉଁଶ ହୋଇଗଲା ଚାଷୀର ବର୍ଷକର ପରିଶ୍ରମ । ୮ ଏକର ଜମିରୁ ଅମଳ ହୋଇଥିବା ଧାନ ଗଦାରେ ନିଆଁ ଲାଗିବାରୁ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଛି । ଆଉ ଏବେ ପରିବାର ପ୍ରତିପୋଷଣ ପାଇଁ ଚିନ୍ତାରେ ପଡ଼ିଛନ୍ତି…

ସ୍ୱାମୀ, ସ୍ତ୍ରୀଙ୍କ କଳିରେ ବଳି ପଡିଲେ ପଡୋଶୀ । ଝଗଡା ରୋକିବାରୁ ପିଟି ପିଟି ହତ୍ୟା କଲେ

କନକ ବ୍ୟୁରୋ: ସ୍ୱାମୀ-ସ୍ତ୍ରୀଙ୍କ କଳିକୁ ନେଇ ପ୍ରତିବାଦ କରିବାରୁ ଠେଙ୍ଗାରେ ପିଟି ପିଟି ହତ୍ୟା । କାମାକ୍ଷାନଗର ଥାନା ବାଉଁଶପାଳ ଶବର ସାହିରେ ଜଘନ୍ୟ ହତ୍ୟାକାଣ୍ଡ । ସୂଚନା ଅନୁସାରେ ଖବାର ଅଂଚଳର ନିର ଭୂତିଆ ବାଉଁଶପାଳ ନିଜ ଶ୍ୱଶୁର ଘରେ ରହୁଥଲେ । ଏହି ସମୟରେ ସେ ଓ ତାଙ୍କ ପତ୍ନୀଙ୍କ…

ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ସିପିଏମର ବିକ୍ଷୋଭ । ରାଜ୍ୟରେ ବିଭିନ୍ନ ଭତ୍ତାକୁ ବୃଦ୍ଧି ନେଇ…

କନକ ବ୍ୟୁରୋ: ବିଭିନ୍ନ ଦାବୀ ନେଇ ସିପିଏମ୍ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ବ୍ରହ୍ମପୁରଠାରେ ଥିବା ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବୃଦ୍ଧ, ବିଧବା ଓ ଅସହାୟ ମାନଙ୍କ ଭତ୍ତାକୁ ୫ଶହ ଟଙ୍କାରୁ ବୃଦ୍ଧି କରି ସର୍ବନିମ୍ନ ୩ହଜାର ଟଙ୍କା…