୨୦୫୦ ସୁଦ୍ଧା ୨୫୦ କୋଟି ଲୋକ ହୋଇପାରନ୍ତି ବଧିର । ବ୍ୟାପକ ଗବେଷଣା ପରେ ଚେତାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।

କନକ ବ୍ୟୁରୋ: ‘୨୦୫୦ ସୁଦ୍ଧା ୨୫୦ କୋଟି ଲୋକ ହେବେ ବଧିର’। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଚେତାବନୀ। ପ୍ରଥମ ଥର ପାଇଁ ଫ୍ରାନ୍ସରେ ଏହିପରି ଗବେଷଣା କରାଯାଇଛି, ଯାହା ପୁରା ବିଶ୍ୱବାସୀଙ୍କୁ ଚକିତ କରିଛି । ଏହି ଗବେଷଣାରେ ୧୮ ରୁ ୭୫ ବର୍ଷ ବୟସ ମଧ୍ୟରେ ୧୮୬,୪୬୦ ଲୋକ ସାମିଲ କରାଯାଇଥିଲା ।…

ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ । ଏନଡିଏ ରାଷ୍ଟ୍ରପତି ଭାବେ ସୁଯୋଗ…

କନକ ବ୍ୟୁରୋ: ଦିଲ୍ଲୀରେ ପହଁଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଆସନ୍ତା କାଲି ନାମାଙ୍କନ ପତ୍ର କରିବେ ଦାଖଲ । ଆତୃଣମୂଳ ସ୍ତରରୁ କାମ କରି ଜଣେ ଭଲ ରାଜନେତ୍ରୀ ଭାବେ ପରିଚୟ ସୃଷ୍ଟି କରିଛନ୍ତି ଦ୍ରୌପଦୀ ମୁର୍ମୁ । ଆଉ…

‘ଆମ ବିଧାୟକଙ୍କୁ ଅପହରଣ କରାଯାଇଛି’ । ବିଦ୍ରୋହୀ ବିଧାୟକଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିବା ପରେ କହିଲେ ସଞ୍ଜୟ ରାଉତ

କନକ ବ୍ୟୁରୋ: ମହାରାଷ୍ଟ୍ରରେ ରାଜନୀତିରେ ଜାରି ରହିଛି ହାଇଭୋଲ୍ଟେଜ୍ ଡ୍ରାମା । ଆଜି ମଧ୍ୟ କିଛି ବିଧାୟକ ଛତ୍ରଭଙ୍ଗ ଦେଇ ଏକନାଥ ସିନ୍ଦେଙ୍କ ପାଖକୁ ଗୌହାଟି ପଳାଇବାପରେ ତାତି ଉଠିଛନ୍ତି ଶିବସେନା ମୁଖପ୍ରାତ୍ର ସଞ୍ଜୟ ରାଉତ । ଏହା ଭିତରେ ସେଠିକାର ହୋଟେଲରେ ଥିବା ସମସ୍ତ ବିଧାୟକଙ୍କ ଫଟୋ ଓ…

ଋଣ ସୁଝିବାକୁ ପାକିସ୍ତାନର ବୁଝାମଣା । ଚୀନକୁ ଦାନ କରିବ ଗିଲଗିଟ୍ ବାଲିଷ୍ଟାନ୍ ।

କନକ ବ୍ୟୁରୋ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଲଗାତାର ଚୀନଠୁ ଋଣ ନେଇ ଚାଲିଛି । ଜୁନ୍ ୨୨ ତାରିଖରେ ପାକିସ୍ତାନ ଚୀନଠାରୁ ୨.୩ ମିଲିଅନ୍ ଡଲାରର ଋଣ ନେଇ ପରିଶୋଧ କରିପାରୁନାହିଁ । ତେଣୁ ଋଣ ସୁଝିବାକୁ ବାରମ୍ବାର ପାକିସ୍ତାନ ଉପରେ ଚାପ ପକାଉଛି ଚୀନ୍ । ତେଣୁ ଏବେ ବାଧ୍ୟ ହୋଇ…

ଭୂମିକମ୍ପରେ ଥରିଲା ନେପାଳ । ରିକ୍ଟର ସ୍କେଲରେ ତୀବ୍ରତା ୪.୩

କନକ ବ୍ୟୁରୋ: ଆଜି ସକାଳୁ ନେପାଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିବା ଜଣାପଡିଛି । ଭୂମିକମ୍ପର କେନ୍ଦ୍ରସ୍ଥଳୀ କାଠମାଣ୍ଡୁଠାରୁ ୧୬୧ କିଲୋମିଟର ଦୂରରେ ବୋଲି ଜଣାପଡିଛି । ତେବେ କେରଓି କ୍ଷୟକ୍ଷତିର ସୂଚନା ଏଯାଏଁ ମିଳିନାହିଁ । ବୁଧବାର…

ଉଦ୍ଧବ ଠାକରେଙ୍କ ବିରୋଧରେ ଇଡି ଯାଞ୍ଚ ଦାବି । ହାଇକୋର୍ଟରେ ପିଟିସନ୍ ଦାଖଲ ।

କନକ ବ୍ୟୁରୋ: ସମୟ ଯେତେ ଗଡୁଛି ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ସେତେ ବଢିବାରେ ଲାଗିଛି । ଏପରି ସ୍ଥିତିରେ ଭାରତୀୟ ଜନତା ପାର୍ଟିର ନେତା କିରିଟ ସୋମେୟା ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମ୍ପତ୍ତି ବିରୋଧରେ ଏକ ଜନସ୍ୱାର୍ଥ ମାମଲା ଦାଖଲ…