ରାଜ୍ୟର ସବୁ ନଦୀରେ ବଢୁଛି ଜଳସ୍ତର । ଚିନ୍ତାରେ ତଳିଆ ଅଞ୍ଚଳବାସୀ

କନକ ବ୍ୟୁରୋ: ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବ । ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଆଜି ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୭୦ରୁ ୨ ଶହ ମିଲିମିଟର ପର୍ଯ୍ୟନ୍ତ…

ଖୋଲିଲା ହୀରାକୁଦର ଆଉ ୪ ଗେଟ୍: ୨୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ, ତଳିଆ ଇଲାକାରେ ବନ୍ୟା ଭୟ

କନକ ବ୍ୟୁରୋ: ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ ଗେଟ୍ ।୨୪ଟି ଗେଟ୍ ଦେଇ ବନ୍ୟଜଳ ନିଷ୍କାସିତ । ବର୍ତ୍ତମାନ ଜଳସ୍ତର ରହିଛି ୬୧୬.୯୧ ଫୁଟ । ପ୍ରବେଶ କରୁଛି ୪ଲକ୍ଷ ୩୫ ହଜାର ୩୦୩ କ୍ୟୁସେକ୍ ଜଳ ।ନିଷ୍କାସିତ ହେଉଛି ୩ ଲକ୍ଷ ୪୯ ହଜାର ୩୦୩ କ୍ୟୁସେକ୍ ଜଳ । ହୀରାକୁଦ ୨୦ଟି ଗେଟ୍ ଖୋଲିବା ପରେ…

ଖୋଲୁଛି ଟ୍ରମ୍ପଙ୍କ ଘରେ ଚଢ଼ାଉ ରହସ୍ୟ । ହ୍ୱାଇଟ୍ହାଉସ ଛାଡିବାବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇ ଯାଇଥିବା ଅଭିଯୋଗ…

କନକ ବ୍ୟୁରୋ: ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଚଢଉର ରହସ୍ୟ ଖୋଲୁଛି । ଆଣବିକ ଅସ୍ତ୍ରଶସ୍ତ୍ର ସଂପର୍କିତ ଦସ୍ତାବିଜ୍ ଏଫ୍ବିଆଇର ଅଧିକାରୀମାନେ ଖୋଜୁଥିଲେ । ସେମାନେ ଏହି ଦସ୍ତାବିଜ୍ ପାଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ୨୦୨୧ ଜାନୁଆରୀରେ ଟ୍ରମ୍ପ…

ଘରଭଡା ଉପରେ ଦେବାକୁ ପଡିବ ୧୮ପ୍ରତିଶତ ଜିଏସଟି । ୧୮ତାରିଖରୁ ନିୟମ ଲାଗୁ । ଜାଣନ୍ତୁ ପୁରା ବିବରଣୀ

କନକ ବ୍ୟୁରୋ: ଏଣିକି ଘର ଭଡା ଉପରେ ଦେବାକୁ ପଡିବ ଜିଏସଟି । ଅଗଷ୍ଟ ୧୮ ତାରିଖରୁ ଏହି ନିୟମ ଲାଗୁ ହେବ । ଜିଏସଟି ପରିଷଦର ୪୭ ତମ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି । ଏହି ସୂଚନା ଦିଆଯିବା ପରେ ଲୋକଙ୍କ ମନରେ ଛନକା ପଶିଛି । ହେଲେ ଲୋକଙ୍କ ମନରୁ ଦ୍ୱନ୍ଦ୍ୱ ଦୂର କରିବାକୁ ସରକାରଙ୍କ…

ବିହାରରେ ପୁଣି ମଦ ମୃତ୍ୟୁ: ବିଷାକ୍ତ ମଦ ପିଇ ୭ ମୃତ, ଏକାଧିକ ଗୁରୁତର

କନକ ବ୍ୟୁରୋ: ବିହାରରେ ଥରକୁ ଥର ମଦ ମୃତ୍ୟୁ ଘଟଣା ସାମନାକୁ ଆସୁଛି । ଚୋରା ମଦ ଯୋଗୁଁ ମୃତ୍ୟୁ ଘଟଣା ବନ୍ଦ ହେବାର ନାମ ନେଉନାହିଁ । ମଦ ତିଆରି, ବିକ୍ରୟ, ପିଇବା ରାଜ୍ୟରେ ବେଆଇନ ଅଟେ । ତଥାପି, ବିଷାକ୍ତ ମଦ ପିଇ ମୃତ୍ୟୁ ପ୍ରକ୍ରିୟା ବନ୍ଦ ହେଉନାହିଁ । ଏବେ ପୁଣି ଥରେ ସରନ ଜିଲାରେ…

ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଆରମ୍ଭ କରିବ ନୂଆ ବିବାହ ଯୋଜନା: ନବ ବିବାହିତଙ୍କୁ ଦିଆଯିବ ଗିଫ୍ଟ

କନକ ବ୍ୟୁରୋ: ପରିବାର ନିୟୋଜନ ପାଇଁ ରାଜ୍ୟ ସରକାରଙ୍କ ନିଆରା ପଦକ୍ଷେପ । ବିବାହ ବେଳେ ଉପହାର ଦେବେ ସରକାର । ନବଦମ୍ପତିଙ୍କୁ ୱେଡିଂ କିଟ୍ ଦେବ ସ୍ୱାସ୍ଥ୍ୟ ବିଭାଗ । ଏହି କିଟ୍ରେ ରହିବ ଫ୍ୟାମିଲି ପ୍ଲାନିଂ ବା ପରିବାର ନିୟୋଜନ ପାଇଁ ପୁସ୍ତିକା ଏବଂ ଓରାଲ୍ କଂଟ୍ରାସେପ୍ଟିଭ୍ । ଏହା ସହ…