ରୁସଦିଙ୍କ ଆକ୍ରମଣକୁ ନିନ୍ଦା କରିବାରୁ ଲେଖିକାଙ୍କୁ ହତ୍ୟା ଧମକ, ଦୁର୍ବୃତ୍ତ ଲେଖିଲେ ଏପରି କଥା ।

କନକ ବ୍ୟୁରୋ: ଆମେରିକାରେ ବିଶିଷ୍ଟ ଔପନ୍ୟାସିକ ସଲମାନ ରୁଶଦିଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିବାକୁ ପ୍ରଖ୍ୟାତ ଲେଖିକା ଜେକେ ରାଉଲିଙ୍ଗଙ୍କୁ ହତ୍ୟା ଧମକ। ଟ୍ୱିଟରରେ ଲେଖିକାଙ୍କୁ ହତ୍ୟା ଧମକ ଦିଆଯାଇଥିବା ବେଳେ ୫୭ ବର୍ଷୀୟା ଲେଖିକା ରାଉଲିଂ ଟ୍ୱିଟରରେ ହତ୍ୟା ଧମକର ସ୍କ୍ରିନଶଟ୍…

ସବୁଠୁ ଶସ୍ତା ବିମାନ ସେବା ଦେବାକୁ ସ୍ୱପ୍ନ ଦେଖିଥିଲେ ଝୁନଝୁନୱାଲା । ସପ୍ତାହକ ପୂର୍ବରୁ ଉଡାଣ ଭରିଥିଲା ଆକାଶା

କନକ ବ୍ୟୁରୋ: ଅସମୟରେ ଆଖି ବୁଜିଲେ ଦେଶର ପ୍ରଖ୍ୟାତ ନିବେଶକ ରାକେଶ ଝୁନଝୁନୱାଲା । ହେଲେ ଆର ପାରିକୁ ଯିବା ପୂର୍ବରୁ ନିଜର ବହୁ ପ୍ରତୀକ୍ଷିତ ସ୍ୱପ୍ନକୁ ସାକାର କରିଯାଇଛନ୍ତି । ଦେଶକୁ ଶସ୍ତାରେ ବିମାନ ସେବା ଯୋଗାଇବାକୁ ସ୍ୱପ୍ନ ଦେଖିଥିଲେ ଝୁନଝୁନୱାଲା , ଆଉ ମାତ୍ର ସପ୍ତାହକ ପୂର୍ବରୁ…

ଯେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଭେଟିଥିଲେ ବିଗ୍ ବୁଲ ଝୁନଝୁନୱାଲା, ଚର୍ଚ୍ଚାରେ ଥିଲା ତାଙ୍କ ସାର୍ଟ

କନକ ବ୍ୟୁରୋ: ସେୟାର ମାର୍କେଟର ବିଗ୍ ବୁଲ ଭାବେ ଜଣାଶୁଣା ନିବେଶକ ରାକେଶ ଝୁନଝୁନୱାଲାଙ୍କର ୬୨ ବର୍ଷ ବୟସରେ ନିଧନ ହୋଇଛି । ତାଙ୍କର ପରଲୋକରେ ସାରା ଦେଶକୁ ଝଟକା ଲାଗିଛି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ନେତା, ମନ୍ତ୍ରୀ, ବ୍ୟବସାୟୀ ସବୁ ବର୍ଗର ମାନ୍ୟଗଣ୍ୟ ବ୍ୟକ୍ତି ଶୋକବ୍ୟକ୍ତ…

ଦୁର୍ଘଟଣାରେ ଶିବସଂଗ୍ରାମ ପାର୍ଟିର ପୂର୍ବତନ ବିଧାୟକ ମୃତ । ଅଙ୍ଗରକ୍ଷୀ, ଡ୍ରାଇଭର ମଧ୍ୟ ଗୁରୁତର

କନକ ବ୍ୟୁରୋ: କାର ଧକ୍କାରେ ପୂର୍ବତନ ବିଧାୟକଙ୍କ ମୃତ୍ୟୁ । ଶିବସଂଗ୍ରାମ ପାର୍ଟିର ପୂର୍ବତନ ବିଧାୟକ ବିନାୟକ ମେଟେ ତାଙ୍କ କାରରେ ବିଡରୁ ମୁମ୍ବାଇ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇ ଗୁରୁତର ହୋଇପଡିଥିଲେ । ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ବି ସେଠାରେ…

କମନ ୱେଲଥ ଗେମ୍ ମେଡ଼ାଲ ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ । ଖେଳାଳିଙ୍କୁ ଜଣାଇଲେ ଶୁଭେଚ୍ଛା

କନକ ବ୍ୟୁରୋ: କ୍ରୀଡ଼ା କ୍ଷେତ୍ରରେ ଭାରତରେ ସୁବର୍ଣ୍ଣ ଯୁଗ ଚାଲିଛି ବୋଲି ଆଜି ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଥିବା ଭାରତୀୟ ଖେଳାଳିମାନଙ୍କୁ ନିଜ ବାସଭବନରେ ଆପ୍ୟାୟନ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଦେଶ ୭୫ତମ ସ୍ବାଧୀନତା ଦିବସ ପାଳନ…

ଖୋଲିଲା ଆଉ ୪ ଗେଟ୍ । ମୋଟ୍ ୨୮ ଗେଟରେ ନିଷ୍କାସିତ ହେଉଛି ବନ୍ୟାଜଳ, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

କନକ ବ୍ୟୁରୋ: ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍ । ଏବେ ସୁଦ୍ଧା ମୋଟ୍ ୨୮ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଏହାସହ ଡ୍ୟାମରେ ବର୍ତ୍ତମାନର ଜଳସ୍ତର ୬୧୭.୦୮ ଫୁଟ୍ ରହିଛି । ଫଳରେ ମହାନଦୀରେ ସ୍ୱଳ୍ପ ଧରଣର ବନ୍ୟା ଆଶଙ୍କା । ଯଦି ଉପର ମୁଣ୍ଡରେ ବର୍ଷା ଲାଗି ରହେ ଏବଂ ଓଡ଼ିଶାରେ ମଧ୍ୟ…