ଶ୍ରୀଜିଉଙ୍କ ନିଳାଦ୍ରୀବିଜେ । କିପରି ମା’ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ?

ନିଳାଦ୍ରୀ ବିଜେ: ନିଳାଦ୍ରୀ ବିଜେ ହେଉଛି ଘୋଷ ଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ଆସି ପୁଣିଥରେ ଶ୍ରୀମନ୍ଦିରକୁ ଫେରିବାର ପର୍ବ । ଘୋଷ ଯାତ୍ରା ପରି ନିଳାଦ୍ରୀ ବିଜେ ସମାରୋହ ଅତିବ ଆକର୍ଷଣୀୟ ଓ ମନୋରମ । ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ହୁଏ ଅଭିନବ ରୀତି: ନିଳାଦ୍ରୀ ବିଜେ ସମୟରେ ଆଗରେ ବଡ…

ଗୁଣ୍ଡିଚା ଘରୁ ପୁଣି ବଡ ଦେଉଳକୁ ଲେଉଟାଣି । ଶ୍ରୀଜିଉଙ୍କ ବାହୁଡା ଯାତ୍ରା

ବାହୁଡା ଯାତ୍ରା: ରଥଯାତ୍ରା ପରେ ଆଷାଢ଼ ଶୁକ୍ଳପକ୍ଷ ଦଶମୀକୁ ବାହୁଡ଼ା ଦଶମୀ ବୋଲି ମଧ୍ୟ କୁହାଯାଏ । ଏହି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁ ରଥରେ ଗୁଣ୍ଡିଚା ଘରୁ ପୁଣିଥରେ ବଡ଼ ଦେଉଳକୁ ଫେରନ୍ତି, ଏହି ଫେରନ୍ତା ଯାତ୍ରାକୁ ବାହୁଡ଼ା ଯାତ୍ରା କୁହାଯାଏ । ଶ୍ରୀଜିଉମାନଙ୍କର ଫେରନ୍ତା ରଥଯାତ୍ରାକୁ…

ବୁଲି ବୁଲି ବେପାର କରନ୍ତି ବାପା । ଦୁଃଖ ଦୂର କଲେ ଦୁଇ ଝିଅ

କନକ ବ୍ୟୁରୋ: ପ୍ରକାଶ ପାଇଛି ଝାଡଖଣ୍ଡ ଦଶମ ବୋର୍ଡ ପରୀକ୍ଷା ଫଳ । ଏଥିରେ ଟପ୍ପର ହୋଇଛନ୍ତି ଦୁଇ ଝିଅ । ଆପଣ ଭାବୁଥିବେ ଏପରି ଖବର ତ ଆଗରୁ ବି ଆସିଛି । ଏଥିରେ ନୂଆ କ’ଣ । କଥା ହେଉଛି ଦୁଇ ଛାତ୍ରୀ ତାନିଆ ଶାହ ଓ ନିତୁ କୁମାରୀ ଅତି ଗରୀବ ପରିବାରର । ଅନେକ ପ୍ରତିକୂଳ ସ୍ଥିିତି ଓ ସଂଘର୍ଷ…

ଏଲନ୍ ମସ୍କଙ୍କ ଟ୍ରାନ୍ସଜେଣ୍ଡର ସନ୍ତାନଙ୍କ ଆବେଦନ । ପରିଚୟ ବଦଳାଇବାକୁ ବାପା ଏଲନଙ୍କଠାରୁ ତୁଟାଇବାକୁ ଚାହାଁନ୍ତି…

କନକ ବ୍ୟୁରୋ: ସବୁବେଳେ ବିଶ୍ୱ ବ୍ୟବସାୟରେ ଚର୍ଚ୍ଚାରେ ରହିଆସୁଥିବା ଏଲନ୍ ମସ୍କ ଏବେ ନିଜ ସନ୍ତାନଙ୍କୁ ନେଇ ଚର୍ଚ୍ଚାରେ । କାରଣ ଟେସ୍ଲାର ସିଇଓ ଏଲନ୍ ମସ୍କଙ୍କ ପୁଅ ନିଜର ଜେଣ୍ଡର ପରିବର୍ତ୍ତନ କରି ଏବେ ଝିଅ ହୋଇଯାଇଛନ୍ତି । ଏବେ ସିଏ ପୁଅରୁ ଝିଅ ହୋଇଛନ୍ତି । ନିଜର ନୂଆ ପରିଚୟ ପାଇଁ ସେ…

ତୁର୍କୀ ଏବେ କରିବାକୁ ଯାଉଛି ବଡ ଡିଲ । ଭାରତ ଗହମକୁ ଖରାପ କହି ଫେରାଇଦେବା ପରେ ଏବେ କାହା ସହ କରୁଛି ଡିଲ୍?

କନକ ବ୍ୟୁରୋ: ନିକଟରେ ଭାରତର ଗହମକୁ ଖରାପ, ସଢା ଓ ଭୂତାଣୁ ସ୍ରଂକମିତ କହି ଫେରାଇ ଦେଇଥିବା ତୁର୍କୀ ଏବେ କରିବାକୁ ଯାଉଛି ଏକ ବଡ ଡିଲ । ଏଠାରେ ଖାଦ୍ୟ ସଙ୍କଟ ସୃଷ୍ଟି ହେବା ଆଶଙ୍କା କରି ଏବେ ୟୁକ୍ରେନ ସହ ଗହମ କିଣିବାକୁ ଆରମ୍ଭ କରିଛି ଜୋରସୋର ପ୍ରସ୍ତୁତି । ୟୁକ୍ରେନ ଠାରୁ ୨୫ ପ୍ରତିଶତ…

ଫ୍ରାନ୍ସରେ ୨୫% ପ୍ରତିଶତ ଲୋକ ବଧିର । ୨୦୫୦ ସୁଦ୍ଧା ୨୫୦ କୋଟି ଲୋକ ବଧିର ହୋଇପାରନ୍ତି  । ଜାଣନ୍ତୁ ଏହାର କାରଣ

କନକ ବ୍ୟୁରୋ: ପ୍ରଥମ ଥର ପାଇଁ ଫ୍ରାନ୍ସରେ ଏହିପରି ଗବେଷଣା କରାଯାଇଛି, ଯାହା ପୁରା ବିଶ୍ୱବାସୀଙ୍କୁ ଚକିତ କରିଛି । ଏହି ଗବେଷଣାରେ ୧୮ ରୁ ୭୫ ବର୍ଷ ବୟସ ମଧ୍ୟରେ ୧୮୬,୪୬୦ ଲୋକ ସାମିଲ କରାଯାଇଥିଲା । ଗବେଷଣା ଅନୁଯାୟୀ, ଜୀବନଶୈଳୀ, ସାମାଜିକ ବିଚ୍ଛିନ୍ନତା, ଅବସାଦ ଏବଂ ଉଚ୍ଚସଂଗୀତର…