Daily Archives

May 31, 2024

କାଲିଠୁ ଟିଟ୍ୱେଣ୍ଟି ମହାସମର: ପ୍ରଥମ ମ୍ୟାଚରେ ଆମେରିକା କାନାଡ଼ା ଟକ୍କର

କନକ ବ୍ୟୁରୋ: ଆସନ୍ତାକାଲିଠୁ ଟି ୨୦ ବିଶ୍ୱକପ ଅଭିଯାନ କରିବ ଟିମ୍ ଇଣ୍ଡିଆ । ଜୁନ୍ ପହିଲାରେ ଭାରତର ଏକମାତ୍ର ଅଭ୍ୟାସ ମ୍ୟାଚ୍ ବାଂଲାଦେଶ ବିପକ୍ଷ ଖେଳିବାକୁ ଯାଉଛି । ଆଭିଯାନ ଆରମ୍ଭ ପୂର୍ବରୁ ଭାରତୀୟ କ୍ରିକେଟର୍ ମାନେ ନ୍ୟୁୟର୍କରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଜୁନ ୫ରେ ଭାରତ ଏହାର…

ବ୍ରିଟେନରୁ ଫେରିଲା ଭାରତ ସୁନା: ୧ ଲକ୍ଷ କେଜି ସୁନା ଫେରାଇ ଆଣିଲା ଆରବିଆଇ

କନକ ବ୍ୟୁରୋ: ବ୍ରିଟେନ୍ ବ୍ୟାଙ୍କରେ ଥିବା ୧୦୦ ଟନ୍ରୁ ଅଧିକ ସୁନା ଭାରତ ଫେରାଇ ଆଣିଛି ରିଜର୍ବ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଭାରତର ସୁନା ଭଣ୍ଡାରରେ ଏହି ସୁନାକୁ ସାଇତିକି ରଖା ଯାଇଛି । ଆଗାମୀ ମାସରେ ଏତିକି ପରିମାଣର ଆହୁରି ସୁନା ଫେରାଇ ଆଣିବାକୁ ଯୋଜନା କରିଛି ଆରବିଆଇ । ଦେଶରେ ଆର୍ଥିକ…

ଟଙ୍କା ବଣ୍ଟା ଅଭିଯୋଗକୁ ନେଇ ବାଲେଶ୍ୱର ରେମୁଣାରେ ଉତ୍ତେଜନା: ମିଶନ ଶକ୍ତି ଭବନରେ ଏସଏଚଜି ମହିଳା ବାଣ୍ଟୁଥିଲେ ଟଙ୍କା

କନକ ବ୍ୟୁରୋ: ଟଙ୍କା ବଂଟା ଅଭିଯୋଗକୁ ନେଇ ବାଲେଶ୍ୱର ରେମୁଣାରେ ଉତେଜନା । ରେମୁଣା ମିଶନ ଶକ୍ତି ଭବନ ପରିସରରେ କିଛି ଏସଏଚଜି ମହିଳା ଟଙ୍କା ବାଂଟୁଥିବା ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଂଚିବା ପରେ ଉତେଜନା ଦେଖା ଦେଇଛି । ଭୋଟ୍ ରାଜନୀତିକୁ ପ୍ରଭାବିତ କରିବା ପାଇଁ ଏସଏଚଜି…

୬ଦିନିଆ ପୁଲିସ ରିମାଣ୍ଡରେ ପ୍ରଜ୍ୱଳ ରେଭାନ୍ନା: ଗତକାଲି ଗିରଫ ପରେ ଆଜି କୋର୍ଟରେ ହୋଇଥିଲେ ହାଜର

କନକ ବ୍ୟୁରୋ: ଅଶ୍ଳୀଳ ଭିଡିଓ ସ୍କାଣ୍ଡାଲ ମାମଲାରେ କୋର୍ଟରେ ହାଜର ହେବା ପରେ ୬ଦିନିଆ ପୁଲିସ ରିମାଣ୍ଡରେ ଗଲେ ପ୍ରଜ୍ୱଳ ରେଭାନ୍ନା । ଗତକାଲି ବିଳମ୍ବିତ ରାତିରେ ଗିରଫ ପରେ ତାଙ୍କୁ ଡାକ୍ତରୀ ଯାଂଚ ପାଇଁ ପଠାଯାଇଥିଲା ପରେ କୋର୍ଟରେ ହାଜର ହୋଇଥିଲେ । ୩୫ଦିନ ଛକାପଂଝା ପରେ ଗତକାଲି ବିଳମ୍ବିତ…

ଜେଲ ଫେରିବା ପୂର୍ବରୁ ଭାବବିହ୍ୱଳ କେଜ୍ରିୱାଲ: ବୃଦ୍ଧ ବାପା, ମାଙ୍କ ଯତ୍ନ ନେବାକୁ ଭିଡିଓ ବାର୍ତ୍ତାରେ…

କନକ ବ୍ୟୁରୋ: ଜେଲ ଫେରିବା ପୂର୍ବରୁ ଦିଲ୍ଲୀବାସୀଙ୍କୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବାର୍ତା । ଦିଲ୍ଲୀବାସୀଙ୍କୁ ସମ୍ବୋଧିତ କରି କେଜ୍ରିୱାଲ କହିଛନ୍ତି ଯେ ଜୁନ ୨ରେ ତାଙ୍କୁ ପୁଣି ଜେଲ ଯିବାକୁ ପଡିବ । ତାଙ୍କ ବୃଦ୍ଧ ବାପା ମା ଓ ପରିବାରର ଯତ୍ନ ନେବାକୁ ଦିଲ୍ଲୀବାସୀଙ୍କୁ ଅନୁରୋଧ…

୪୫ଘଂଟିଆ ଧ୍ୟାନରେ ପ୍ରଧାନମନ୍ତ୍ରୀ: କନ୍ୟାକୁମାରୀ ବିବେକାନନ୍ଦ ରକ ମେମୋରିଆଲରେ ଧ୍ୟାନ ଜାରି

କନକ ବ୍ୟୁରୋ: ଯେଉଁ ସ୍ଥାନରେ ଦିନେ ସ୍ୱାମୀ ବିବେକାନନ୍ଦ ବସି ଲଗାତାର ୩ ଦିନ ଧରି ଧ୍ୟାନ କରିଥିଲେ, ସେହି ସ୍ଥାନରେ ବସି ଧ୍ୟାନ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଲୋକସଭା ନିର୍ବାଚନ ପାଇଁ ପ୍ରଚାର ସରିବା ପରେ କନ୍ୟାକୁମାରୀରେ ପହଁଚି ବିବେକାନନ୍ଦ ରକ୍ ମେମୋରିଆଲରେ ଧ୍ୟାନ କରୁଛନ୍ତି…