Daily Archives

May 28, 2024

ବିଜେପିକୁ ନବୀନଙ୍କ ନିନ୍ଦା: କହିଲେ, କର୍ଣ୍ଣାଟକ, ତେଲେଙ୍ଗାନା, ହିମାଚଳ ପରି ଓଡିଶାରେ ବି ବିଜେପିର ସରକାର ଗଢିବା…

କନକ ବ୍ୟୁରୋ: ବିଜେପିକୁ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପିର କ୍ୟାବିନେଟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ କଲେ କଟାକ୍ଷ । କହିଲେ ବିଜେପିର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଅତିଥି ହୋଇ ଆସୁଛନ୍ତି । ସେମାନେ ଅପଶବ୍ଦ ବ୍ୟବହାର କରିବେନି ବୋଲି ଆଶା କରୁଛି । ଓଡିଶାର ଲୋକ ଏଭଳି…

ଶ୍ରୀମନ୍ଦିର ହୁଣ୍ଡିରୁ ବାହାରିଲା ୧ କେଜିରୁ ଅଧିକ ସୁନା: ପ୍ରଥମଥର ପାଇଁ ଶ୍ରୀମନ୍ଦିର ହୁଣ୍ଡିରୁ ଏତେ ପରିମାଣର ସୁନା…

କନକ ବ୍ୟୁରୋ: ଶ୍ରୀମନ୍ଦିର ହୁଣ୍ଡିରୁ ବାହାରିଲା ୧ କିଲୋରୁ ଅଧିକ ସୁନା । ଆଜି ହୁଣ୍ଡିରୁ ବାହାରିଲା ୧ କିଲୋ ୮୦୦ ମିଲିଗ୍ରାମ ସୁନା । ପ୍ରଥମଥର ପାଇଁ ଶ୍ରୀମନ୍ଦିର ହୁଣ୍ଡିରୁ ଏତେ ପରିମାଣର ସୁନା ବାହାରିଥିବା କୁହାଯାଉଛି । ତେବେ କିଏ ସେହି ଭକ୍ତ, ଯିଏ ଏହି ସୁନା ଦାନ କରିଛନ୍ତି, ତାହା…

ଓଡିଶା ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ୩ ନିର୍ଦ୍ଦେଶ ଦେଲେ ଇସିଆଇ: ଆଇପିଏସ ଡିଏସ କୁଟ୍ଟେଙ୍କୁ ନିଲମ୍ବନ ନିର୍ଦ୍ଦେଶ

କନକ ବ୍ୟୁରୋ: ଓଡିଶା ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଇସିଆଇଙ୍କ ୩ ନିର୍ଦ୍ଦେଶ । ଆଇପିଏସ ଡିଏସ କୁଟ୍ଟେଙ୍କୁ ନିଲମ୍ବନ ନିର୍ଦ୍ଦେଶ । ପ୍ରଶାନ୍ତ ଜଗଦ୍ଦେବ ମାମଲାରେ ତୁରନ୍ତ ତଦନ୍ତ ନିର୍ଦ୍ଦେଶ । ସେହିପରି ଆଇପିଏସ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ନିର୍ଦ୍ଦେଶ । ଇସିଆଇ ସସପେଣ୍ଡ…

କିଏ ହେବେ ଟିମ୍ ଇଣ୍ଡିଆର ପରବର୍ତ୍ତୀ କୋଚ୍? ବିସିସିଆଇ ପାଖରେ ୩ ହଜାରରୁ ଅଧିକ ଆବେଦନ

କନକ ବ୍ୟୁରୋ: ସରିଲା ଡେଡଲାଇନ୍, କିଏ ହେବେ ଟିମ୍ ଇଣ୍ଡିଆର ନୂଆ କୋଚ୍ । ଟି-୨୦ ବିଶ୍ୱକପ ପରେ ସରୁଛି କୋଚ୍ ରାହୁଲ ଦ୍ରବିଡଙ୍କ କାର୍ଯ୍ୟକାଳ । ନୂତନ କୋଚ୍ ଚୟନ ପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ମୁଖ୍ୟ ପ୍ରଶିକ୍ଷକ ପାଇଁ ବିସିସିଆଇକୁ ଆସିଛି ୩୦୦୦ରୁ ଅଧିକ ଆପ୍ଲିକେସନ୍ । ସେପଟେ ଗୌତମ…

ବିଟ୍ରେନର ବରିଷ୍ଠ ବୈଜ୍ଞାନିକ ସାର ପାଟ୍ରିକ ଭାଲାନ୍ସଙ୍କ ବଡ ଦାବି: ଖୁବ ଶୀଘ୍ର ବିଶ୍ୱ ଦେଖିପାରେ ଆଉ ଏକ ମହାମାରୀ

କନକ ବ୍ୟୁରୋ: ବ୍ରିଟେନର ପୂର୍ବତନ ବରିଷ୍ଠ ବୈଜ୍ଞାନିକ ସାର ପାଟ୍ରିକ ଭାଲାନ୍ସଙ୍କ ସର୍ତକବାଣୀ । ଖୁବ ଶିଘ୍ର ବିଶ୍ୱ ନୂଆ ଏକ ମହାମାରୀର ସମ୍ମୁଖୀନ ହେବା ନେଇ ସର୍ତକ କରାଇଛନ୍ତି ବ୍ରିିଟେନ ବୈଜ୍ଞାନିକ । ଏବେଠୁ ହିଁ ଏହାର ମୁକାବିଲା ପାଇଁ ସମସ୍ତ ଦେଶ ପ୍ରସ୍ତୁତ ରହିବା ଜରୁରୀ ବୋଲି ଭାଲାନ୍ସ…

ଉତ୍ତରପୂର୍ବ ଭାରତରେ ବାତ୍ୟା ରେମାଲର ବଡ ପ୍ରଭାବ: ମଣିପୁର, ଆସାମ, ମେଘାଳୟରେ ଭୁସ୍ଖଳନ ସାଙ୍ଗକୁ ବନ୍ୟା

କନକ ବ୍ୟୁରୋ: ବାତ୍ୟା ରେମାଲର ବଡ ପ୍ରଭାବ ଉତର ଭାରତରେ ଦେଖିବାକୁ ମିଳିଛି । ମଣିପୁର, ମିଜୋରମ, ଆସାମ, ଅରୁଣାଚଳପ୍ରଦେଶର ବିଭିନ୍ନ ସ୍ଥାନରେ ଭୁସ୍ଖଳନ ଘଟଣା ସାମ୍ନାକୁ ଆସିଛି । ଏଥିସହ ବିଭିନ୍ନ ସ୍ଥାନରେ ଦେଖାଦେଇଛି ବନ୍ୟା । ସେପଟେ ମିଜୋରମର ଏକ ପଥରଖଣିରେ ଭୁସ୍ଖଳନ ଯୋଗୁଁ ୧୬ରୁ ଅଧିକ…