Daily Archives

May 27, 2024

ଏଥର ଜଳେଶ୍ୱର ଜିତିବ କିଏ? ତିନି ପ୍ରମୁଖ ରାଜନୈତିକ ଦଳର ଲଢେଇ । ପ୍ରତିଶ୍ରୁତି ଦେଉଛନ୍ତି ବିଜେଡି-ବିଜେପି ଓ କଂଗ୍ରେସ…

କନକ ବ୍ୟୁରୋ: ଓଡିଶାର ଏକ ସଚେତନ ଓ ଗୁରୁତ୍ୱପୁର୍ଣ୍ଣ ନିର୍ବାଚନ ମଣ୍ଡଳୀ ହେଉଛି ଜଳେଶ୍ୱର । ଏହି ନିର୍ବାଚନ ମଣ୍ଡଳୀରେ ରାଜନୈ÷ତିକ ବାତାବରଣ ସବୁ ସମୟରେ ସରଗରମ ହୋଇ ରହିଥାଏ । ଶେଷ ପର୍ଯ୍ୟାୟରେ ଜୁନ ୧ରେ ଏଠାରେ ମତଦାନ କରାଯିବ । ସେଥିପାଇଁ ଚାଲିଛି ଜୋରଦାର ପ୍ରଚାର । ଅଭିନେତା,…

ଶ୍ରୀରାମ +୨ ବିଜ୍ଞାନ କଲେଜର ଶତପ୍ରତିଶତ ଫଳାଫଳ ।

କନକବ୍ୟୁରୋ: ସୋର ପୌରପାଳିକା ଓଭରବ୍ରିଜ ନିକଟ ଶ୍ରୀରାମ +ଦୁଇ ବିଜ୍ଞାନ କଲେଜର ଚଳିତ ବର୍ଷ ଶତ ପ୍ରତିଶତ ଫଳାଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ୨ଶହ ୨୯ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ସବୁ ଛାତ୍ରଛାତ୍ରୀ ଉର୍ତ୍ତୀଣ୍ଣ ହୋଇଛନ୍ତି । କଲେଜରେ ମୋଟ ୨୦୨ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ…

କୁନି ପିଲାର ବିରାଟ ଦାନ । ବର୍ଷେ ୯ ମାସ ବୟସରେ ଅଙ୍ଗଦାନ କରି ଅମର ବାଲେଶ୍ୱରର ପ୍ରତ୍ୟୁଷ ପାଣିଗ୍ରାହୀ ।

କନକ ବ୍ୟୁରୋ: ଦୁନିଆ କଣ ଜାଣିବା ଆଗରୁ ଦୁନିଆରୁ ସବୁ ଦିନ ପାଇଁ ବିଦାୟ ନେଇଛି କୁନି ପୁଅ ପ୍ରତ୍ୟୁଷ ପାଣିଗ୍ରାହୀ । ସେ ସିନା ଯାଇଛି, ହେଲେ ଯାହା ଦେଇଯାଇଛି, ତାହା ସବୁ ଦିନ ପାଇଁ ମନେରହିବ । ମାତ୍ର ବର୍ଷେ ୯ ମାସର ଛୁଆ, ୩-୩ଟି ଅଙ୍ଗଦାନ କରି ଉଦାହରଣ ପାଲଟିଛନ୍ତି ବାଲେଶ୍ୱର ସୋରର…

ସିମୁଳିଆ ପୁରୁଷୋତମପୁରରେ ଚାଞ୍ଚଲ୍ୟ । ଘର ଭିତରୁ ମିଳିଲା ଦମ୍ପତ୍ତିଙ୍କ ମୃତଦେହ । ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ…

କନକ ବ୍ୟୁରୋ: ମାଟି କାନ୍ଥରେ ଦାଉ ଦାଉ ଝଟକୁଛି ବିବାହ ଚିତା । ଏପଟେ କିନ୍ତୁ ଏ ଦୁନିଆରୁ ସବୁଦିନ ପାଇଁ ଲିଭି ଯାଇଛି ଏଇ କାନ୍ଥରେ ଲେଖା ହୋଇଥିବା ଦୁଇଟି ନାଁ । ଶେଷ ନିଶ୍ୱାସ ନେଇ ସାରିଛି ସଂସାର ଗଢିବାର ଗୋଟିଏ ସୁନ୍ଦର ସ୍ୱପ୍ନ । ଯେମିତି ଆରମ୍ଭ ହେଉହେଉ ସରିଯାଇଛି ମନୋଜ ଓ ଶୁଭଙ୍କ…

ସମ୍ମାନର ସିଟକୁ ନେଇ ସମରସଜ୍ଜା । ଘମାସାନ ହେଲାଣି ଶେଷ ପର୍ଯ୍ୟାୟ ନିର୍ବାଚନ । ଫୋକସରେ ଚାନ୍ଦବାଲି, ନିମାପଡ଼ା, ବଡ଼ଚଣା

କନକ ବ୍ୟୁରୋ: ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ହଟ୍ ସିଟ୍ ଉପରେ ଏବେ ସାରା ଓଡିଶାର ନଜର । କାରଣ ଏହି ଆସନ ଦଖଲ ପାଇଁ ଆରମ୍ଭ ହୋଇଗଲାଣି ସମରସଜ୍ଜା । ସରିଥିବା ୧୦୫ ବିଧାନସଭା ଆସନର ନେତା ଏବେ ଏହି ଅଞ୍ଚଳରେ ଡେରା ପକାଇ ପ୍ରଚାର…

ଭୟ ଦେଖାଇ ଭୋଟ୍ ମାଗୁଛି କିଏ? ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ପରେ କଂଗ୍ରେସର ପାଲଟା ଅଭିଯୋଗ ।

କନକ ବ୍ୟୁରୋ: ଭୋଟ୍ ହାତେଇବା ପାଇଁ ଭୟ । ଜନତାଙ୍କୁ ଭୟ ଦେଖାଇ ଭୋଟ୍ ମାଗୁଥିବା ନେଇ ଅଭିଯୋଗ ଆଣିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନୀ ପ୍ରଚାର ସମୟରେ କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟକୁ ସମାଲୋଚନା କରି କହିଛନ୍ତି , ଏମାନେ କ୍ଷମତାକୁ ଆସିଲେ ଦଳିତ…