Daily Archives

May 27, 2024

ତାତିରୁ ମିଳିବ ତ୍ରାହି, ଆଗୁଆ ଆସୁଛି ମୌସୁମୀ । ୫ଦିନ ପୂର୍ବରୁ କେରଳରେ ହେବ ମୌସୁମୀ ବର୍ଷା ।

କନକବ୍ୟୁରୋ: ନିର୍ଦ୍ଧାରିତ ସମୟଠୁ ଶୀଘ୍ର ଆସିବ ମୌସୁମୀ । ଆଗାମୀ ୫ ଦିନ ଭିତରେ କେରଳ ଛୁଇଁପାରେ ମୌସୁମୀ । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ସଂସ୍ଥା । ମୌସୁମୀ କେରଳ ଛୁଇଁବା ନେଇ ପାଗ ଅନୁକୂଳ ରହିଛି । ୫ ଦିନ ଭିତରେ ଏହା କେରଳ ଉପକୂଳ ଛୁଇଁବ । ଆଇଏମଡିର ସୂଚନା ଅନୁସାରେ, ପ୍ରତିବର୍ଷ…

ବିରୋଧୀଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ । ନାଁ ନନେଇ ବୈଜୟନ୍ତ ପଣ୍ଡାଙ୍କୁ କଲେ ଟାର୍ଗେଟ୍ । ଏପଟେ ବାଲେଶ୍ୱରରେ…

କନକ ବ୍ୟୁରୋ: ଶେଷ ପର୍ଯ୍ୟାୟ ପାଇଁ ଶେଷ ଲଢେଇ । ଆଜି ଉପକୂଳ ଓଡିଶାରେ ମାରାଥନ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । କେନ୍ଦ୍ରାପଡାରେ ପ୍ରଚାର କରି ମୁଖ୍ୟମନ୍ତ୍ରୀ ବିଜେପି ଲୋକସଭା…

କୁଆଡେ ଗଲା ମହିଳାଙ୍କ ପାଇଁ ୩୩% ସିଟ୍ ସଂରକ୍ଷଣ କଥା? ବିଜେଡି, ବିଜେପି, କଂଗ୍ରେସ ସମସ୍ତେ ଫେଲ୍…

କନକ ବ୍ୟୁରୋ: ମହିଳାଙ୍କୁ ନେଇ କୁଆଡ଼େ ଗଲା ରାଜନୈତିକ ଦଳଗୁଡ଼ିକର ପ୍ରତିବଦ୍ଧତା? ଓଡ଼ିଶାରେ ନା’ ଶାସକ ବିଜେଡି, ନା’ ବିରୋଧୀ ବିଜେପି ଓ କଂଗ୍ରେସ, କୌଣସି ଦଳ ମଧ୍ୟ ମହିଳାଙ୍କୁ ୩୩% ପ୍ରାର୍ଥୀ କରିବା ପାଇଁ ସଫଳ ହୋଇପାରିନାହାଁନ୍ତି । ଯେତେବେଳେ ମହିଳା ସଂରକ୍ଷଣ ବିଲକୁ ରାଷ୍ଟ୍ରପତିଙ୍କ…

ଆସିଲା ଏଡିଆର୍ ରିପୋର୍ଟ । ୩୧୩ କୋଟି ଟଙ୍କାର ସମ୍ପତ୍ତି ସହ ରାଜ୍ୟର ୧ ନମ୍ବର ଧନୀ ପ୍ରାର୍ଥୀ ଦିଲ୍ଲୀପ ରାୟ ।…

କନକ ବ୍ୟୁରୋ: ପାଖରେ ଟଙ୍କା ନଥିଲେ ଏବେ ବ୍ୟୟବହୁଳ ନିର୍ବାଚନ ଲଢିବା ସମ୍ଭବପର ନୁହଁ । କାରଣ ନିର୍ବାଚନ ସମୟରେ ଉଡେ ପୁଳା ପୁଳା ଟଙ୍କା । ଆଉ ଏହି ଟଙ୍କା ଉଡାନ୍ତି କୋଟିପତି ନେତା । ଚଳିତ ସାଧାରଣ ନିର୍ବାଚନରେ କୋଟିପତି ନେତାଙ୍କ ଲମ୍ବା ତାଲିକା ସାମ୍ନାକୁ ଆସିଛି । ୪୧୨ ଜଣ କୋଟିପତି ଏଥର…

ଧର୍ମଶାଳାରେ ରାଜନୈତିକ ହିଂସା । ରାଲି ଉପରେ ଚଢାଇ ଦେଲେ ସ୍କର୍ପିଓ ଗାଡି । ୪ ଲୋକଙ୍କ ଭାଙ୍ଗିଲା ବାଇକ୍, ଭାଙ୍ଗିଲା…

କନକ ବ୍ୟୁରୋ: ଧର୍ମଶାଳା ପାଖର ପଞ୍ଚାୟତରେ ରାଜନୈତିକ ହିଂସା । ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଣବ ବଳବନ୍ତରାୟଙ୍କ ରାଲିରେ ଘଟିଛି ଅଘଟଣ । ରାଲି ଚାଲିଥିବାବେଳେ, ଜଣେ ଜୈନକ ବ୍ୟକ୍ତି ରାଲି ଉପରେ ଗାଡି ଚଢାଇ ଦେଇଥିବା ଜଣାପଡିଛି । ତେବେ ଗାଡି ଚଢାଇଥିବା ବ୍ୟକ୍ତି ଜଣକଙ୍କ ନାମ ଦିଲ୍ଲୀପ…

ମଜୁରିଆ ବାପା ମେଧାବୀ ଝିଅ । ଇଚ୍ଛାଶକ୍ତି ଆଗରେ ହାର ମାନିଛି ବିଫଳତା,ଅଭାବ ଅଟକାଇ ପାରିନି ସ୍ୱୟଂପ୍ରଜ୍ଞାଙ୍କ ସଫଳତାର…

କନକବ୍ୟୁରୋ: ପିଲାଟିଏ ଜନ୍ମ ହେବା ପରେ ତାକୁ ପାଠ ପଢାଇ ଭଲ ମଣିଷ ଭଳି ଗଢି ତୋଳିବାକୁ ସବୁ ବାପା-ମାଆ ସ୍ୱପ୍ନ ଦେଖନ୍ତି । ହେଲେ ଅନେକ କ୍ଷେତ୍ରରେ ପିଲାଙ୍କ ଉତମ ଶିକ୍ଷାଦାନରେ ଅର୍ଥ ବାଧକ ସାଜେ । କିନ୍ତୁ ସବୁ ବେଳେ ଅର୍ଥାଭାବ ମେଧାବୀ ଛାତ୍ରଛାତ୍ରୀଙ୍କ ସଫଳତା ବାଟରେ ବାଧକ ହୋଇପାରନ୍ତି…