Daily Archives

May 14, 2024

ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଅଳଙ୍କାର ଭର୍ତ୍ତି ଗାଡିକୁ ଧରିଲା ଜିଏସଟି ଫ୍ଲାଇଂ ସ୍କ୍ୱାର୍ଡ, ମିଳିଲା ୧୫ ପେଟି ।

କନକ ବ୍ୟୁରୋ: ଓଡିଶା-ପଶ୍ଚିମବଙ୍ଗ ସୀମାରେ ଏକ ଗାଡିକୁ ଧରିଛି ଜିଏସଟି ଫ୍ଲାଇଂ ସ୍କାର୍ଡ । ଗାଡିରୁ ୧୫ ପେଟି ବାହାରିଛି । ଆଉ ଏଥିରେ ସୁନା ଅଛି ବୋଲି ଅନୁମାନ କରାଯାଉଛି । ଜିଏସଟ ଆସିଷ୍ଟାଂଟ କମିଶନର ରାକେଶ ମୁଦୁଲି ଗାଡିରେ ଅଳଙ୍କାର ଥିବା ସୂଚନା ଦେଇଛନ୍ତି । ତେବେ କି ଅଳଙ୍କାର ଅଛି ତାହା…

ଜୟପୁର କଲେଜ ଅଫ୍ ନର୍ସିଂ ପକ୍ଷରୁ ଶପଥ ଗ୍ରହଣ ଏବଂ ନର୍ସ କେପିଂ ସମାବେଶ…

କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲାରେ ଶିକ୍ଷାର ବିକାଶ ନିମନ୍ତେ ନ୍ୟୁ ଜେନେରେସନ ଗ୍ରୁପ ନାମକ ଟ୍ରଷ୍ଟ ୧୯୯୮ ରେ ନବରଙ୍ଗପୁର ଠାରେ ବିଘ୍ନେଶ୍ୱର ଶତପଥିଙ୍କ ଦ୍ଵାରା ଆରମ୍ଭ ହୋଇଥିଲା । ଶ୍ରୀ ଶତପଥିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ସୁପୁତ୍ର ସୁକାନ୍ତ ଶତପଥି ୨୦୨୦ ମସିହାରେ ନବରଙ୍ଗପୁର…

ପ୍ରଥମେ ଗାଳି, ପରେ କୋଳାକୋଳି । ସମାଲୋଚନା ପରେ ଭୁଲ ବୁଝିଲେ ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ।

କନକବ୍ୟୁରୋ : ପ୍ରଥମେ ଗାଳି ପରେ ଆଲିଙ୍ଗନ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଲକ୍ଷେ୍ନø ସୁପର ଜାଏଟଂସ ମାଲିକ ଓ ଅଧିନାୟକ କେଏଲ ରାହୁଲଙ୍କ ଏହି ଫଟୋ । ରାହୁଲଙ୍କ ପାଇଁ ନିଜ ଘରେ ସ୍ୱତନ୍ତ୍ର ରାତ୍ରୀଭୋଜନର ଆୟୋଜନ କରିବା ସହ ସଂଜୟ ଗୋଏଙ୍କା ତାଙ୍କୁ ପାଛୋଟି ନେବା ଏବଂ ଆଲିଙ୍ଗନ କରୁଥିବା…

ବଢ଼ିବ ସେନାର ଶକ୍ତି, ଛାନିଆ ଶତ୍ରୁ ଦେଶ । ଖୁବ ଶିଘ୍ର ଯୁଦ୍ଧ ଟ୍ୟାଙ୍କ ଭୀଷ୍ମର ନୂଆ ଭର୍ସନ ଟି-ନାଇନଟି ଏମକେ ଥ୍ରୀ ହେବ…

କନକବ୍ୟୁରୋ : ସଜାଗ ଶତ୍ରୁ ଦେଶ । ବଢ଼ିବ ଭାରତୀୟ ସେନାର ବଳ । ସାମିଲ ହେବ ଭୀଷ୍ମ ଟ୍ୟାଙ୍କର ନୂଆ ଭର୍ସନ । ଟି-ନାଇନଟି ଏମକେ ଥ୍ରୀ ସେନାରେ ସାମିଲ ହେବାକୁ ଏଣିକି ପ୍ରସ୍ତୁତ । ଏହାର ସୁରକ୍ଷା ପ୍ରଣାଳୀ ଓ ମାରକ କ୍ଷମତା ବେଶ ଅଧିକ ରହିଛି । ଅପଗ୍ରେଡ ଭର୍ସନରେ ଅପରେସନାଲ କ୍ୟାପାବିଲିଟି ଅଧିକ…

ସ୍କୁଲ ପରେ ଦିଲ୍ଲୀ ଡାକ୍ତରଖାନାକୁ ମିଳିଲା ଧମକପୂର୍ଣ୍ଣ ଇମେଲ । ବୋମାରେ ଉଡ଼ାଇବା ଧମକ ପାଇ ପୁଲିସର ଛାନଭିନ । ଛାନିଆରେ…

କନକବ୍ୟୁରୋ : ସ୍କୁଲ ପରେ ଏବେ ଡାକ୍ତରଖାନାକୁ ଆସିଲା ଧମକ । ଦିଲ୍ଲୀର ବିଭିନ୍ନ ଡାକ୍ତରଖାନାକୁ ବୋମାରେ ଉଡାଇଦେବାକୁ ଆସିଛି ଇମେଲ । ଘଟଣା ପରେ ବିଭିନ୍ନ ସ୍ଥାନରେ କୋକୁଆ ଭୟ ଦେଖାଦେଇଛି ।ମଙ୍ଗଳବାର ସକାଳୁ ସୂଚନା ଅନୁସାରେ ଦୀପଚାନ୍ଦ ବନ୍ଧୁ, ଜିଟିବ, ଦାଦା ଦେବ, ଘରୋଇ ଡାକ୍ତରଖାନାକୁ ଧମକ…

ଶେଷଯାତ୍ରାରେ ସୁଶୀଲ ମୋଦୀ । ପଟନାରେ ଅନ୍ତିମ ସଂସ୍କାର । ବିହାର ବିଜେପିର ୱାନ ମ୍ୟାନ ଆର୍ମିଙ୍କୁ ଅଶ୍ରୁଳ…

କନକବ୍ୟୁରୋ : ଇଏ ଥିଲେ ବିହାର ରାଜ୍ୟ ରାଜନୀତିର ଜଣେ ତୁଙ୍ଗ ନେତା । ରାଜନୀତି ପରିବାରରୁ ଆସିନଥିଲେ କିନ୍ତୁ ବିହାରଠୁ ଜାତୀୟ ରାଜନୀତିରେ ଜଣେ ପ୍ରଭାବଶାଳୀ ନେତା ହୋଇପାରିଥିଲେ । ପୋଷାକ ବ୍ୟବସାୟରୁ ବିହାର ଉପମୁଖ୍ୟମନ୍ତ୍ରୀ ହେବା ଯାତ୍ରା ବେଶ ରୋଚକ ଥିଲା । କୁହାଯାଏ ବିହାରକୁ ଦୀର୍ଘବର୍ଷ…