Daily Archives

May 11, 2024

ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେପିକୁ ଘେରିଲେ ବିଜେଡି ନେତ୍ରୀ ଲେଖାଶ୍ରୀ । କହିଲେ ୨୦୦୯ ପର୍ଯ୍ୟନ୍ତ ମେଣ୍ଟ ସରକାର ଥିବା…

କନକ ବ୍ୟୁରୋ : ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ରାଜନେତାମାନଙ୍କ ମଧ୍ୟରେ ବୟାନବାଜୀ ସେତେ ତୀବ୍ର ହେବାରେ ଲାଗିଛି । କିଛିଦିନ ହେବ ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ଉଠାଇ ବିଜେପି ବିଜେଡିକୁ ଟାର୍ଗେଟ କରୁଥିଲା । ଆଜି କନ୍ଧମାଳ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ…

ସକାଳେ ମୋଦୀଙ୍କ ଆକ୍ରମଣ, ସନ୍ଧ୍ୟାରେ ପ୍ରତି ଆକ୍ରମଣ କଲେ ନବୀନ । ଗୋଟି ଗୋଟି କରି ମୋଦୀଙ୍କ ପ୍ରଶ୍ନର ଦେଲେ ଉତ୍ତର

କନକ ବ୍ୟୁରୋ : ନିର୍ବାଚନରେ ଆକ୍ରମଣ ଓ ପ୍ରତିଆକ୍ରମଣ ଏକ ସାଧାରଣ କଥା । ହେଲେ ଯେତେବେଳେ ଜଣେ ପ୍ରଧାନମନ୍ତ୍ରୀ ଓ ଜଣେ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୟାନକୁ ନେଇ ଆକ୍ରମଣ ପ୍ରତିଆକ୍ରମଣ ଦେଖିବାକୁ ମିଳେ ତାହା ରାଜନୀତିରେ ହଇଚଇ ସୃଷ୍ଟି କରେ । ଏହି କ୍ରମରେ ଆଜି କନ୍ଧମାଳ ସଭାରେ…

ମେ’ ୧୩ ତାରିଖରେ ପଡିବ ଚତୁର୍ଥ ପର୍ଯ୍ୟାୟ ପାଇଁ ଭୋଟ । ଜାଣନ୍ତୁ କେଉଁ ରାଜ୍ୟର କେତେ ଆସନରେ ହେବ ଭୋଟ ଗ୍ରହଣ,…

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ତିନୋଟି ପର୍ଯ୍ୟାୟ ମତଦାନ ଦେଶଷ ହୋଇଛି । ଏବେ ୧୩ ତାରିଖରେ ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ । ଏହି ପର୍ଯ୍ୟାୟରେ ୧୦ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଟି ଆସନ ପାଇଁ ଭୋଟ ଗ୍ରହଣ ହେବ । ଚତୁର୍ଥ ପର୍ଯ୍ୟାୟରେ ବିହାର,…

ବିବାଦରେ ପଡ଼ିଲେ ଅଭିନେତ୍ରୀ । କରୀନା କପୁରଙ୍କ ଲିଖିତ ପୁସ୍ତକ ଶୀର୍ଷକରେ ବାଇବେଲ ଶଦ୍ଧ ବ୍ୟବହାରକୁ ବିରୋଧ । କୋର୍ଟ…

କନକବ୍ୟୁରୋ: ଅଭିନେତ୍ରୀ କରିନା କପୁରଙ୍କୁ କୋର୍ଟଙ୍କ ନୋଟିସ । ନିଜ ଲିଖିତ ପୁସ୍ତକ ପାଇଁ ଅଡୁଆରେ ପଡିଛନ୍ତି କରୀନା । କରୀନା କପୁର ଖାନସ ପ୍ରେଗେନ୍ସି ବାଇବେଲକୁ ନେଇ ଆପତି ଉଠିବା ପରେ ଏବେ ତାଙ୍କୁ ମିଳିଛି କୋର୍ଟଙ୍କ ନୋଟିସ । ଖ୍ରୀଷ୍ଟଧର୍ମର ପବିତ୍ର ଧାର୍ମିକ ପୁସ୍ତକ ବାଇବେଲ । କରୀନା…

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା । ୩୦ ଲକ୍ଷ ଟଙ୍କା ଜରିମାନା ସହ ଗୋଟିଏ ମ୍ୟାଚ ପାଇଁ ଅଧିନାୟକ ଋଷଭ ପନ୍ତ ନିଲମ୍ବିତ ।

କନକବ୍ୟୁରୋ: ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା । ଦଳର କ୍ୟାପଟେନ୍ ରିଷଭ ପନ୍ତ ଚଳିତ ଆଇପିଏଲର ଗୋଟିଏ ମ୍ୟାଚରୁ ସସପେଣ୍ଡ ହୋଇଛନ୍ତି । ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ସ୍ଲୋ ବୋଲିଂ କାରଣରୁ ତାଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହା ସହ ରିଷଭ ପନ୍ତଙ୍କ ଉପରେ ୩୦ ଲକ୍ଷ…

ପ୍ରଶ୍ନ ଉଠାଇଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ । ମୋଦୀଙ୍କ ସରକାରଙ୍କଠୁ ମାଗିଲେ ସର୍ଜିକାଲ ଷ୍ଟ୍ରାଇକର…

କନକବ୍ୟୁରୋ: ସେପ୍ଟେମ୍ବର ୨୮ । ୨୦୧୬ । ପାକିସ୍ତାନକୁ କଡ଼ା ଜବାବ ଦେଇଥିଲା ଭାରତୀୟ ସେନା । ପୁଲୱାମା ଆକ୍ରମଣର ଜବାବ ଦେଇ ଭାରତ କରିଥିଲା ସର୍ଜିକାଲ ଷ୍ଟ୍ରାଇକ । ଯେଉଁ ସମୟରେ ଦେଶରେ ନିର୍ବାଚନ ଚାଲିଛି ଠିକ ସେତିକିବେଳେ । ୮ବର୍ଷ ପୂର୍ବ ଘଟଣାକୁ ବଡ ନିର୍ବାଚନ ପ୍ର୍ରସଙ୍ଗ କରିଛି ବିରୋଧୀ ।…