Daily Archives

May 12, 2020

କରୋନା କଟକଣାରେ ମହଙ୍ଗା ମାଡ! ପୁଣି ବଢିପାରେ ଡିଜେଲ, ପେଟ୍ରୋଲ ଦର

କନକ ବ୍ୟୁରୋ: ତୈଳ କଂପାନିଗୁଡ଼ିକ ପୁଣି ଥରେ ପ୍ରତିଦିନ ତେଲ ଦର ସଂଶୋଧନ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି। ଏହା ହେଲେ ପେଟ୍ରୋଲ୍ ଓ ଡିଜେଲ୍ ଦର ପୁଣି ବଢ଼ିବ ବୋଲି କୁହାଯାଉଛି। ଦେଶରୁ ଲକଡାଉନ୍ ହଟିବା ପରେ କିମ୍ବା ବହୁତ କୋହଳ ହୋଇଯିବା ପରେ ଦର ସଂଶୋଧନ ପ୍ରକ୍ରିୟାକୁ ପୁଣି…

ଓଡିଶା ଅଭିମୁଖେ ଆସୁଛି ୬ଟି ଟ୍ରେନ୍ : ମହାରାଷ୍ଟ୍ର, ଗୁଜରାଟ, ଆନ୍ଧ୍ରପ୍ରଦେଶରେ ଥିବା ପ୍ରବାସୀ ଓଡିଆଙ୍କୁ ନେଇ…

କନକ ବ୍ୟୁରୋ : ଓଡିଶା ଅଭିମୁଖେ ଆସୁଛି ୬ଟି ଟ୍ରେନ୍ । ମହାରାଷ୍ଟ୍ର, ଗୁଜରାଟ ଓ ଆନ୍ଧ୍ରପ୍ରଦେଶରେ ଥିବା ପ୍ରବାସୀ ଓଡିଆ ଶ୍ରମିକମାନଙ୍କୁ ନେଇ ଏହି ଟ୍ରେନ୍ ଓଡିଶା ଆସୁଛି । ମହାରାଷ୍ଟ୍ର ଥାନେରୁ ଆସୁଥିବା ସ୍ୱତନ୍ତ୍ର ଟ୍ରେନରେ ୧୧ଶହରୁ ଅଧିକ ପ୍ରବାସୀ ଓଡିଆ ଆସୁଥିବା ଜଣାପଡିଛି । ୯୫୫୨…

ଆଜି କଟକ ତିଗିରିଆରେ ୧୨ଘଂଟିଆ ସଟଡାଉନ୍: ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ଦୋକାନ ବଜାର ଓ ସମସ୍ତ…

କନକ ବ୍ୟୁରୋ: କଟକ ତିଗିରିଆ ବ୍ଲକକୁ ୧୨ ଘଂଟିଆ ବନ୍ଦ ରଖିବାକୁ ନିଷ୍ପତି ନେଇଛି ପ୍ରଶାସନ । ୨ ସୁରତ ଫେରନ୍ତା କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆଜି ତିଗିରିଆ ୧୨ଘଂଟା ସମ୍ପୂର୍ଣ୍ଣ ବନ୍ଦ ରହିବ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ…

ଆଲୋଚନା ବେଳେ ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ୫ ପ୍ରସ୍ତାବ: ଜିଲ୍ଲା ସ୍ତରୀୟ ଜୋନ୍ ନିୟମ ବଦଳାଇବାକୁ ପରାମର୍ଶ;…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ୫ଟି ପ୍ରମୁଖ ପ୍ରସ୍ତାବ ଦେଇଛନ୍ତି । ଜିଲ୍ଲା ସ୍ତରୀୟ ଜୋନ୍ ନିୟମ ବଦଳରେ ନିର୍ଦ୍ଦିଷ୍ଟ ଅଂଚଳକୁ ଜୋନ୍ ନିୟମର ପରିସର ଭୁକ୍ତ କରିବାକୁ ପ୍ରସ୍ତାବ ଦେଇଛନ୍ତି ନବୀନ…

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗିରହିବ କାଳବୈଶାଖୀ : ୧୬ ତାରିଖ ପରେ ତାପମାତ୍ରାରେ ବିରାଟ…

କନକ ବ୍ୟୁରୋ : ସମଗ୍ର ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଲାଗି ରହିବ । ସର୍ବାଧିକ ତାପମାତ୍ରା କମ୍‌ ବେଶି ରହିପାରେ । କିନ୍ତୁ ୧୬ ତାରିଖ ପରେ ରାଜ୍ୟର ତାପମାତ୍ରାରେ ବିରାଟ ପରିବର୍ତ୍ତନ ହେବ। ପାରଦ ବଢ଼ିବ ଓ ଅସହ୍ୟ ଗୁଳୁଗୁଳି ଲାଗି ରହିବ । ପାଗ ଶୁଖିଲା ଓ…

ତୃତୀୟ ପର୍ଯ୍ୟାୟ ଲକଡାଉନ ଶେଷ ହେବ ନା ଆଗକୁ ବଢ଼ିବ? ମୁଖ୍ୟମନ୍ତ୍ରୀମାନଙ୍କ ସହ ଦୀର୍ଘ ୬ ଘଂଟା ଆଲୋଚନା କଲେ…

କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ଲକଡାଉନକୁ ଶେଷ ହେବାକୁ ଆଉ ବାକି ଅଛି ପାଂଚ ଦିନ । ତେବେ ଲକଡାଉନ ଆଗକୁ ବଢ଼ିବ କି ନାହିଁ ସେନେଇ ଦ୍ୱନ୍ଦ୍ୱରେ ଅଛନ୍ତି ଲୋକେ । ଏଭଳି ସମୟରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଦୀର୍ଘ ୬ଘଂଟା ଧରି ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୫୪ ଦିନିଆ…