Daily Archives

April 27, 2020

କରୋନା ମୃତ୍ୟୁ ସଂଖ୍ୟା ୮୭୨କୁ ବୃଦ୍ଧି : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୯୨ରେ ପହଞ୍ଚିଲା,ମହାରାଷ୍ଟ୍ରରେ ଜଟିଳ…

କନକ ବ୍ୟୁରୋ : ଲକଡାଉନ୍ ସତ୍ୱେ ଭାରତରେ ବଢ଼ୁଛି ସଂକ୍ରମଣ । ସାରା ଦେଶ ତାଲାବନ୍ଦରେ ଥିବାବେଳେ ପ୍ରଭାବ ବିସ୍ତାନ କରିଚାଲିଛି ମାରାତ୍ମକ ଭାଇରସ୍ ଭାଇରସ୍ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଅନୁସାରେ ୮୭୨କୁ ବୃଦ୍ଧି ବୃଦ୍ଧି ପାଇଲା ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ।…

ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ମହମ୍ମଦ ରଫିକ୍ : ରାଜ୍ୟପାଳ କରାଇଲେ ପଦ ଓ ଗୋପନୀୟତାର…

କନକ ବ୍ୟୁରୋ : ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ୍ ମହମ୍ମଦ ରଫିକ। ଭୁବନେଶ୍ବର ଲୋକସେବା ଭବନରେ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଓଡ଼ିଶା ହାଇକୋର୍ଟର ୩୧ତମ ମୁଖ୍ୟ ବିଚାରପତି ଭାବେ…

କୋଭିଡ୍‌ ଆଶ୍ରୟସ୍ଥଳୀରେ ଅଭାବନୀୟ ଘଟଣା: ଟଙ୍କା ଦେଣନେଣକୁ କେନ୍ଦ୍ର କରି ଅନ୍ତେବାସୀଙ୍କୁ ଏସିଡମାଡ଼; ସେପଟେ…

କନକ ବ୍ୟୁରୋ: ରାୟଗଡ଼ା ବ୍ଲକ୍ କୁମ୍ଭିକୋଟା କୋଭିଡ୍ ଆଶ୍ରୟସ୍ଥଳୀରେ ଅଭାବନୀୟ ଘଟଣା ଘଟିଛି। ଟଙ୍କା ଦେଣନେଣକୁ କେନ୍ଦ୍ର କରି ଦୁଇ ଅନ୍ତେବାସୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଉଗ୍ରରୂପ ନେଇଛି। ଏସିଡ୍ ମାଡ଼ରେ ଜଣେ ଅନ୍ତେବାସୀ ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ଗୁରୁତରଙ୍କୁ…

ଆଜି ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର: ସମସ୍ତ ଆକ୍ରାନ୍ତ ବାଲେଶ୍ୱର କଣ୍ଟେନମେଣ୍ଟ ଜୋନର । ୫ ଜଣଙ୍କ…

କନକ ବ୍ୟୁରୋ: ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ୫ ପଜିଟିଭ୍ ନୂଆ ଆକ୍ରାନ୍ତଙ୍କ ତଥ୍ୟ ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ସମସ୍ତ ୫ ଆକ୍ରାନ୍ତ ବାଲେଶ୍ୱର କଂଟେନମେଂଟ ଜୋନର ବୋଲି ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ମହିଳା ହୋଇଥିବାବେଳେ ଜଣେ ପୁରୁଷ ରହିଛନ୍ତି । ୪ଜଣ…

କର୍ତ୍ତବ୍ୟ ଆଗ, ଆଉ ସ୍ବାର୍ଥ ପଛ ! ଅଗ୍ରଣୀ କରୋନା ଯୋଦ୍ଧାଙ୍କୁ ସଲାମ୍ । କର୍ତ୍ତବ୍ୟ ପାଇଁ ବାହାଘରକୁ ସ୍ଥଗିତ ରଖିଲେ…

କନକ ବ୍ୟୁରୋ : କର୍ତ୍ତବ୍ୟ ଆଗ, ଆଉ ସ୍ବାର୍ଥ ପଛ । ତେଣୁ କର୍ତ୍ତବ୍ୟ ଆଗରେ ନିଜ ସ୍ବାର୍ଥକୁ ପଛରେ ପକାଇଛନ୍ତି ଜଣେ ଯୁବ ଡାକ୍ତର। କରୋନା ପାଇଁ ଯୋଦ୍ଧା ସାଜିଥିବା ଏହି ଡାକ୍ତର ଜଣକ ସ୍ଥିରୀକୃତ ବିବାହକୁ ସ୍ଥଗିତ କରି ନିଜ କର୍ତ୍ତବ୍ୟ ସମ୍ପାଦନାରେ କାଣିଚାଏ ଅବହେଳା କରିନାହାନ୍ତି । ଆଜି…

ଆସିଲା ୧୦୩ ନଂ ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି । ସଂକ୍ରମିତ ରାଉରକେଲା ନାଲା ରୋଡର ୬୦ ବର୍ଷୀୟ ବୃଦ୍ଧଙ୍କ ଗସ୍ତ…

କନକ ବ୍ୟୁରୋ: ରାଜ୍ୟର ୧୦୩ ନମ୍ବର କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି ରାଜ୍ୟ ସରକାର । ଏହି ଆକ୍ରାନ୍ତ ଜଣଙ୍କ ରାଉରକେଲା ନାଲା ରୋଡର ୬୦ ବର୍ଷ ବୟସ୍କ ବ୍ୟକ୍ତି । ସେ ଲକଡାଉନ ଯୋଗଁ ମାର୍ଚ୍ଚ ୨୨ରୁ ଏପ୍ରିଲ ୨୩ ପର୍ଯ୍ୟନ୍ତ ଘରେ ରହିଥିଲେ । ୨୧ ଏପ୍ରିଲରୁ ୨୩ ଏପ୍ରିଲ ପର୍ଯ୍ୟନ୍ତ…