Daily Archives

March 31, 2020

ଆମ୍ବୁଲାନ୍ସର ଅପବ୍ୟବହାର କରୁଥିଲେ ସାବଧାନ ! ତାଲାବନ୍ଦ ବେଳେ ରୋଗୀଙ୍କ ବଦଳରେ ପାସେଞ୍ଜର ବୋହିଲେ ନିଆଯିବ କଡା…

କନକ ବ୍ୟୁରୋ: ସାବଧାନ ! ଆମ୍ବୁଲାନ୍ସ କର୍ମଚାରୀ । ଆମ୍ବୁଲାନ୍ସର ଅପ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସତର୍କ । ତାଲାବନ୍ଦ ସମୟରେ ମେଡିକାଲ କାମ କିମ୍ବା କରୋନା ମୁକାବିଲା ଛଡା ଅନ୍ୟ କୌଣସି କାମରେ ଆମ୍ବୁଲାନ୍ସକୁ ବ୍ୟବହାର କରୁଥିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । କରୋନା ପ୍ରେସମିଟରେ…

କରୋନା ହାରିବ ଭାରତ ଜିତିବ । କରୋନା ମୁକାବିଲା ପାଇଁ ପିଏମ କେୟାରସ ଫଣ୍ଡକୁ ୫୦୦ କୋଟି ଟଙ୍କା ପ୍ରଦାନ କଲା ରିଲାଏନ୍ସ…

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ପୂରା ଦେଶକୁ ଲକଡାଉନ କରାଯାଇଛି । ଆଉ ଏହି ଲଢେଇରେ ଏବେ ଦେଶର ବଡ ବଡ କମ୍ପାନି ଗୁଡିକ ସହାୟତାର ହାତ ବଢାଇଛନ୍ତି । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନ କ୍ରମେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ପ୍ରଧାନମନ୍ତ୍ରୀ କେୟାରସ ଫଣ୍ଡକୁ ୫୦୦…

ତାଲାବନ୍ଦ ବେଳେ ଭିନ୍ନ ଭୂମିକାରେ ନଜର ଆସିଲେ ଗଣଶିକ୍ଷା ମନ୍ତ୍ରୀ । ଘରଣୀଙ୍କୁ ରୋଷେଇରେ କଲେ ସହଯୋଗ, ପରିବାରରେ…

କନକ ବ୍ୟୁରୋ: ରୋଷେଇ ଘରେ ମନ୍ତ୍ରୀ । ତାଲାବନ୍ଦ ବେଳେ ଭିନ୍ନ ଭୂମିକାରେ ନଜର ଆସିଲେ ଗଣଶିକ୍ଷା ମନ୍ତ୍ରୀ । ଘରେ ଘରଣୀଙ୍କୁ ରୋଷେଇରେ ସହଯୋଗ କରିଛନ୍ତି ମନ୍ତ୍ରୀ ସମୀର ଦାସ । ମନ୍ତ୍ରୀ ନିଜେ ରୋଷେଇ କରୁଥିବା ଭିଡିଓକୁ ନିଜ ଟ୍ୱିଟର ଆକାଉଂଟରେ ସେୟାର କରି ଅନ୍ୟମାନେ ମଧ୍ୟ ଘରେ ସହଯୋଗ କରନ୍ତୁ…

ଓଡିଶାର ଖୁଚୁରା ବ୍ୟବସାୟ ଉପରେ ଲକ୍ ଡାଉନର ବଡ ମାଡ । ଦୈନିକ ୪ଶହ କୋଟିରୁ ୨୦ କୋଟିକୁ ଖସିଛି ଖୁଚୁରା କାରବାର,…

କନକ ବ୍ୟୁରୋ: ଲକଡାଉନର ସାତ ଦିନ ପରେ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟବସାୟ ଉପରେ ବଡ ପ୍ରଭାବ ପଡିଛି । ତାଲା ବନ୍ଦ ପୂର୍ବରୁ ଓଡିଶାରେ ଖୁଚୁରା ବଜାରରେ ଦୈନିକ ପ୍ରାୟ ୪ଶହ କୋଟୁ ଟଙ୍କାର କାରବାର ହେଉଥିଲା । ଏବେ ଏହାକ ମାତ୍ର ୨୦ ରୁ ୨୫ କୋଟି ଟଙ୍କାକୁ ଖସି ଆସିଛି । ବ୍ୟବସାୟୀ ସଂଘ ଏଥିରେ…

ଏସସିବିରେ ହେବ କରୋନା ରକ୍ତ ନମୁନା ପରୀକ୍ଷା । ପରୀକ୍ଷା ପାଇଁ ଅନୁମତି ଦେଲା ଆଇସିଏମଆର

କନକ ବ୍ୟୁରୋ : କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ (ଏସସିବି) କରୋନା ନମୁନା ପରୀକ୍ଷା ଲାଗି ଆଇସିଏମଆର ଅନୁମତି ଦେଇଛି । ଆଜି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏହି ସୂଚନା ଦେଇଛନ୍ତି। ଏହାଫଳରେ କଟକରେ ନମୁନା ପରୀକ୍ଷା ସୁବିଧା ଉପଲବ୍ଧ ହେବ। ଏଥିସହ ରାଜ୍ୟର ଅନ୍ୟ…

ଟ୍ରକକୁ ପଛରୁ ଧକ୍କା ଦେଲା ଟ୍ରକ୍ । ଘଟଣା ସ୍ଥଳରେ ଚାଲିଗଲା ଜଣଙ୍କ ଜୀବନ

କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲାର ୬୦ ନମ୍ବର ଜାତୀୟ ରାଜପଥର ମିରିକାମୁଣ୍ଡି ନିକଟରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍ ପଛରୁ ଟ୍ରକ୍‌କୁ ପିଟିବା ଫଳରେ ଚାଳକ ମୃତ ହୋଇଥିବା ବେଳେ କାର୍‌ରେ ଥିବା ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ…