Daily Archives

March 31, 2020

ଖୋର୍ଦ୍ଧା ବନଖଣ୍ତ ପାଲଟିଛି ହାତୀଙ୍କ ମରଣଯନ୍ତା : ୪ ମାସ ଭିତରେ ଗଲାଣି ୪ ହାତୀଙ୍କ ଜୀବନ

କନକ ବ୍ୟୁରୋ: ଖୋର୍ଦ୍ଧା ବନଖଣ୍ତ ହାତୀଙ୍କ ପାଇଁ ମରଣଯନ୍ତା ପାଲଟିଛି। ଗତ ୪ ମାସ ମଧ୍ୟରେ ୪ଟି ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ବିଷ ପ୍ରୟୋଗରୁ ୩ଟି ହାତୀଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଇଛି। ସୂଚନାନୁସାରେ, ଖୋର୍ଦ୍ଧା ବନଖଣ୍ତରେ ଏପ୍ରିଲ୍ ୨୦୦୫ରେ କୁମାରବସ୍ତ ଦଲକ ଠାରେ ହାତୀ ପଲ…

ଓଡିଶାରେ ‘ଦ୍ୱିତୀୟ ପର୍ଯ୍ୟାୟ’ରେ ରହିଛି କରୋନା ସଂକ୍ରମଣ: ଡିଏମଇଟି ସିବିକେ ମହାନ୍ତିଙ୍କ ସୂଚନା; ଅନ୍ୟ ଦେଶ ତୁଳନାରେ…

କନକ ବ୍ୟୁରୋ: ଏବେବି ଦେଶ ସମେତ ଓଡିଶାରେ ଦ୍ୱିତୀୟ ପର୍ଯ୍ୟାୟରେ ରହିଛି କରୋନା ସଂକ୍ରମଣ । ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି, କରୋନା ମୁକାବିଲା କ୍ଷେତ୍ରରେ ଆମେ କିଛି ମାତ୍ରାରେ ସଫଳ ହୋଇଛୁ । ଅନ୍ୟ ଦେଶ ତୁଳନାରେ ଆମ ସ୍ଥିତି ଭଲ ରହିଛି । ସାମାଜିକ ଦୂରତା…

ଦିଲ୍ଲୀରେ ଆୟୋଜିତ ନିଜାମୁଦ୍ଦିନ ଧାର୍ମିକ ସମାବେଶରୁ ଓଡିଶା ଫେରିଛନ୍ତି ଭାଗ ନେଇଥିବା ଲୋକ: ଅନୁସନ୍ଧାନ ପରେ ସାମନାକୁ…

କନକ ବ୍ୟୁରୋ: ଦିଲ୍ଲୀରେ ଆୟୋଜିତ ନିଜାମୁଦ୍ଦିନ ଧାର୍ମିକ ସମାବେଶରୁ ଓଡିଶା ଫେରିଛନ୍ତି ଭାଗନେଇଥିବା ଲୋକ । ଅନୁସନ୍ଧାନ ପରେ ସାମନାକୁ ଏହି ତଥ୍ୟ ଆସିଛି । ତେବେ ଓଡିଶାକୁ ଫେରିଥିବା ଲୋକେ ରାଜ୍ୟ ସରକାରଙ୍କ ନିକଟରେ ରେଜିଷ୍ଟ୍ରେସନ କରିଛନ୍ତି ନା ନାହିଁ ସେ ନେଇ ସ୍ପଷ୍ଟ ଜଣାପଡିନାହିଁ ।…

ଲକଡାଉନ ସତ୍ୱେ ସଚେତନ ହେଉନାହାଁନ୍ତି ଲୋକେ : ଜଗତସିଂହପୁର ସୋମନାଥ ହାଟରେ ପ୍ରବଳ ଭିଡ, ଖବର ପ୍ରସାରଣ ପରେ…

କନକ ବ୍ୟୁରୋ : ଲକଡାଉନ କଟକଣା ସତ୍ୱେ ସଚେତନ ହେଉନାହାନ୍ତି ଲୋକେ । ଆଜି ସକାଳୁ ସ୍ଥାନୀୟ ଜଗତସିଂହପୁର ସୋମନାଥ ହାଟରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି । ଏଠି ସାମାଜିକ ଦୂରତା ନିୟମକୁ କେହି ମାନୁନଥିବା ଦେଖିବାକୁ ମିଳିଛି । ଲୋକେ ନିୟମକୁ ନ ମାନି ବଜାରରେ ଦେଖିବାକୁ ମିଳିଥିଲା ।…

କରୋନା ବିପକ୍ଷ ଯୁଦ୍ଧରେ ରଣକ୍ଷେତ୍ରକୁ ଓହ୍ଲାଇଲେ ରୋହିତ । ମହାମାରୀର ମୁକାବିଲା ପାଇଁ ଦାନ କଲେ ୮୦ ଲକ୍ଷ ଟଙ୍କା ।

କନକ ବ୍ୟୁରୋ : ବିଶ୍ୱ ମହାମାରୀ କରୋନା ଭାଇରସ ବିପକ୍ଷ ଯୁଦ୍ଧରେ ରଣକ୍ଷେତ୍ରକୁ ଓହ୍ଲାଇଛନ୍ତି ଟିମ୍ ଇଣ୍ଡିଆର ଧୂଆଁଧାର ବ୍ୟାଟ୍ସମ୍ୟାନ୍ ‘ହିଟମ୍ୟାନ୍’ ରୋହିତ ଶର୍ମା । ସାରା ବିଶ୍ୱକୁ କଲବଲ କରୁଥିବା କରୋନା ସହ ଲଢିବାକୁ ନିଜ ଯୋଗଦାନ ଘୋଷଣା କରିଛନ୍ତି ରୋହିତ । କରୋନା ଭାଇରସକୁ ନେଇ…

ଲକଡାଉନ୍ ପାଇଁ କମିଛି ବାୟୁ ପ୍ରଦୂଷଣ : ଶାନ୍ତିରେ ନିଶ୍ୱାସ ମାରୁଛି ପ୍ରକୃତି, ସୁସ୍ଥ ହେଉଛି ବାତାବରଣ 

କନକ ବ୍ୟୁରୋ : ଲକଡାଉନ୍ ପାଇଁ କମିଛି ବାୟୁ ପ୍ରଦୂଷଣ । ଶାନ୍ତିରେ ନିଶ୍ୱାସ ମାରୁଛି ପ୍ରକୃତି । ପ୍ରଦୂଷଣର ବୋଝ ତଳେ ଚାପି ରହିଥିବା ଧରଣୀରାଣୀ କୋଳରେ ନିର୍ଭୟରେ ବିଚରଣ କରୁଛନ୍ତି ଜୀବଜନ୍ତୁ । ବାତାବରଣ ସୁସ୍ଥ ରହିଛି । ସାରା ଦେଶରେ ତାଲାବନ୍ଦ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧା…