Daily Archives

March 16, 2020

‘କରୋନା’ ପ୍ରଭାବିତ ଅଞ୍ଚଳରୁ ଫେରିଲେ କରିବେ କଣ ? ପଢନ୍ତୁ, ବୁଝନ୍ତୁ ଏବଂ ସତର୍କତା ଅବଲମ୍ବନ କରନ୍ତୁ…

କନକ ବ୍ୟୁରୋ: କରୋନା କବଳରେ ସାରା ବିଶ୍ୱ । ଭୟଙ୍କର ରୂପ ନେଇ ବଢି ଚାଲିଥିବା ଏହି ମହାମାରୀ ଭୁତାଣୁ ଏବେ ଓଡିଶାରେ ମଧ୍ୟ ସୃଷ୍ଟି କରିଛନ୍ତି ଆତଙ୍କ । ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ଏବେ ଚାରିଆଡେ ଖେଳିଯାଇଛି ଭୟର ବାତାବରଣ । ତେବେ ଏଭଳି ପରିସ୍ଥିତିରେ ଏହାର ମୁକାବିଲା…

କରୋନା ପାଇଁ ସତର୍କତା: ପୁରୀ ଜଗନ୍ନାଥ ମନ୍ଦିର ପରେ କାକଟପୁର ମଙ୍ଗଳା ମନ୍ଦିରରେ କଟକଣା; ମନ୍ଦିରକୁ ଭିତରକୁ ଯିବାକୁ…

କନକ ବ୍ୟୁରୋ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରମୁଖ ମନ୍ଦିର ଗୁଡିକରେ ଜାରି ହୋଇଛି କଟକଣା । ପୁରୀ ଶ୍ରୀମନ୍ଦିରରେ ଭକ୍ତମାନେ ଘୋଷଣା ପତ୍ର ଦେଇ ଭିତରକୁ ଯାଇଥିବାବେଳେ ସମ୍ବଲପୁରର ସମଲେଶ୍ୱରୀ ମନ୍ଦିରରେ ଭକ୍ତ ଓ ସେବାୟତଙ୍କ ପାଇଁ କିଛି ନିୟମ ପ୍ରଣୟନ ହୋଇଛି । ଠିକ ସେହିପରି…

ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ: ଇଟାଲୀରୁ ଦିଲ୍ଲୀ ଏବଂ ଦିଲ୍ଲୀରୁ ଭୁବନେଶ୍ୱର…ଜାଣନ୍ତୁ କେମିତି ଥିଲା ଏହି…

କନକ ବ୍ୟୁରୋ: ରବିବାର ବିଳମ୍ବିତ ରାତିରେ ଓଡିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ଦିନ ତମାମ ଏହି ଖବରକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଥିଲା । ଆଉ ଏହାରି ଭିତରେ ଏହି ଯୁବକ, ୫୩ ଜଣଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି । ଏହା ଛଡା ଟ୍ରେନରେ ୭୬ ଜଣଙ୍କ…

ବାହାରୁ ଆସି ନିଜ ବାବଦରେ ତଥ୍ୟ ଦେଲେ ୧୫ ହଜାର ଟଙ୍କା ପୁରସ୍କାର, ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ । ଜାଣନ୍ତୁ…

କନକ ବ୍ୟୁରୋ : କରୋନା ସଂକ୍ରମଣକୁ ରୋକିବାକୁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ବାହାରୁ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ରାଜ୍ୟ ସରକାର ଅଭିନବ ଉପାୟ ଆପଣାଇଛନ୍ତି । ବାହାରୁ ଆସୁଥିବା ବ୍ୟକ୍ତି ନିଜ ବାବଦରେ ତଥ୍ୟ ଦେଲେ ସରକାରଙ୍କ ପକ୍ଷରୁ ୧୫ ହଜାର ଟଙ୍କା ଦିଆଯିବ ବୋଲି…

ରାଜ୍ୟର ‘କରୋନା’ ରିପୋର୍ଟ ଦେଲେ ସୁବ୍ରତ । ଭୟଭୀତ ନ ହୋଇ ଦମ୍ଭର ସହ କାମ କରିବାକୁ ଦେଲେ ପରାମର୍ଶ । ଜାଣନ୍ତୁ ରାଜ୍ୟ ଓ…

କନକ ବ୍ୟୁରୋ : କରୋନା ସଂକ୍ରମଣକୁ ରୋକିବାକୁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ବଡ ପଦକ୍ଷେପ ନେଉଛନ୍ତି । ଏସବୁ ଭିତରେ ଆଜି ୨ଟା ସୁଦ୍ଧା ୧୫୭ ଦେଶକୁ କରୋନା ବ୍ୟାପିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ୧୫୭ ଦେଶରେ ମୋଟ ୧୭୦୧୮୭ ଜଣ କରୋନାରେ…

କାମ ଦେଲାନି ନିର୍ଭୟା ସୈତାନଙ୍କ ସମସ୍ତ ଷଡଯନ୍ତ୍ର: ମୃତ୍ୟୁରୁ ବର୍ତ୍ତିବାର ସବୁ ରାସ୍ତା ଶେଷ; ୨୦ ମାର୍ଚ୍ଚ, ସକାଳ…

କନକ ବ୍ୟୁରୋ: ଆଉ କାମ କଲାନି ନିର୍ଭୟା ସୈତାନଙ୍କ କୌଣସି ବି ଚାଲ୍ । ନିର୍ଧାରିତ ସମୟରେ ହିଁ ଫାଶୀ ଖୁଂଟରେ ଝୁଲିବେ ୪ ନିର୍ଭୟା ସୈତାନ । ଏନେଇ ପଥ ପରିଷ୍କାର କରିଛନ୍ତି ସୁପ୍ରିମକୋର୍ଟ । କାରଣ ୪ ନିର୍ଭୟା ସୈତନାଙ୍କ ସମସ୍ତ ଆଇନଗତ ରାସ୍ତା ଏବେ ଶେଷ ହୋଇଛି । ଆଉ ଫାଶୀ ଖୁଂଟରେ ଝୁଲିବା…