Daily Archives

March 13, 2020

କରୋନାକୁ ନେଇ କୋରାପୁଟରେ ସଚେତନତାର ବାର୍ତା ବାଂଟିଲେ ଛାତ୍ରୀ । ଗାଁ ଗାଁ ବୁଲିଲେ, ଲୋକଙ୍କୁ ସତର୍କ କରାଇଲେ ।

କନକ ବ୍ୟୁରୋ : ଗାଁ ଗାଁରେ ବୁଲି କରୋନା ଭୂତାଣୁ ଠାରୁ ଦୂରେଇବା ପାଇଁ ସଚେତନ କରାଉଛନ୍ତି ଛାତ୍ରୀ । କରୋନାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ । ନିଜେ ସଫା ସୁତୁରା ରହିବା ସହ ସଚେତନ ରୁହନ୍ତୁ । ସ୍କୁଲରେ ପାଠ ପଢିବା ପରେ ବଳକା ସମୟରେ ଗାଁ ଗାଁ ବୁଲି ଲୋକଙ୍କୁ ନିଜ ବୁଦ୍ଧିରେ ବୁଝାଉଛନ୍ତି…

ପୋଲ ସୁଧାରିବ ଦ୍ୱିପାଂଚଳର ଜୀବନ । ପୋଲ ଦେଇ ଗାଁରେ ପହଂଚିଲା ବିକାଶ, ମହାନଦୀ ଉପରେ ସୁଗମ ହେବ ଗମନାଗମନ, ଗଢି ଉଠିବ…

କନକ ବ୍ୟୁରୋ : ଦିନ ଥିଲା ଡଙ୍ଗା ହିଁ ୬ଟି ଗାଁଲୋକଙ୍କ ଏକ ମାତ୍ର ଭରସା ପାଲଟିଥିଲା । ଡଙ୍ଗା ସାହାଯ୍ୟରେ ଲୋକମାନେ ଯିବା ଆସିବା କରୁଥିଲେ । ଅନେକ ଅଘଟଣର ସାମ୍ନା କରିବାକୁ ପଡୁଥିଲା । କିନ୍ତୁ ବର୍ତମାନ ପରିସ୍ଥିତି ବଦଳିଛି । ନଦୀ ଉପରେ ପୋଲ ହେବା ପରେ ବଦଳୁଛି ଗ୍ରାମବାସୀଙ୍କ ଆର୍ଥିକ…

ବିଧାନସଭାରେ ‘କରୋନା’ ସଚେତନତା । ଭୟଙ୍କର ଭୂତାଣୁର ମୁକାବିଲା ପାଇଁ ବିଧାୟକଙ୍କୁ ଟିପ୍ସ ଦେଲେ ବାଚସ୍ପତି । କହିଲେ…

କନକ ବ୍ୟୁରୋ: କରୋନା ଭାଇରସ ନେଇ ସାରା ବିଶ୍ୱରେ ଚହଳ ସୃଷ୍ଟି ହୋଇଥିବା ବେଳେ ସମସ୍ତ ଦେଶ ଓ ସମସ୍ତ ରାଜ୍ୟ ଆଗୁଆ ସତର୍କ ଓ ସଚେତନତା ମୂଳକ ପଦକ୍ଷେପ ନେଉଛନ୍ତି । ଆଜି କରୋନାକୁ ରାଜ୍ୟ ସରକାର ବଡ ବିପର୍ଯ୍ୟୟ ଘୋଷଣା କରିଥିବା ବେଳେ ସମସ୍ତ ବିଭାଗକୁ ସତର୍କ ରହିବାକୁ ଆଉ ସଚେତନ ରହିବାକୁ…

ନୂଆ ଜୀବନ ପାଇବ ୟେସ୍ ବ୍ୟାଙ୍କ । ୟେସ୍ ବ୍ୟାଙ୍କର ପୁର୍ନଗଠନ ନେଇ ଅର୍ଥମନ୍ତ୍ରୀ ଦେଲେ ଆଶ୍ୱସ୍ତି, ଖୁବ ଶୀଘ୍ର ଗଠନ ହେବ…

କନକ ବ୍ୟୁରୋ : ନୂଆ ଜୀବନ ପାଇବ ୟେସ୍ ବ୍ୟାଙ୍କ । ୟେସ ବ୍ୟାଙ୍କର ପୁର୍ନଗଠନ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀମତାରମଣ ଦେଲେ ଆଶ୍ୱସ୍ତି । ନୂଆ ବିଜ୍ଞପ୍ତିର ୩ ଦିନ ପରେ କଟକଣା ଉଠିବ ବୋଲି କହିଛନ୍ତି ନିର୍ମଳା ସୀତାରଣ । ୟେସ ବ୍ୟାଙ୍କର ନୂଆ ବୋର୍ଡ ଖୁବ ଶୀଘ୍ର ଗଠନ ହେବ । ଏବଂ ଏହି ବୋଡରେ…

କୁନି ପୁଅ କାନ୍ଧରେ ପରିବାରର ବୋଝ । ବାପାଙ୍କୁ କିଡନୀ ରୋଗ, ମାଆ ମାନସିକ ରୋଗୀ, ବାପା-ମାଆଙ୍କୁ ସୁସ୍ଥ କରିବାକୁ…

କନକ ବ୍ୟୁରୋ : ଦୁଇଟି ଯାକ କିଡନୀ ଅକାମି ହୋଇଯିବା ପରେ ବଂଚିବାକୁ ସଂଘର୍ଷ କରୁଛନ୍ତି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଗାଁର ସାଗର ମେହେର । ମନୁଷ୍ୟକୁ ଯେତେବେଳେ ରୋଗ ମାଡିବସେ ସେତେବେଳେ ଜୀବନ ବୋଝ ପାଲଟିଯାଏ । କିଡନୀ ପରି ମାରାତ୍ମକ ରୋଗ ଯଦି ଖଟିଖିଆ ଦିନମଜୁରିଆ ଲୋକକୁ…

ସବୁ ସଭା ବନ୍ଦ: ଟ୍ୱିନ ସିଟିରେ ସଭା ସମିତି ରଦ୍ଦ କଲା କମିଶନରେଟ ପୋଲିସ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସିନେମା…

କନକ ବ୍ୟୁରୋ: କରୋନାକୁ ରାଜ୍ୟ ସରକାର ବଡ ବିପର୍ଯ୍ୟୟ ଘୋଷଣା କରିବା ପରେ ଏବେ ତତ୍ପର ହୋଇଛି ସବୁ ବିଭାଗ । ସ୍ୱାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି ଶିକ୍ଷା ବିଭାଗ ଯାଏଁ ସମସ୍ତେ ଭାଇରସର ମୁକାବିଲା କପିବା ପାଇଁ ଅଣ୍ଟା ଭିଡିଛନ୍ତି । ତେବେ ଏତିକି ବେଳେ କୌଣସି ବି ସ୍ଥାନରେ ସଭାସମିତି ନକରିବାକୁ…