Daily Archives

March 12, 2020

ଆଧାର ପାଇଁ ଅଧାରେ ରହିଗଲା ସ୍ୱପ୍ନ…ଜନ୍ମରୁ ଦିବ୍ୟାଙ୍ଗ ହେଲେ ବି ମିଳୁନି ସରକାରୀ ବୃତ୍ତି…ପାଠପଢି ଆଗକୁ…

କନକ ବ୍ୟୁରୋ: ଆଧାର ପାଇଁ ଅଧୁରା ସରକାରୀ ସହାୟତା । ଜନ୍ମରୁ ଦିବ୍ୟାଙ୍ଗ ହୋଇବି ହାରମାନିନାହାନ୍ତି ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକ ଇଛାପୁର ଗାଁର ରେଖାକୁମାରୀ ସିଂ । ପାଠପଢି ଆଗକୁ ବଢିବା ପାଇଁ ଇଚ୍ଛା ଥିଲେ ବି ଦାରିଦ୍ର୍ୟ ଓଗାଳୁଛି ବାଟ । ୫ମ ଶ୍ରେଣୀରେ ପାଠ ପଢୁଥିବା ରେଖାଙ୍କୁ…

ଏଣିକି ବାଇକ୍ ସହ ଦୁଇଟି ହେଲମେଟ୍ କିଣିବା ବାଧ୍ୟତାମୂଳକ । ଚାଳକଙ୍କ ପାଖରେ ହେଲମେଟ୍ ଅଛି କି ନାହିଁ, ଦେବାକୁ ପଡିବ…

କନକ ବ୍ୟୁରୋ: ଏଣିକି ଗାଡି ସହ ହେଲମେଟ କିଣିବା ବାଧ୍ୟତାମୂଳକ । ସେ ବି ପୁଣି ଦୁଇଟି । ଯଦି ଆପଣ ଗାଡି କିଣୁଛନ୍ତି ତେବେ ସାଥିରେ ଆପଣଙ୍କୁ କିଣିବାକୁ ପଡିବ ଦୁଇ ଦୁଇଟି ହେଲମେଟ୍ । ନଚେତ ଆପଣଙ୍କ ଗାଡିର ରେଜିଷ୍ଟ୍ରେସନ ହେବ ନାହିଁ । ତେବେ ଉଭୟ ଚାଳକ ଏବଂ ସହଯାତ୍ରୀଙ୍କ ସୁରକ୍ଷାକୁ ନଜରରେ…

ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ଜମା ପ୍ରସଙ୍ଗ : ବିଧାନସଭାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ…

କନକ ବ୍ୟୁରୋ : ୟେସ୍ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଜମା ପ୍ରସଙ୍ଗରେ ଆଜି ବିଧାନସଭାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏପରିକି ୟେସ୍ ବ୍ୟାଙ୍କ ଦେବାଳିଆ ସ୍ଥିତିରେ ଅଛି ବୋଲି କେମିତି ଓଡ଼ିଶା ସରକାର ଜାଣିପାରିଲେନି ବୋଲି…

ୟେସ୍ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଜମା ପ୍ରସଙ୍ଗ : ବିରୋଧୀ ଦଳ ମୁଖ୍ୟ ସଚେତକ ଆଣିଲେ ସାଂଘାତିକ ଅଭିଯୋଗ, କହିଲେ…

କନକ ବ୍ୟୁରୋ : ୟେସ୍ ବ୍ୟାଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କ ଟଂକା ରଖିବା ପ୍ରସଙ୍ଗରେ ଆଜି ବିଧାନସଭାରେ ବିବୃତି ରଖିଛନ୍ତି ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ । ମନ୍ତ୍ରୀ ଗୃହରେ କହିଛନ୍ତି ମାର୍ଚ ୫ ତାରିଖ ଯାଏଁ ୟେସ୍ ବ୍ୟାଙ୍କ ସହିତ ଆର୍ଥିକ କାରବାର ନକରିବାକୁ ନେଇ କୌଣସି ସୂଚନା ଆସିନଥିଲା ।…

ପବଜି ପାଇଁ ପାଗଳ ହେଲା ଯୁବକ : ହାତଗୋଡ଼ ବାନ୍ଧି ହସ୍ପିଟାଲକୁ ନେଲେ ପରିବାର ଲୋକ ।

ହସ୍ପିଟାଲରେ ପହଁଚାଇଦେଲା ପବଜି ଖେଳିବାର ନିଶା । ହାତଗୋଡ଼ ବାନ୍ଧି ଘରର ଭେଣ୍ଡିଆ ପୁଅକୁ ହସ୍ପିଟାଲକୁ ନେଇଗଲେ ପରିବାର ଲୋକ । ବିହାରର ବସ୍ତର ଜିଲ୍ଲାରେ ଗୋଟିଏ ପରିବାର କାନ୍ଦି କାନ୍ଦି ପୁଅକୁ ହାତଗୋଡ଼ ବାନ୍ଧି ହସ୍ପିଟାଲରେ ପହଁଚାଇଥିଲେ । ଏହାର କାରଣ ଥିଲା ପବଜି ଖେଳ । ଆଜିର ସମୟରେ…

ରାଜ୍ୟରେ ଚାଲୁଛି ୧୧,୪୭୨ ଯାତ୍ରୀବାହୀ ବସ୍ । ମନ୍ତ୍ରୀ କହିଲେ, ଫିଟ୍ ଥିବା ଯାଏଁ ରାସ୍ତାରେ ଗଡିବ ବସ୍ । 

କନକ ବ୍ୟୁରୋ : ରାଜ୍ୟରେ ଯାତ୍ରୀବାହୀ ବସ୍ ସଂଖ୍ୟା କେତେ? ଆଉ ଏହି ବସ୍ ଭିତରେ କେତେ ସଂଖ୍ୟକ ବସ୍ ଫିଟ ରହିଛି । ରାଜ୍ୟରେ କେତେ ସଂଖ୍ୟକ ସରକାରୀ ଓ କେତେ ସଂଖ୍ୟକ ବେସରକାରୀ ବସ ଚାଲୁଛି । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବିରୋଧୀ ଦଳ ମୁଖ୍ୟ ସଚେତକ…