Daily Archives

March 12, 2020

ଜଗନ୍ନାଥଙ୍କ ଟଙ୍କା ପରେ ୟେସ ବ୍ୟାଙ୍କରେ ଓଏମସିର ଟଙ୍କା ଜମାକୁ ନେଇ ବିଧାନସଭାରେ ଅଭିଯୋଗ । ବିରୋଧୀ ଦଳ ଉପନେତା…

କନକ ବ୍ୟୁରୋ: ଜଗନ୍ନାଥଙ୍କ ଟଙ୍କା ପରେ ୟେସ ବ୍ୟାଙ୍କରେ ଓଏମସିର ଟଙ୍କା ଜମାକୁ ନେଇ ବିଧାନସଭାରେ ଅଭିଯୋଗ । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ଓଡିଶା ମାଇନିଂ କରପୋରେସନ ୟେସ ବ୍ୟାଙ୍କରେ ୬୫୦ କୋଟି ଜମା ରଖିଛି । ଗତ ବର୍ଷ ଏପ୍ରିଲ ମାସରେ ଏହି ଟଙ୍କା ଓଏମସି ପକ୍ଷରୁ ଜମା…

ୟେସ୍ ବ୍ୟାଙ୍କରେ କାହିଁକି ଜମା ହୋଇଥିଲା ଶ୍ରୀଜଗନ୍ନାଥଙ୍କ ଟଙ୍କା? ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ, ଅଧିକ ସୁଧ…

କନକ ବ୍ୟୁରୋ : ୟେସ ବ୍ୟାଙ୍କରେ କାହିଁକି ଜମା ହୋଇଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା । ଏହି ପ୍ରଶ୍ନ ଏବେ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମନରେ ଉଙ୍କି ମାରୁଥିବା ବେଳେ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଅଧିକ ସୁଧ ଆଶାରେ ୟେସ୍ ବ୍ୟାଙ୍କରେ ଟଙ୍କା…

ଏଥର ଆଇପିଏଲରେ ଲାଗିପାରେ କରୋନା ଗ୍ରହଣ: ବିଦେଶୀ ଖେଳାଳିଙ୍କୁ ଭିସା ମିଳିବା ନେଇ ସନ୍ଦେହ; ୧୪ରେ ପରିଚାଳନା ବୋର୍ଡ…

କନକ ବ୍ୟୁରୋ: ଚଳିତ ବର୍ଷ ଆଇପିଏଲକୁ ଲାଗିପାରେ କରୋନା ଗ୍ରହଣ । କରୋନା ଭୂତାଣୁ ସଂକ୍ରମଣ ଭୟ ଥିବାରୁ ଆଇପିଏଲରେ ଦେଖିବାକୁ ମିଳିବ ନାହିଁ ବିଦେଶୀ ଖେଳାଳିଙ୍କ ଚମକ । କାରଣ କରୋନା ପାଇଁ ଏଥର ଆଇପିଏଲ ଖେଳିବାକୁ ବିଦେଶୀ ଖେଳାଳିଙ୍କୁ ଭାରତ ଦେବନି ଭିସା । ସରକାର କରୋନା ଭୂତାଣୁ ସଂକ୍ରମଣରେ…

ଖୋର୍ଦ୍ଧା ଅଂଚଳରୁ ଦେଢ କେଜିର ବ୍ରାଉନସୁଗାର ଜବତ: ଆନୁମାନିକ ମୂଲ୍ୟ ହେବ ଦେଢ କୋଟିରୁ ଅଧିକ, ୩ ଗିରଫ

କନକ ବ୍ୟୁରୋ: ଖୋର୍ଦ୍ଧା ଜଟଣୀ ଅଂଚଳରୁ ୧୭ ଶହ ୪୯ ଗ୍ରାମର ବ୍ରାଉନସୁଗାର ଜବତ କରିଛି କ୍ରାଇମବ୍ରାଂଚ ଏସଟିଏଫ । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢକୋଟିରୁ ଅଧିକ ଟଙ୍କା ହେବ । ଏତେ ପରିମାଣର ବ୍ରାଉନସୁଗାର ଧରାପଡିବା ଓଡିଶାରେ ପ୍ରଥମ । ଘଟଣାରେ ୩ ଜଣ ଗିରଫ ବି ହୋଇଛନ୍ତି । ଏୟାରଫିଲ୍ଡ,…

ଡେବିଟ କିମ୍ବା କ୍ରେଡିଟ କାର୍ଡ ଅଛି କି ? ୧୬ ମାର୍ଚ୍ଚ ପୂର୍ବରୁ କରାଇ ନିଅନ୍ତୁ ଏହି କାମ, ନଚେତ ବନ୍ଦ ହୋଇଯିବ କିଛି…

କନକ ବ୍ୟୁରୋ : ଡେବିଟ କିମ୍ବା କ୍ରେଡିଟ କାର୍ଡ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ବଡ ଖବର । ଯଦି ଆପଣ ୧୬ ମାର୍ଚ୍ଚ ମଧ୍ୟରେ ଅନଲାଇନ କିମ୍ବା କଣ୍ଟାକ୍ଟଲେସ୍ ଟ୍ରାଞ୍ଜାକସନ କରିନଥାନ୍ତି ତେବେ ଏହି ସୁବିଧା ଆପଣଙ୍କ କାର୍ଡରେ ବନ୍ଦ କରାଯାଇପାରେ । ତେଣୁ ଯଦି କାର୍ଡରେ ଏହି ସୁବିଧା ବନ୍ଦ ନ…

କରୋନା ତ କରୋନା କଲରଟ୍ୟୁନ୍ ବି କରିଦେଲାଣି କାନ କଣା ! ଏପଟେ ବିଶ୍ୱକୁ କରୋନା ଡରାଉଛି ସେପଟେ ଲୋକଙ୍କୁ ବିରକ୍ତ କରାଉଛି…

ସାରା ବିଶ୍ୱରେ କାଳର ଖେଳ ଖେଳୁଥିବା କରୋନା ଏବେ ଲୋକଙ୍କ ମନରେ ଭୟ ସୃଷ୍ଟି କରାଇଛିି । ଏହି ଭାଇରସ କେବଳ ଲୋକଙ୍କ ଜୀବନରେ ନୁହେଁ ବରଂ କାନରେ ମଧ୍ୟ ଭୟର ବାତାବରଣ ସୃଷ୍ଟି କରିବାରେ ଲାଗିଛି । ଏହି ଭାଇରସରୁ ଲୋକଙ୍କୁ ଜାଗୃତ ଏବଂ ସଚେତନ କରିବା ପାଇଁ ସରକାର ଓ ହେଲଥ୍ ଏଜେନ୍ସି ଏହା ଉପରେ କାମ…